Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ପୁରୁଷୋତ୍ତମପୁର ସହର ରଥସାହି ଜଗନ୍ନାଥ ମନ୍ଦିର ରେ ଆଡ଼ମ୍ବର ସହକାରେ ପାଳିତ ହେଲା ଘୋଷ ଯାତ୍ରା |

27-Jun-2025

ପୁରୁଷୋତ୍ତମପୁର ସହର ରଥ ସାହି ରେ ମଧ୍ୟ ଧୁମ ଧାମ ରେ ପାଳିତ ହେଲା  ଜଗନ୍ନାଥ ଙ୍କ ରଥ ଯାତ୍ରା,

                           ଓଡିଶା ଜନ ମତ ବ୍ୟୁରୋ,

ତା --27/06/25:ପୁରୁଷୋତ୍ତମପୁର ସହର ମଧ୍ୟ ଭାଗରେ ଥିବା  ରଥ ସାହି ନିକଟରେ ଅବସ୍ତିତ ପ୍ରଭୁ ଜଗତର ନାଥ ଜଗନ୍ନାଥ  ଙ୍କ ସମସ୍ତ ରୀତି ନିତି ଅନୁସାରେ  ପୂଜା, ବେଶ  ହୋଇ ବାହାରକୁ ବାହାରି ଥିଲେ ଏବଂ ବାହାରେ ବିରାଟ ଟାହିଆ ଲଗାଇ ଅପରାହ୍ନ ସାଢ଼େ ଚାରି ଘଣ୍ଟ ସମୟରେ ମନ୍ଦିର ଆଗରୁ ସେବକମାନଙ୍କ ଦ୍ୱାରା  ଘଣ୍ଟ, ମୃଦଙ୍ଗ, କାହାଳି ଓ ଗିନି ର ତାଳେ ତାଳେ ପତିତ ପାବନ ଙ୍କୁ ପହଣ୍ଡିରେ ଝୁଲାଇ, ଝୁଲାଇ  ରଥ ପର୍ଯ୍ୟନ୍ତ ନିଆ ଯାଇଥିଲେ  | ଏବଂ ରଥଚାରିପଟେ ବୁଲାଇ  ରଥ ଉପରେ ବିଜେ କରାଇ ଥିଲେ | ଭକ୍ତ ମାନେ ଠାକୁରଙ୍କ ଦଉଡିକୁ ଟାଣି,  ଟାଣି, ମାଉସୀ ମାଆ  ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ  | ରଥ ଉପରେ ଠାକୁରଙ୍କ  ଶୁଖିଲା ଭୋଗ, ଆଳତି,ପରେ ମାଉସୀ ମାଆ ମନ୍ଦିର ଭିତର କୁ ପହଣ୍ଡିରେ ଯାଇ ଥିଲେ  | ଏହି ଯାତ୍ରା କୁ ମନ୍ଦିର ପରିଚାଳନା ସଭାପତି,ଙ୍କ ସହ କମିଟି, ସେବକ, ପଣ୍ଡା, ପଡିହାରୀ ଓ ରଥ ସାହି ବାସିନ୍ଦା, ଭକ୍ତ, ଓ ସହର ର କିଛି ବ୍ୟକ୍ତି ବିଶେଷ, ଥାନା ଷ୍ଟାଫ ଯୁବ ବର୍ଗ  ମାନେ ସହଯୋଗ କରିଥିଲେ  | ରଥ ଯାତ୍ରାରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଉପସ୍ଥିତ ହୋଇ ଜଗନ୍ନାଥ ଙ୍କ ଆଶୀର୍ବାଦ ଭିକ୍ଷା କରି ସହର ତଥା ଜଗତର ମଙ୍ଗଳ  କାମନା କରିଥିଲେ | ଏବଂ ଠାକୁରଙ୍କ ଅପାର କୃପାରୁ ଏବଂ ସମସ୍ତ ଙ୍କ ସହଯୋଗ ରେ ଠାକୁରଙ୍କ  ଗୁଣ୍ଡିଚା ଯାତ୍ରା ସୁରୁଖୁରୁ ରେ ଶେଷ ହୋଉ ଥିଲା |

News Comment

You Might Also Like

BACK TO TOP