Breaking News

ବୁଗୁଡ଼ା ଆଞ୍ଚଳିକ ବରିଷ୍ଟ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ |    (23-Apr-2026)       ||      ପ୍ଲଟ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ରେ ସାମିଲ ଅଭିଯୁକ୍ତ କୁ ଗିରଫକଲା ପୋଲିସ |   (23-Apr-2026)       ||      ଟିକାବାଲି ଥାନା ରେ ପୂର୍ବରୁ ତିନୋଟି ଚୋରି ଘଟଣା ରେ ଫେରାର ହୋଇଥିବା ଅଭିଯୁକ୍ତ ଗିରଫ |    (23-Apr-2026)       ||      ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଟି ସଂଘର୍ଷ, ଦୁଇ ପକ୍ଷରୁ ଚାରି ଜଣ ଗିରଫ |    (23-Apr-2026)       ||      ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||     

ଅଶାନ୍ତ ଆଠ ଗଡ଼ ପାଟଣା , ଦିନ ଦ୍ବିପହର ରେ ବାପା, ପୁଅଙ୍କୁ ମରଣା ନ୍ତକ ଆକ୍ରମଣ |

20-Jun-2025

ଅଶାନ୍ତ ଆଠଗଡ଼ପlଟଣା---
ଦିନ ଦ୍ବିପହରରେ ବାପା ପୁଅକୁ ମରଣାନ୍ତକ ଆକ୍ରମଣ  |

 ଓଡିଶା ଜନମତ,କବିସୂର୍ଯ୍ୟନଗର, କୃପାସିନ୍ଧୁ ସ୍ୱାଇଁ ତା 19/6/25:

କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ବସ ଷ୍ଟାଣ୍ଡ ଠାରେ ଦିନ ଦ୍ୱିପ୍ରହର ରେ ମରଣାସ୍ତ୍ର ରେ ଜଣେ ବ୍ୟକ୍ତି କୁ ମରଣାନ୍ତକ ଆକ୍ରମଣ l ଆକ୍ରମଣ ରେ ଗଣେଶ ସାହୁ ନାମକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କ ପୁଅ ସାଗର ସାହୁ ଆହାତ l ପ୍ରଥମେ କବିସୂର୍ଯ୍ୟନଗର ପରେ ବ୍ରହ୍ମପୁର ସ୍ଥାନାନ୍ତର l ଆକ୍ରମଣ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଦଶ ରୁ ଉର୍ଦ୍ଧ ବ୍ୟକ୍ତି ବଜାର ଉପରେ ଆକ୍ରମଣ l
    ଆଜି ଅପରାହ୍ନରେ କବିସୂର୍ଯ୍ୟନଗର ଆଠଗପାଟଣା ଗଣେଶ ସାହୁ (60) କବିସୂର୍ଯ୍ୟନଗରରୁ ସ୍କୁଟି ଯୋଗେ ନିଜ ଗ୍ରାମ ଆଠଗଡ଼ପlଟଣାକୁ ଯାଉଥିଲେ l ଆଠଗଡ଼ପାଟଣା ମେଡିକାଲ ନିକଟ ଛକ ଠାରେ କିଛି ଦୁର୍ବୃତ୍ତ ଲୁଚି ରହିଥିଲେ l ସ୍କୁଟିଟି ଛକରେ ପହଂଚିବା ବେଳେ ଗଣେଶକୁ ଅଟକାଇ ସ୍କୁଟିକୁ ନାତ ମାରିଥିଲେ l ଘଟଣା ସ୍ଥଳେ ପଡିଯିବା ବେଳେ ଗୋଡ଼ାହାତ ଆଦି ବିଭିନ୍ନ ସ୍ଥାନକୁ ଖଣ୍ଡlରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ପୁଅ ସାଗର ଦୌଡ଼ି ଆସିଥିବା ବେଳେ ସେ ମଧ୍ୟ ଆହତ ହୋଇଛି l ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାଇପୁଅ  ଓ ଅନ୍ୟାନ୍ୟ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରିଥିଲେ l ଗୁରୁତର ଗଣେଶକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ତେବେ ଭାଇ ଜଗା ସାହୁ ଏଥିରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କ ନାମ ପ୍ରତିକ୍ରିୟା ରେ ପ୍ରକାଶ କରିଛି l ଗତ ମାର୍ଚ୍ଚ 31 ତାରିଖରେ ଆଠଗଡ଼ପାଟଣା ରେ ବରିଷ୍ଠ ବିଜେପି ନେତା ଲଷ୍ମୀନାରାୟଣ ପାଇକରାୟ ଓରଫ କୁନା ପାଇକରାୟ ଗୁଳିକରି ହତ୍ୟା ଘଟଣାରେ 7 ରୁ ଅଧିକ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ତେବେ ଦିନ ଦ୍ବିପହରରେ ଏଭଳି ହତ୍ୟା ଉଦ୍ୟମ ପୋଲିସ ପ୍ରଶାସନ ଫେଲ ହେବାର ଅଙ୍ଗୁଳି ନିର୍ଦେଶ କରୁଛି l କେଉଁ କାରଣରୁ ହତ୍ୟା ଉଦ୍ୟମ ହୋଇଛି ତାହା ଅସ୍ପଷ୍ଟ l 
 
News Comment

You Might Also Like

BACK TO TOP