Breaking News

ରୁକ୍ମୁଣୀ ନଗର ବାସିନ୍ଦା ବୁଦ୍ଧିମନ୍ତ ପାଢ଼ୀଙ୍କର ଦେହାନ୍ତ |   (22-Apr-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||     

କବିସମ୍ରାଟ ମିଡ଼ିଆ କ୍ଲବ ର ଜରୁରୀ ବୈଠକ ଅନୁଷ୍ଠିତ |

26-Jun-2025

କବି ସମ୍ରାଟ ମିଡ଼ିଆ କ୍ଲବ ର ଜରୁରୀ ବୈଠକ,

ଓଡିଶା ଜନମତ ଭଞ୍ଜନଗର, ସପନ କୁମାର ସେଠୀ,

ଭଞ୍ଜନଗର ବ୍ଲକ ର ଅଗ୍ରଣୀ ସମ୍ବାଦିକ ସଂଘ ର ଏକ ଜରୁରୀ ବୈଠକ ଭଞ୍ଜନଗର ବନ ବିହାର ବାଉଁଶ କୁଟୀର ଠାରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର  ସଭାପତି ଶ୍ରୀଯୁକ୍ତ ପ୍ରଦୀପ  ସ୍ବାଇଁ ଙ୍କ  ସଭାପତିତ୍ୱ ରେ  କବି ସମ୍ରାଟ ମିଡ଼ିଆ କ୍ଲବ ର ନୂତନ ସଦସ୍ୟତା ଗ୍ରହଣ, ଆଗାମୀ ମାସରେ ରକ୍ତ ଦାନ ଶିବିର ,ବୃକ୍ଷ ରୋପଣ କରିବା ବିଷୟରେ ଆଲୋଚନା ହୋଇଥିଲା।ଏହି ଅବସରରେ ଅନୁଷ୍ଠାନ ର ସୋରଡା, ଜଗନ୍ନାଥ ପ୍ରସାଦ, ବୁଗୁଡା, ବେଲ୍ଲାଗୁଣ୍ଠ, ଭଞ୍ଜନଗର ସହର ର ସଭ୍ୟ ମାନେ ଯୋଗ ଦେଇଥିଲେ।ଆଜି ର ବୈଠକରେ ସୋରଡା ରେ କବି ସମ୍ରାଟ ମିଡ଼ିଆ କ୍ଲବ ର ନୂତନ ଶାଖା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଆସିଥିଲା ।  ଅନୁଷ୍ଠାନ ର ସମ୍ପାଦକ ଚିନ୍ମୟ ବେବର୍ତା  ଆଗାମୀ ଜୁଲାଇ ମାସରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।ସେହିପରି ଉପସଭାପତି ସମୀର ମହାପାତ୍ର ସମସ୍ତେ ସହଯୋଗ କରିବା ସହ ସମ୍ବାଦିକ ଏକତା କୁ ପ୍ରାଧାନ୍ୟ ଦେବାକୁ ଅନୁରୋଧ କରିଥିଲେ।ଅନୁଷ୍ଠାନ ର ଉପସଭାପତି ପୁରୁଷୋତ୍ତମ ମହାପାତ୍ର ନୂତନ ସଦସ୍ୟ ଙ୍କୁ ସ୍ୱାଗତ କରିବା ସହ ମିଡ଼ିଆ କ୍ଲବ କେତେ ଦୂର ସଫଳତା ପାଇଛି ତାହା ବିଷୟେ ସୂଚନା ଦେଇଥିଲେ।  ସଭାପତି ପ୍ରଦୀପ ସ୍ୱାଇଁ  ଆଞ୍ଚଳିକ ସ୍ତରରେ ସମ୍ବାଦିକ ମାନେ ଏକ ହୋଇ କାର୍ଯ୍ୟ କରିବା ସହ ସମ୍ବାଦିକ ମାନେ କିପରି ଅସୁରକ୍ଷିତ ଭାବରେ କାର୍ଯ୍ୟ କରିବେ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ସେହିପରି ଅନୁଷ୍ଠାନ ର ଉପଦେଷ୍ଟା ତଥା ଆଇନଜୀବୀ ଦଣ୍ଡପାଣି ପ୍ରଧାନ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ନ୍ୟାୟପାଳିକ ସବୁ ବେଳେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ।ଆଜିର ଜରୁରୀ ବୈଠକରେ ସମସ୍ତ ସଦସ୍ୟ ସହ ଅନୁଷ୍ଠାନ ର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ରହି ନୂତନ ସଦସ୍ୟ ମାନଙ୍କୁ ପରିଚୟ ପତ୍ର ଦେଇ ସ୍ୱାଗତ କରିଥିଲେ।ଗତ ଦୁଇ ବର୍ଷ ଧରି କବି ସମ୍ରାଟ ମିଡ଼ିଆ କ୍ଲବ ବିଭିନ୍ନ ପ୍ରକାର ସାଂଗଠନିକ କାର୍ଯ୍ୟ ସହ ସାମାଜିକ କାର୍ଯ୍ୟ କରି  ସମଗ୍ର ଓଡିଶା ରେ ବେଶ  ପ୍ରଶଂସା ପାଇଛି ଓ ଆଗାମୀ ଦିନରେ ଏହାର କାର୍ଯ୍ୟକ୍ରମ କୁ ବ୍ୟାପକ କରିବାକୁ ସମସ୍ତେ ପ୍ରତିଶୃତି   ଦେଇଥିଲେ।

News Comment

You Might Also Like

BACK TO TOP