Breaking
News
Breaking
News
18-Jun-2025
ପୁରୁଷୋତ୍ତମପୁର ବ୍ଳକ ରେ ପ୍ରାକୃତିକ ବିପର୍ଯୟ ପରିଚାଳନା ବୈଠକ ଅନୁଷ୍ଠିତ |
ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ସଂଯୋଜନା ରେ ପ୍ରାକୃତିକ ବିପର୍ଯୟ କୁ ମୁକାବିଲା କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ରେ ବିଡ଼ିଓ ଙ୍କ ସହ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗୀତା ସେଠୀ, ଫାୟାର ଅଧିକାରୀ ଆଲୋକ କୁମାର ଦଳେଇ,ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିପିଓ ମୀନ କେତନ ବେହେରା, ପିଓ, ମୁଖ୍ୟ କିରାଣୀ, ବ୍ଳକ ସମାଜ ମଙ୍ଗଳ ଅଧିକାରୀ, ସମସ୍ତ ପଞ୍ଚାୟତ ପି ଇ ଓ, ଏବଂ 6 ଗୋଟି ବନ୍ୟା ଆଶ୍ରୟ ସ୍ଥଳ ର ସଭାପତି, ସମ୍ପାଦକ ଓ ସଦସ୍ୟ, ମାନଙ୍କ ସହିତ ବ୍ଲକର ଅଧିକାଂଶ ଷ୍ଟାଫ ଉପସ୍ଥିତ ରହି ବନ୍ୟା, ବାତ୍ୟା କୁ କିପରି ସୁଚାରୁ ରୂପେ ମୁକାବିଲା କରିପାରିବେ ତାଉପରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ମତାମତ ଦେଇଥିଲେ | ଏବଂ କୌଣସି ପରିସ୍ଥିତିରେ ମଧ୍ୟ ତାହାକୁ ମୁକାବିଲା କରି ଭଙ୍ଗା, କଚା ଘରେ ଥିବା ବ୍ୟକ୍ତି ମାନଙ୍କୁ ଏହି ବନ୍ୟ କେନ୍ଦ୍ରକୁ ଆଣି ଆଶ୍ରୟ ଦେବା, ଖାଦ୍ୟ ପାନୀୟ ଦେଵା ସହିତ ଗାଈଗୋରୁ ଙ୍କୁ ମଧ୍ୟ ସେଠାକୁ ଆଣି ସେମାନଙ୍କୁ ଉତ୍ତମ ସେବା ପ୍ରଦାଉପୁଡି ପଡ଼ିଥିବା ଗଛ, ଡାଳ କୁ ଫାୟାର ବିଭାଗ ସହଯୋଗ ରେ ସେଗୁଡିକୁ କିପରି ସଫାକରି ଲୋକମାନଙ୍କୁ ବନ୍ୟା ଆଶ୍ରୟ କେନ୍ଦ୍ର ରେ ଆଶ୍ରୟ ଦେବା ତେଵେବ୍ଲଜଥଇଥାନ କରିବା ଇତ୍ୟାଦି ବିଷୟ ରେ ଆଲୋଚନା କରିଥିଲେ | ଶେଷରେ ବିଏସ ଏସ ଓ ସମସ୍ତ ଙ୍କୁଧନ୍ୟବାଦ ପ୍ରଦାନ କରିଥିଲେ | ତେବେ ବିଏସ ଏସ ଓ କାହ୍ନୁ ଚରଣ ସୋରେନ ଏହି ବୈଠକ କୁ ସାମ୍ବାଦିକ ମାନଙ୍କୁ ଡାକି ନଥିବାରୁ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ବିଏସ ଏସ ଓଙ୍କ ଉପରେ ବିରକ୍ତ ପ୍ରକାଶ କରି ତାଗିତ କରି ଥିଲେ |
BACK TO TOP