Breaking News

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||     

ଗଞ୍ଜାମ ଜିଲ୍ଲା ରେ ପୁରୁଷୋତ୍ତମପୁର ଏସ ଡ଼ି ପି ଓ ଅଫିସ ପ୍ରଥମ ଓ ଥାନା ତୃତୀୟ ସ୍ଥାନରେ | ଜନ ସାଧାରଣ ଙ୍କ ଦୁହିଁଙ୍କୁ ଅଭିନନ୍ଦନ |

02-Jan-2026

ପୁରୁଷୋତ୍ତମପୁର ଏସଡ଼ି ପିଓ ଅଫିସ ଜିଲ୍ଲା ରେ ପ୍ରଥମଓ ଥାନା ସ୍ତର ରେ ପୁରୁଷୋତ୍ତମପୁର 3 ୟ ସ୍ଥାନ ପାଇଛି |

        ଓଡିଶା ଜନ ମତ ବ୍ୟୁରୋ,

ସିସିଟିଏନ୍‌ଏସ୍ ପ୍ରଗତି ଡ୍ୟାସବୋର୍ଡ ରିର୍ପୋଟରେ ଗଞ୍ଜାମ ପୁଲିସ ଜିଲ୍ଲାର ସଫଳତା,
ଗଞ୍ଜାମ ଓ ଏସ୍‌ଡିପିଓ ସ୍ତରରେ ପୁରୁଷୋତ୍ତମପୁର ପ୍ରଥମଓ ଥାନା ସ୍ତର ରେ ପୁରୁଷୋତ୍ତମପୁର 3ୟ,

କ୍ରାଇମ୍ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟ୍‌ୱାର୍କ ସିଷ୍ଟମ (ସିସିଟିଏନ୍‌ଏସ୍) ରେ ଜନସାଧାରଣଙ୍କୁ ହାତ ପାଆନ୍ତାରେ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସେବା ଯୋଗାଇବା, ଅନ୍‌ଲାଇନରେ ମାମଲା ପଞ୍ଜୀକରଣ ଓ ସେଗୁଡିକ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ନେଇ ରାଜ୍ୟସ୍ତରୀୟ ରିର୍ପୋଟ ପ୍ରକାଶ ପାଇଛି। ସିସିଟିଏନ୍‌ଏସ୍ ପ୍ରଗତି ଡ୍ୟାସ୍‌ବୋର୍ଡରେ ଜିଲ୍ଲା, ଥାନା, ଏସ୍‌ଡିପିଓ ଓ ଥାନା ଅଧିକାରୀଙ୍କ ବର୍ଗରେ ପ୍ରକାଶିତ ରିପୋର୍ଟରେ ଗଞ୍ଜାମ ପୁଲିସ ଜିଲ୍ଲା ବେଶ୍ ସଫଳତା ମିଳିଥିବା ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଶ୍ରେଷ୍ଠ ୧୦ଟି ଥାନା ମଧ୍ଯରୁ ଗଞ୍ଜାମ ପୁଲିସ ଜିଲ୍ଲାରେ ୬ଟି ଥାନା ସାମିଲ ହୋଇଛି। ପ୍ରଥମ ସ୍ଥାନ ଭାବେ ଗଞ୍ଜାମ ଥାନା ରହିଥ‌ିବା ବେଳେ ୨ୟ ସ୍ଥାନରେ ପୋଲସରା, ୩ୟରେ ପୁରୁଷୋତ୍ତମପୁର, ୪ର୍ଥରେ କୋଦଳା, ୫ମ ସ୍ଥାନରେ ରମ୍ଭା ରହିଥ‌ିବା ବେଳେ ଧରାକୋଟ
ଥାନା ୧୦ମ ସ୍ଥାନରେ ରହିଛି। ସେହିପରି ଏସଡିପିଓ ସ୍ତରରେ ପୁରୁଷୋତ୍ତମପୁର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସପ୍ତମ ସ୍ଥାନରେ ଛତ୍ରପୁର ଏସଡ଼ିପିଓ ରହିଛନ୍ତି। ଗଞ୍ଜାମ ପୁଲିସ ଜିଲ୍ଲା ନୂଆ  ଟେକ୍ନୋଲୋଜି ପଦ୍ଧତି ଗ୍ରହଣ କରିବା ସହ ଏହାକୁ ବ୍ୟବହାର
କରୁଛି। ସମସ୍ତ କେସ୍ ଗୁଡିକ ଡିଜିଟାଲାଇଜ୍ କରାଯାଉଛି। ସମସ୍ତ ଥାନା ଓ ଆରକ୍ଷୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ କେସ ରେର୍କଡ ସିସିଟିଏନ୍ଏସ୍ ମାଧ୍ୟମରେ ଅନଲାଇନରେ କରାଯାଉଛି। ଏହା କେବଳ ସଫଳ ରୂପାୟନ ପାଇଁ କନେଷ୍ଟବଳ ଏବଂ ହୋମଗାର୍ଡଙ୍କ ସମେତ
ପୁଲିସ ଅଧିକାରୀ, କର୍ମଚାରୀଙ୍କ ଦଳଗତ କାର୍ଯ୍ୟ ଦ୍ବାରା ସମ୍ଭବପର ହୋଇପାରିଛି । ସମସ୍ତଙ୍କୁ ସିସିଟିଏନ୍ ଏସ୍ ବୈଷୟିକ ଜ୍ଞାନ କୌଶଳ ପୂର୍ବରୁ ଶିକ୍ଷା ଦିଆଯାଇଛି। ଲୋକଙ୍କୁ ଉତ୍ତମ ସେବାଠାରୁ ଆରମ୍ଭ କରି ପ୍ରତ୍ୟେକ ଦିଗକୁ ପୁଲିସ ସର୍ବଦା ଲୋକଙ୍କ ସେବା ପାଇଁ ଚେଷ୍ଠିତ ବୋଲି ଏସ୍‌ପି ଶ୍ରୀ ପାତ୍ର କହିଥିଲେ | ପ୍ରତିବର୍ଷ ସିସିଟିଏନଏସ୍ ପ୍ରଗତି ଡ୍ୟାସବୋର୍ଡ ରିର୍ପୋଟ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ। ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୨୫ ବର୍ଷରେ ୧୮୦୮୮ଟି ମାମଲା ରୁଜୁ ହୋଇଥିବା ଏସ୍‌ପି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ଆଗାମୀ ଦିନରେ ଜିଲ୍ଲାରେ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବାରୁ ଏହା କିପରି ହ୍ରାସ ପାଇବ ସେନେଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଚୋରି ଏବଂ ରାହାଜାନିରେ ଲୁଟ ହୋଇଥିବା ଧନ ସମ୍ପତିକୁ ଲୋକଙ୍କ ନିକଟରେ ହସ୍ତାନ୍ତର କରିବା ଏବଂ ସାଇବର ଠକେଇରେ ଠକାମୀରେ ଶିକାର ହୋଇ ହରାଇଥିବା ଟଙ୍କା ଫେରାଇ ଆଣିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି।
ତେବେ ପୁରୁଷୋତ୍ତମପୁର ଏସଡ଼ି ପିଓ  ଥାନା ଜିଲ୍ଲରେ ପ୍ରଥମ ହୋଇ ଥିବାରୁ ଏସଡ଼ି ପିଓ ସୁଜିତ ନାୟକ ଙ୍କ ଲୋକଙ୍କ ପ୍ରତି ଯେଉଁଦୃଷ୍ଟାନ୍ତ ମୂଳକ  ବ୍ୟବହାର ଓ ସେବା ପ୍ରଦାନ ନିଶ୍ଚିତ ଭାବେ ଆହୁରି ଉପରକୁ ନେଇ ପାରିବ ବୋଲି ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ସାମ୍ବାଦିକ ଙ୍କ ଭରସା ରହିଛି | ତେଣୁ ସୁଜିତ ନାୟକ ଙ୍କୁ ସବୁଆଡୁ ଅଭିନନ୍ଦନ ର ସୁଅ ଛୁଟୁଛି |  ସେହିପରି ପୁରୁଷୋତ୍ତମପୁର ଥାନା ର ଆଇ ଆଇସି  ରାଜେଶ କୁମାର ନାୟକ ଓ ତାଙ୍କ ଷ୍ଟାଫ ଙ୍କ ସହଯୋଗ ଏବଂ କର୍ତ୍ତବ୍ୟ ନିଷ୍ଟ କର୍ମ ଯୋଗୁଁ ଆଜି ଜିଲ୍ଲରେ ଥାନା ମଧ୍ୟରେ ପୁରୁଷୋତ୍ତମପୁର 3ୟ ସ୍ଥାନରେ ଥିବାରୁ  ସମସ୍ତେ ଆଇ ଆଇ ସି ଙ୍କୁ ଅଭିନନ୍ଦନ ଜଣାଇ ଛନ୍ତି |ଏବଂ ବିଶେଷ କରି ଛତ୍ରପୁର ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିଷ୍ଠା ପର ସେବା ଓ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇ ପାରୁଛି ବୋଲି ସବୁଠାରେ ଚର୍ଚ୍ଚା ହେଉଛି |

News Comment

You Might Also Like

BACK TO TOP