Breaking News

ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||     

ପୋଲସରା ର ତିନି ପଞ୍ଚାୟତ ରେ ବୁଲିଲା ବିକାଶ ବାହାନ ରଥ |

17-Jun-2025

ତିନି ପଞ୍ଚାୟତରେ ବୁଲିଲା ବିକାଶ ବାହନ ରଥ

ଓଡିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା, ୧୭/୦୬/୨୫ :
ପୋଲସରା ବ୍ଲକର ହାତୀଓଟ , ମନ୍ଦାର ଓ ରୁମାଗଡ ପରି ତିନି ପଞ୍ଚାୟତରେ ବୁଲିଲା ସରକାରଙ୍କ ବିକାଶ ବାହନ ସଚେତନତା ରଥ। ଆଜି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ  ଶଶିଭୂଷଣ ମହାପାତ୍ର ଙ୍କ ନିର୍ଦ୍ଦେଶକ୍ରମେ ତିନି ପଞ୍ଚାୟତରେ ବିକାଶ ବାହନ ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାତୀଓଟ ପଞ୍ଚାୟତ ସରପଞ୍ଚ ରଶ୍ମିତା ସାହୁ, ମନ୍ଦାର ସରପଞ୍ଚ ସୁନୀତା ଜେନା ଓ ରୁମାଗଡ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର ବିଷୋୟୀ ଯୋଗଦାନ ପୂର୍ବକ ପତକା ଦେଖାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଯୋଜନାର ସଫଳତାକୁ ନେଇ ବିକାଶ ବାହନ ରଥ ତିନି ପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଭିଡିଓ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାର୍ତ୍ତା ପ୍ରଦାନ କରିଥିଲେ। ବିକାଶ ବାହନ ରଥକୁ ତିନି ପଞ୍ଚାୟତର ରେ ପାରମ୍ପରିକ ପୂର୍ଣ୍ଣ କୁମ୍ଭ ସ୍ଥାପନ ଘଣ୍ଟ ମୃଦଙ୍ଗ ଓ ହୁଳହୁଳି ଦେଇ  ପଞ୍ଚାୟତର ମହିଳା ମାନେ ଭବ୍ୟ ସ୍ବାଗତ କରିଥିଲେ।ତିନି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଙ୍କୁ ଅତିଥି ମାନଙ୍କ ଦ୍ବାରା ଭତ୍ତା, ଆୟୁଷ୍ମାନ କାର୍ଡ,ରାସନ କାର୍ଡ,ଅନ୍ତଦେୟ କାର୍ଡ, ଲେବର କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୃଷକ କାର୍ଡ,ବୟବୃଦ୍ଧ ସ୍ବାସ୍ଥ୍ୟ କାର୍ଡ,ପଟା ବଣ୍ଟନ କରାଯାଇଥିଲା। ଆଇନଜୀବୀ ସୁଶାନ୍ତ ସାହୁ,ବନପାଳ ମୁନା ଦାସ,ପିଇଓ ବିରୁପାକ୍ଷ୍ ଡାକୁଆ, ବିକାଶ ବାହନ ରଥର କୋଡିନେଟର ସଞ୍ଜୟ କୁମାର ଗୌଡ଼, କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ପଟ୍ଟନାୟକ,ମିଶନ ଶକ୍ତି ବିପିସି ନିଳାଞ୍ଚଳ ସାହୁ,ସମିତି ସଭ୍ୟା ସୁଜତା ନାୟକ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ଯୋଗାଣ ଅଧିକାରୀ ସନ୍ଦିପ କୁମାର ବେହେରା, ବିଏସଏଫ ଗଙ୍ଗାଧର ମିଶ୍ର,ଜିପିଡିଓ ଅସିମା ବେହେରା, ରାଜସ୍ବ ପରିଦର୍ଶକ ଜନକ ଦାସ,ପିଇଓ ନିରଞ୍ଜନ ସେଠୀ,ଏଡିଇଓ ଉମାଶଙ୍କର ଆଚାର୍ଯ୍ୟ, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରସାନ୍ତ କୁମାର ସାହୁ ,ପିଇଓ ସନ୍ତୋଷ କୁମାର ଦଳେଇ,ଏଡିଓ ଯୋଗେଶ୍ବର ସ୍ବାଇଁ,ସାଂସଦ ପ୍ରତିନିଧିତ୍ଵ ସରତ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷକ ଶାନ୍ତି ଭୂଷଣ ବାଡତ୍ଯା ସମେତ ତିନି ପଞ୍ଚାୟତର ବହୁ ଅଙ୍ଗନବାଡ଼ି କର୍ମୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ପୋଲସରା ବନ ବିଭାଗ ପକ୍ଷରୁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ପରିବେଶକୁ ସୁରକ୍ଷିତ ରଖିବାପାଇଁ ଗଛ ବଣ୍ଟନ କରିବା ସହିତ ଗଛର ଯତ୍ନ ନେବା ପାଇଁ ମା ମାନଙ୍କୁ ନିବେଦନ କରିଥିଲେ ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

News Comment

You Might Also Like

BACK TO TOP