Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଚିଲିକା ଭସା ପୋଲାରୁ ପାଣିରେ ଖସି ଜଣେ 70 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ

02-Jan-2026

ଭସା ପୋଲ ରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ,

       ଓଡିଶା ଜନ ମତ ବ୍ୟୁରୋ,

ଘନ କୁହୁଡି ଯୋଗୁଁ ଭଷାପୋଲରୁ ପାଣିକି ଖସି ଜଣେ ବୃଦ୍ଧ ଙ୍କ ମୃତ୍ୟୁ |ଏପରି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକ ସାତ ପଡା ଭସା ପୋଲରେ | ଘନ କୁହୁଡି ଯୋଗୁଁ ଏବଂ ମୁକୁଳା ବୋଟ ଯୋଗୁଁ ଜଣେ ବୃଦ୍ଧ ଙ୍କମୃତ୍ୟୁ ଘଟିଛି | ତାହା ହେଲା ସାତପଡା ଠାରୁ ଜହ୍ନିକୁଦା ଭସାପୋଲ ରେ ଯାତ୍ରା କରୁଥିବାବେଳେ ପାଣି ମଧ୍ୟକୁ ଖସି ପଡିଥିଲେ ଜଣେ ଯାତ୍ରୀ । ବହୁ ସମୟ ନିଖୋଜ ପରେ ପାଣିରେ ତାଙ୍କର ଟୋପି ଚପଲ ଭାସୁଥ‌ିବା ଦେଖ‌ିବାକୁ ମିଳିଥିଲା। ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବା
ବେଳେ ଭସାପୋଲରେ ତାହା ଆଦୌ ଦେଖୁବାକୁ ମିଳେନାହିଁ।ଭସାପୋଲର ଆଗ ପଛ ମୁକୁଳା ପଡ଼ିବା ବେଳେ ଯାତ୍ରୀଙ୍କୁ ନ ଯିବା ପାଇଁ କୌଣସି କଟକଣା କରାଯାଉନାହିଁ। ଯାହାଦ୍ବାରା ଯାତ୍ରୀ ଜଣକ ପାଣି ମଧ୍ୟକୁ ଖସି ପଡ଼ିଥିଲେ ମଧ୍ୟ କେହି ଦେଖ୍ ପାରିନାହାନ୍ତି। ଘନ କୁହୁଡି ଏ ବିପଦ ଘଟାଇ ପାରିଥିବା ସନ୍ଦେହ ହେଉଛି। ବହୁ ସମୟ ଖୋଜାଖୋଜି କରିବା ପରେ ନିଖୋଜ ଯାତ୍ରୀଙ୍କ ମୃତଦେହ ମିଳିଛି। ତେବେ ଚିଲିକା ଉର୍ଣ୍ନୟନ ବିଭାଗର ଭସାପୋଲରୁ ଖସି ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ କୌଣସି ଚିନ୍ତା ନାହିଁ। ସାଧାରଣ ଲୋକ ମୃତଦେହକୁ ଉଦ୍ଧାର କରିଥିବା ବେଳେ ସାତପଡ଼ା ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଏକ ସୂଚନା ମିଳିଛି। ଏନେଇ ସାତପଡ଼ା ଚିଲିକା ଉର୍ନୟନ କତୃପକ୍ଷଙ୍କ କୌଣସି ମତାମତ ମିଳିପାରିନାହିଁ। ତେବେ ମୁକୁଳା ବୋଟ ଯୋଗୁଁ ଏପରି ଦୁର୍ଘଟଣା ଘଟିଲା ଯାହାକୁ ବି ଚିଲିକା ଉର୍ନ୍ନୟନ ଅଧିକାରୀ ମାନିବାକୁ କିମ୍ବା ତାର ବିକଳ୍ପ ବ୍ୟବସ୍ତା କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି | ପୁଣି କେତେଜଣ ଏପରି ବୋଟ ରୁ ପାଣିକି ଖସି ମଲେ ତାଙ୍କର ଚେତା ପଶିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି |

News Comment

You Might Also Like

BACK TO TOP