Breaking News

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Apr-2026)       ||      ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (21-Apr-2026)       ||      19 ଥର ରକ୍ତ ଦେଈ ଉଦାହରଣ ସାଜିଲେ ଦିବ୍ୟଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ |   (21-Apr-2026)       ||      ନୂତନ ଗୁରୁଣ୍ଠି ଠାରେ ମାଆ ମଙ୍ଗଳ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଈଁ ଜଳ ଯାତ୍ରା ଅନୁଷ୍ଠିତ |    (21-Apr-2026)       ||      କଞ୍ଚଣା ଛକରେ ସ୍କୁଟି କାର ଧକ୍କା ଜଣେ ଯୁବକ ଗୁରୁତର |    (21-Apr-2026)       ||      ବିଗୁଡା ମେଡିକାଲ ରେ ଅଗ୍ନିଶମ ବିଭାଗ ତରଫରୁ ଆସୁ ବିପଦ ରୁ ରକ୍ଷା ପାଈଁ ମକ ଡ୍ରିଲ!   (21-Apr-2026)       ||      ଗଞ୍ଜାମ ଜିଲ୍ଲା ର ଲୋକ ମାନଙ୍କ ଲୁକାୟିତ ସଙ୍ଗୀତ ପ୍ରତିଭା କୁ ବିକଶିତ କରିବା ପାଈଁ ସିଙ୍ଗିଙ୍ଗ କଣ୍ଟେଷ୍ଟ ସିଜନ 2ର ଆରମ୍ଭ ନିମନ୍ତେ ସାମ୍ବାଦିକ ସମ୍ମିଳନୀ |    (21-Apr-2026)       ||      ପୁରୁଷୋତ୍ତମପୁର ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମ କର୍ତ୍ତା ନିର୍ବାଚନ |    (21-Apr-2026)       ||      "କଟିବ୍ୟଥା ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (21-Apr-2026)       ||      କାର ଧକ୍କାରେ ମହିଳା ମୃତ |    (21-Apr-2026)       ||      ଭଞ୍ଜନଗର ଜଳ ଭଣ୍ଡାର ରେ ବୁଡି ଦୁଇ ଛାତ୍ର ମୃତ ||   (20-Apr-2026)       ||      ଦୁଇ ବେଆଇନ ଗୋ ଚାଲାଣ କାରୀ ଗାଈ ଗାଡି ଜବତ କଲା ବୁଗୁଡ଼ା ପୋଲିସ |   (20-Apr-2026)       ||      ଭରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ |    (20-Apr-2026)       ||      ଦାନ ପୁର ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା |   (19-Apr-2026)       ||      କନ୍ଧ ମାଳ ଜିଲ୍ଲରେ ମାଳ, ମାଳ ସାମ୍ବାଦିକ, କିଏ ଅସଲି ଆଉ କିଏ ନକଲି |   (19-Apr-2026)       ||      ଦୁଇ ପଡୋଶୀଙ୍କ ଗଣ୍ଡଗୋଳ ରେବଳୀ ପଡିଲେ ଯୁବକ |    (19-Apr-2026)       ||      ପୋଲସରା ମାଳ ତେନ୍ତୁଳିଆ ରେ ଯୁବକ ଙ୍କୁ ଅପହରଣ ପରେ ହତ୍ୟା ଅଭିଯୁକ୍ତ ଗିରଫ |    (19-Apr-2026)       ||      ବେଲ ଘର ରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ବର୍ତମାନ ସୁଦ୍ଧା ମଲେଣି 3ହାତୀ |   (19-Apr-2026)       ||      ଜଗନ୍ନାଥ ପୁର ପଞ୍ଚାୟତ ରେ ବରିଷ୍ଟ ବ୍ୟକ୍ତି ଙ୍କୁ ଆକ୍ରମଣ , ଥାନାରେ ଏତଲା |    (18-Apr-2026)       ||      ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||     

ପୋଲସରା ର ବିଭିନ୍ନ ଅଞ୍ଚଳରେ ଦାରୁବ୍ରହ୍ମ ଙ୍କ ଘୋଷଯାତ୍ରା ସମାପନ |

28-Jun-2025

ପୋଲସରାର ବିଭିନ୍ନ ଅଞ୍ଚଳରେ ଦାରୁବ୍ରହ୍ମଙ୍କ ଘୋଷଯାତ୍ରା।
____________________________________
ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 
 ତା.୨୮/୦୬/୨୦୨୫:

 ପୋଲସରାରେ ଦାରୁବ୍ରହ୍ମଙ୍କ ଘୋଷଯାତ୍ରା ବହୁ ଭକ୍ତିଭାବ ସହକାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବ୍ରାହ୍ମଣସାହି ସ୍ଥିତ ଶ୍ରୀଦଧିବାମନ ସ୍ବାମୀ ବିଜେ ଜଗନ୍ନାଥଙ୍କ ଏହି ଯାତ୍ରା ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ରନ୍ତବେଦି ଛାଡି ଗୁଣ୍ଡିଚା ମନ୍ଦିର ଜନ୍ମଦେବୀ ଅଭିମୁଖେ ନବଦିନ ଯାତ୍ରାରେ ବାହାରିଥିବା ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଭକ୍ତ ଭଗବାନଙ୍କର ଅପୂର୍ବ ମିଳନର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ସହର ସମେତ ଆଖପାଖ ଗ୍ରାମ ଗୁଡିକରୁ ଆସିଥିବା ହଜାର ହଜାର ସଂଖ୍ୟାରେ ଜନସାଧାରଣ ରଥାରୁତ ଶ୍ରୀକଳା ଠାକୁରଙ୍କୁ ଦର୍ଶନ କରି ନିଜକୁ କୁତାର୍ଥ ମନେ କରିବା ସହିତ ଜୟ ଜଗନ୍ନାଥ ଧ୍ବନିରେ ଅଞ୍ଚଳକୁ ପ୍ରକମ୍ପିତ କରିପକାଇଥିଲେ। ଦିବସର ପ୍ରତ୍ୟୁଷରୁ ଠାକୁରଙ୍କ ସମସ୍ତ ପ୍ରକାର ନୀତିକାନ୍ତି ପର୍ଯ୍ୟାୟ କ୍ରମେ ଶେଷ ହେବାପରେ ଅପରାହ୍ନ ସମୟରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯିବା ପରେ ରଥାରୂଢ଼ କରାଯାଇଥିଲା। ପରେ ପୂଜାର୍ଚ୍ଚନା, ଆଳତି ଏଵଂ ଛେରାପହଁରା ପରେ ଘଣ୍ଟ ଘଣ୍ଟା କାହାଳୀର ନିଦାନ ମଧ୍ୟରେ ଠାକୁରଙ୍କ ରଥଟଣା କାର୍ଯ୍ୟ ନିବିଘ୍ନରେ ସମ୍ପନ୍ନ ହୋଇଥିଲା। ରଥ ସ°ନ୍ଧ୍ୟା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଅଟକିବାପରେ ସ°ନ୍ଧ୍ୟା ଆଳତୀ ସମେତ ଚକାନୟନଙ୍କୁ ରଥ ଉପରେ ଚଢ଼ି ଦର୍ଶନ ଏଵଂ ଆଶିର୍ବାଦ ପାଇବାପାଇଁ ଭଙ୍କ୍ତମାନଙ୍କ ପ୍ରବଳ ଗହଳି ହୋଇଥିଲା। ରାତ୍ର ପ୍ରାୟ ୧୧ ଘଟିକା ସମୟ ପର୍ଯ୍ୟନ୍ତ ଠାକୁର ରଥ ଉପରେ ଥାଇ ଦର୍ଶନ ଦେଇଥିଲେ। ପରେ ଗୁଣ୍ଡିଚା ମନ୍ଦିରକୁ ଠାକୁରଙ୍କୁ ନିଆଯାଇ ଜନ୍ମବେଦିରେ ବସାଯାଇଥିଲା ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲସରା ଥାନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଅଞ୍ଚଳର କଳମ୍ବ, ମଥୁରା, ଜେ.ଡେଙ୍ଗାପଦର, ହାତୀଓଟ, ବାଲିଛାଇ, ଖଣ୍ଡୁରୁ, ରୁମାଗଡ଼, ସୋଡକ, ଢୁଙ୍କାପଡା, ଗୋଚ୍ଛାବାଡି, ଚିରିକିପଡ଼ା ଶାସନ, ଜିଲୁଣ୍ଡା, ବେଲଗାଁ ଏଵଂ ନିକଟସ୍ଥ ଗୁଡ଼ିଆପଲ୍ଲୀ ଗ୍ରାମ ଗୁଡିରେ ମଧ୍ୟ ମହାପ୍ରଭୁଙ୍କ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

News Comment

You Might Also Like

BACK TO TOP