Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଜଣେ ଭବିଷ୍ୟ ବକ୍ତା ଙ୍କ ଭବିଷ୍ୟ ବାଣୀ ଓ ସୋସିଆଲ ମିଡ଼ିଆ ରେ ପ୍ରଚାର ହେଉଛି, 2026 ରେ ପୃଥିବୀ ଜଳମଗ୍ନ ହେବ ||

02-Jan-2026

2026 କୁ ନେଇ ଜଣେ ଅନ୍ତର୍ଜାତୀୟ ଭବିଷ୍ୟ ବକ୍ତା ଙ୍କ ଭବିଷ୍ୟ ବାଣୀ,
( ସାରା ପୃଥିବୀ ଜଳମଗ୍ନ ହେବ ଏହି ନୁଆଁ ବର୍ଷ ରେ,

       ଓଡିଶା ଜନ ମତ ବ୍ୟୁରୋ,

ନୁଆଁ ବର୍ଷ 2026 ଆସୁ, ଆସୁ ଜଣେ ଅନ୍ତର୍ଜାତୀୟ ଭବିଷ୍ୟ ବକ୍ତା ଙ୍କ ଭବିଷ୍ୟ ବାଣୀ ଡ଼ରାଇଲାଣି   |  ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଏହି ବ୍ୟକ୍ତିଙ୍କ ଭବିଷ୍ୟବାଣୀ । ଏକ ଚିରା ଅଖା ପିନ୍ଧି ଥିବାର ଫୋଟ ତାଙ୍କର ଖୁବ୍ ଭାଇରାଲ ହେଉଛି । ଯାହାକୁ ଦେଖୁଲା ପରେ ଯିଏ ନାହିଁ ସିଏ କହିବ ମାନସିକ ବିକାରଗ୍ରସ୍ତ କିମ୍ବା ଜଣେ ଭିକାରୀ ବୋଲି । କିନ୍ତୁ ନା ସେ ଭିକାରୀ ନା ମାନସିକ ବିକାରଗ୍ରସ୍ତ, ସେ ହେଉଛନ୍ତି ଜଣେ ଭବିଷ୍ୟବକ୍ତା । ଯାହାଙ୍କ ଭବିଷ୍ୟବାଣୀ ଏବେ ହଇଚଇ ସୃଷ୍ଟି କରିଛି । ଘାନାର ସ୍ଵଘୋଷିତ ଭବିଷ୍ୟବକ୍ତା ଇବୋ ନୋଆ । ବର୍ତ୍ତମାନ ସମଗ୍ର ବିଶ୍ବରେ, ବିଶେଷକରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କର କିଛି ଭୟଙ୍କର ଭବିଷ୍ୟବାଣୀ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଇବୋ ଦାବି କରିଥିଲେ ଯେ ପୃଥ‌ିବୀ ଖୁବ୍ ଶୀଘ୍ର ଏକ ଭୟଙ୍କର ବନ୍ୟାର ଶିକାର ହେବାକୁ ଯାଇଛି, ଯାହା କେବଳ ମାନବ ସଭ୍ୟତାକୁ ବିପଦରେ ପକାଇବ ନାହିଁ ବରଂ ଆଗାମୀ ବର୍ଷ ୨୦୨୬ ପାଇଁ ଏହାର ପ୍ରଭାବ ମଧ୍ୟ ପକାଇବ । ତେବେ ଇବୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ "ଇବୋ ଯୀଶୁ" ନାମରେ ପରିଚିତ | ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭବିଷ୍ୟବାଣୀର ଭିଡିଓ ପୋଷ୍ଟ କରିଥିଲେ । ଏହା ପରେ ସେହି ଭିଡ଼ିଓ ଖବ୍ ଭାଇରାଲ ହୋଇଥିଲା । ଭିଡିଓରେ ଇବୋ ଦାବି ଅନୁସାରେ ତାଙ୍କୁ ଦିବ୍ୟ ସନ୍ଦେଶ ମିଳିଛି,ଯେଉଁଥି ରେ ଇଶ୍ବର ତାଙ୍କୁ କହିଛନ୍ତି ଲଗାଣ ବର୍ଷା ଲାଗିରହିବ,ଛାଡିବାର ନା ନେବ ନାହିଁ ଯେଉଁଥିପାଇଁ ପୁରା ବିଶ୍ବର ଜଳମଗ୍ନହୋଇପାରେ । ଏହି ପରିସ୍ଥିତି ଏକପ୍ରାକୃତିକ ବିପର୍ଯ୍ୟୟପରି | 
ଆଧୁନିକ ଯୁଗର ଏକ ପ୍ରଳୟ ସଦୃଶ ହେବା ସେ କହିଛନ୍ତି ଯେ ଏହିବନ୍ୟା କିଛି ଦିନ କିମ୍ବା ମାସ ମଧ୍ୟରେ ସୀମିତ ରହିବ ନାହିଁ, ବରଂବର୍ଷ ବର୍ଷ ଧରି ରହିବ, ଯାହା ଫଳରେ ସମୁଦ୍ର ପତ୍ତନ ଅତ୍ୟଧିକ 
ବଢ଼ିଯିବ ଏବଂ ଅନେକ ଦେଶ ତଥା ସହର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନହୋଇଯିବେ । ଦୁନିଆ ପାଣିରେ ବୁଡ଼ିଯିବା, ଶେଷ ହୋଇଯିବମାନବ ସମାଜ, ଧ୍ବସଂ ପାଇବ ଜୀବଜଗତ।ତେବେ ଏହି ଏବୋ ନୋଆ କିଏ? ଇବୋ ନୋଆ ହେଉ ଛନ୍ତି ପଶ୍ଚିମ ଆଫ୍ରିକୀୟ ଦେଶ ଘାନାର ଜଣେ ଆଧ୍ୟାତ୍ମିକ ନେତା ତଥା ଭବିଷ୍ୟବକ୍ତା । ସେ `ଇବୋ ନୋଆ ମିନିଷ୍ଟ୍ରିଜ୍ ନାମକ ଏକ ସଂସ୍ଥା ଚଳାନ୍ତି । ସେ ମୁଖ୍ୟତଃ ଟିକଟକ୍ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ନିଜର ଭବିଷ୍ୟବାଣୀ ଓ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରନ୍ତି । ତାଙ୍କର ସୋସିଆଲ ମିଡିଆରେ ୪୦,୦୦୦ରୁ ଅଧିକ ଅନୁସରଣକାରୀ ଅଛନ୍ତି ବୋଲି ଜଣାପଡ଼ିଛି । ଭାଇରାଲ ଭିଡିଓଗୁଡ଼ିକରେ, ସେ ଏକ ଚିରା ବସ୍ତା ପରି ପୋଷାକ ପିନ୍ଧିବା ଦେଖାଯାଆନ୍ତି ଏବଂ ନିଜକୁ ପରମେଶ୍ବରଙ୍କ ଦୂତ ବୋଲି ଦାବି କରନ୍ତି । ସେ ଦାବି କରିଥିଲେ ଯେ ବିଶ୍ବ ବିପର୍ଯ୍ୟୟ ଡିସେମ୍ବର ୨୫, ୨୦୨୫ ଖ୍ରୀଷ୍ଟମାସ ଦିନ ଆରମ୍ଭ ହେବା ସେ ଅଗଷ୍ଟ ୨୦୨୫ରେ YouTube ରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଏହି ସମାନ ଭବିଷ୍ୟବାଣୀକୁ ପୁନରାବୃତ୍ତି କରିଥିଲେ, ଯାହାର ଶୀର୍ଷକ ଥିଲା "କ`ଣ ହେବ ଏବଂ କିପରି ହେବ?" । ତାଙ୍କର ଅନୁଗାମୀମାନେ ବିଶ୍ଵାସ କରନ୍ତି ଯେ ତାଙ୍କୁ ଈଶ୍ଵରଙ୍କଠାରୁ ସିଧାସଳଖ ସଙ୍କେତ ମିଳେ, କିନ୍ତୁ ଅନେକ ଲୋକ ତାଙ୍କୁ ଜଣେ `ଷଡ଼ଯନ୍ତ୍ରକାରୀ` ବା କେବଳ ଚର୍ଚ୍ଚାରେ ରହିବାକୁ ଚାହୁଁଥ‌ିବା ବ୍ୟକ୍ତି ବୋଲି କହନ୍ତି । ତେବେ 2026 ଶେଷ ପରେ ଓ 2027 ର ଆଗମନ ରେ ଏହି ଭବିଷ୍ୟ ବକ୍ତା ଙ୍କ କଥା କେତେ ସତ କେତେ ମିଛ ତାହା ଜଣା ପଡିବ ବୋଲି  ସାଧାରଣ ଲୋକ ମତ ଦେଉଛନ୍ତି |

News Comment

You Might Also Like

BACK TO TOP