Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ଖୋର୍ଦ୍ଧା ଜିଲ୍ଲା ଓଡିଶା ରାଜ୍ୟ ଅମଲା ସଙ୍ଘ ର 10ଦଫା ଦାବିନେଇ ସାମ୍ବାଦିକ ସମ୍ମିଳନୀ |

03-Aug-2025

ଓଡିଶା ରାଜସ୍ବ ଅମଲା ସଂଘ  ଖୋର୍ଦ୍ଧା ଜିଲ୍ଲାର ୧୦ ଦଫା ଦାବି ନେଇ ସାମ୍ବାଦିକ ସମ୍ମିଳନୀ::

ଦାବି ପୂରଣ ନ ହେଲେ ଅଗଷ୍ଟ ୧୧ ରୁ ଆନ୍ଦୋଳନ
--------––--------------------------------
ଓଡିଶା ଜନମତ,ଖୋର୍ଦ୍ଧା,, ଗୋପାଳକୃଷ୍ଣ ପ୍ରଧାନ-

ଖୋର୍ଦ୍ଧା(ନିପ୍ର)ଆଜି ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ସଭା ଗୃହରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଂଘର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ରାଜସ୍ବ ଅମଲା ମାନଙ୍କର ଦଶ ଦଫା ଦାବି ସମ୍ବନ୍ଧରେ ଆଲୋଚନା ହୋଇଥିଲା।ବିଶେଷ କରି 
ସଙ୍ଘ ର ମୁଖ୍ୟ ଦାବି  ଅନୁସାରେ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ଓଆରଏସପି  ନିୟମ ଅନୁଯାୟୀ ଲେବେଲ ୯କୁ ବୃଦ୍ଧି କରିବା, କ୍ୟାଡର ପୁନ୍ନଗଠନ ତଥା ଓଆରଏସ ରେ ଜିଲ୍ଲାସ୍ତରୀୟ ରାଜସ୍ଵ ଅମଲାଙ୍କୁ ସଠିକ୍ ଭାବେ ପଦୋନ୍ନତି ସହିତ ୧୦ ଦଫା ଦାବି ନେଇ ରାଜସ୍ବ ଅମଲା ମାନେ ଗତ ମାସ ତା- ୦୭.୦୭.୨୦୨୫ ରିଖ ଠାରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ। ଫଳ ସ୍ବରୂପ ମାନ୍ୟବର ଓଡ଼ିଶା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ  ସଂଘ ସହିତ ୦୯.୦୭.୨୦୨୫ ରିଖ ରେ ଆଲୋଚନା କରି ଖୁବ୍ ଶୀଘ୍ର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ସେଠାରେ ଉପସ୍ଥିତ ଥ‌ିବା ରାଜସ୍ଵ ଅତିରିକ୍ତ ମୁଖ୍ୟ ଶାସନ ସଚିବ ୧୫ ଦିନ ଭିତରେ କ୍ୟାଡର ପୁନ୍ନଗଠନ କାର୍ଯ୍ୟକୁ ସମ୍ପାଦନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ ଓ ବିଡମ୍ବନା ର ବିଷୟ ଏହିକି ଯେ ଏହା ମଧ୍ୟରେ ୧ ମାସ ସମୟ ପୂର୍ଣ୍ଣ ହେବାକୁ ଯାଉଥିଲେ ମଧ୍ୟ ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାଙ୍କ କ୍ୟାଡର ପୁନ୍ନଗଠନ ଏଯାଏଁ ହୋଇପାରିନାହିଁ । ଏହା ମଧ୍ୟରେ ଓଆରଏସ କୁ ନେଇ ସରକାର ଙ୍କ ପକ୍ଷରୁ ଯେଉଁ ନୋଟିଫିକେସନ କରାଯାଇଛି, ତାହାଦ୍ବାରା ରାଜସ୍ବ ଅମଲାମାନେ ଓଆଏଏସ ପଦବୀକୁ ପଦୋନ୍ନତି ପାଇବାରୁ ବଞ୍ଚିତ
ହେବେ ।ତେବେ ରାଜସ୍ବ ଅମଲା ମାନେ ଜିଲ୍ଲା କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ କାର୍ଯ୍ୟାଳୟ ସହିତ ପ୍ରତିଷ୍ଠାନ, ଆପତ୍ତିକାଳିନ, ନିଜାରତ, ଭୂ-ଅଷ୍ଟ୍ରଗ୍ରହଣ, ରାଜସ୍ବ ବିଭାଗ ଆଦି ବିଭାଗର କାର୍ଯ୍ୟ ପରିଚାଳନା କରିଥାନ୍ତି, କିନ୍ତୁ ସରକାର ରାଜସ୍ୱ ଅମଲା ମାନଙ୍କ ସେହି ଦକ୍ଷତା କୁ ଅଣଦେଖା କରିଛନ୍ତି। ଫଳରେ ପ୍ରତିଟି ରାଜସ୍ଵ ଅମଲା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓ ରାଜ୍ୟ ସଂଘ ର ଆହ୍ଵାନ କ୍ରମେ ପୂର୍ବରୁ ସ୍ଥଗିତ ଥିବା ଆନ୍ଦୋଳନକୁ ଆସନ୍ତା ୧୧.୦୮.୨୦୨୫ ରିଖ ଠାରୁ ପୁନର୍ବାର ଆନ୍ଦୋଳନ କରିବା ପାଇଁ ଆଜିର ଏହି ବୈଠକରେ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି।।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ରାଜସ୍ବ ଅମଲା ସଂଘ ସଭାପତି ମୃତ୍ୟୁଞ୍ଜୟ ସେନାପତି, ସମ୍ପାଦକ ଅରୁଣ କୁମାର ମୁଦୁଲି,ସାଙ୍ଗଠନିକ ସମ୍ପାଦକ ରଶ୍ମିରଞ୍ଜନ ରାଉତରାୟ, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ମହାପାତ୍ର,ଉପସଭାପତି ଅନୁପମା ପାତ୍ର, ମୁଖ୍ୟ ଉପଦେଷ୍ଟା ବ୍ରଜକିଶୋରେ ମହାପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ନିଶଙ୍କ ଓ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP