Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ବାତ୍ୟା ହେଉଥିବାର ଦେଖି ଚିନ୍ତାରେ ଚାଷୀ,

27-Oct-2025

ମୋନ୍ଥା ବାତ୍ୟାକୁ ନେଇ ଚିନ୍ତାରେ ଚାଷୀକୂଳ,

   ଓଡିଶା ଜନ ମତ ବ୍ୟୁରୋ,

କେତେ ଆଶା କେତେ ଭାରସା ନେଇ  ଚାଷୀଟିଏ ଧାର କରଜ କରି ତାର ଚାଷ ବେଉସା ଆରମ୍ଭକରିଥାଏ ବର୍ଷକର ଅମଳପାଇଁ ବିଲରେ, ପଦର ରେସାରାଦିନଲାଗି ଥାଏ |ଏହା ସହିତ ଅମଳ ପରେ ସାହୁକାର, କିମ୍ବା ବେଙ୍କର କରଜଶୁଝିବା ପରେ  ପରିବାର ନିମନ୍ତେପ୍ରତିପୋଷଣ କରିବାକୁ ଚିନ୍ତା କରିଥିଲା ବେଳେ  ଭାଗ୍ୟ ସେମାନଙ୍କ ସାଥ ଦେଲାନାହିଁ | ଏହା ଏବର ନୁହଁ କଗାତାର ଦୀର୍ଘ ବର୍ଷ ହେବ ଏହି ଅକ୍ଟୋବର ମାସରେ  ଧାନ ଫଳ ଧରିବା ସମୟରେ ହେଉ କିମ୍ବା ଧାନ ଅମଳ ସମୟରେ ଏହି ବାତ୍ୟା ଆସି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି | ତେଣୁ ବାତ୍ୟା  ନାଁ ଶୁଣି ଏବେ ଚାଷୀ ମନରେ ଛନକା ପଶିଯାଇଛି । ବିଲରେ ଧାନ ପାଚିଥିବା ବେଳେ ଦିନ କେଇଟା ପରେ ଅମଳ ହୋଇ ଘରକୁ ଆଣିବାକୁ ଚାଷୀ ସଜବାଜ ହେଉଛି। | କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ବାତ୍ୟା ‘ମନ୍ଥା’ର ପ୍ରଭାବ ଚାଲୁ ଥିବାରୁ  ଅଞ୍ଚଳର ଚାଷୀ ମାନେ ଏବେ ହା ହତାଶ ରେ  ଏବଂ ଛାନିଆ ହୋଇ ରହିଛନ୍ତି |  ପାଣିପାଗ ର ପୂର୍ବାନୁମାନ ଅନୁସାରେ ମୋନ୍ଥା ବାତ୍ୟାର ରୂପନେବ ବୋଲି ସତର୍କ ସୂଚନା ଜାରୀ ପରେ ଫସଲ ଅମଳର ଆଶା ଏବେ  ଚାଷୀ ମନରୁ ମଉଳି ଯାଇଛି । ଯଦିବି ଓଡିଶା ଉପରେ ଏହାର ପ୍ରଭାବ କମ୍ ରହିବ ତଥାପି ହାଲୁକା ପବନରେଗଛ ନଇଁ ପଡ଼ିବା ସମ୍ଭାବନା ରହିଛି। ଯାହାଦ୍ୱାରା ଧାନ କେଣ୍ଡାରେ ଫଳଗୁଡିକ ଝଡି ଯାଇ ଅଗାଡି ହୋଇ ଯିବ | ଏହାସହ ବହୁ ପନିପରିବା ବର୍ଷା ରେ ନଷ୍ଟ ହୋଇ ଯିବ | ପଡ଼ୋଶୀ ଆନ୍ଧ୍ରପ୍ରଦେଶର କାକିନାଡ଼ା ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସୂଚନା ପାଇ ଗଞ୍ଜାମ ଜିଲ୍ଲା ର ଚାଷୀମାନେ ପୁଣି କ୍ଷତି ଆଶଙ୍କାରେ ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି । ଗତ କିଛି ବର୍ଷ ହେଲା ଅକ୍ଟୋବର ମାସରେ ବାରମ୍ବାରବାତ୍ୟାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଚାଷୀ। ଏଥିରେ ବହୁ ଧନ ଜୀବନ କ୍ଷତି ହେବା ସହ ଫସଲ କ୍ଷତି ସହିଥାନ୍ତି କୃଷକ। ହେଲେ ଚଳିତ ବର୍ଷ ସଅଳ  ମୌସୁମୀ ଆସିଥିବାରୁ ଚାଷ କାମ ସୁରୁ ଖୁରୁରେ ସରିଥିଲା । ଏପରିକି ଦୁଇ ପଇସା ସଞ୍ଚୟ କରିବାକୁ ଭଲ ଫସଲ ଆଦାୟ ଲକ୍ଷ୍ୟରେ ଥିଲା ଗଷୀ  | ଏହିବର୍ଷ ବିଶେଷକରି ଧାନ ଚାଷ ଭଲ ହୋଇଛି। ବିଲରେ ଏବେ ଧାନ ଫସଲ ହସୁଛି । ଏପଟେ ପନିପରିବା ଓ ଡାଲି ଜାତୀୟ ଫସଲ ଦେଖୁ ଚାଷୀ ଖୁସି ହେଉଥିଲାବେଲେ-ଅମଳ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ଗଷୀଙ୍କ ସ୍ୱପ୍ନରେ ପାଣି ଭରିଦେବାର ଆଶଙ୍କା ସୃଷ୍ଟି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହେବ |ଆସନ୍ତା ତିରିଶି ତାରିଖ ପରେ  ବର୍ଷା ଛାଡିବ ବୋଲି ଜଣା ପଡିଛି |   ସରକାରୀ ହିସାବ ଅନୁସାରେ, ଜିଲ୍ଲରେ ସବୁ ବ୍ଳକ ଓଏନଏସି ଅଞ୍ଚଳରେ ପ୍ରାୟ 80 ଭାଗ ଧାନଚାଷ ହୋଇ ଥିଲା ବେଳେ  20 ଭାଗ ଅଞ୍ଚଳରେ ପନିପରିବା ଚାଷ କରାଯଇଛି | ଏବେଧାନରୁ କେଣ୍ଡା ବାହାରିବା ଆରମ୍ଭ ହୋଇଗଲାଣି । କିଛି ସ୍ଥାନରେ ଧାନ ଫଳିଲାଣି ଆଉ କିଛିଦିନ ପରେ ପାଚିଲା ଧାନ ଅମଳ
ହେବାକୁ ଥିବା ବେଳେ ଠିକ ଏହି ସମୟରେ ପ୍ରବଳ ବର୍ଷା ପବନ ହେଲେ  ଧାନ ଗଛ ଭାଙ୍ଗି ଯିବା ସହ ଗଛନଷ୍ଟ ହେବ । ଜମିରେ ପାଣି ଜମି ରହିଲେ ଧାନ ଗଛ ପଚିଯିବାର ମଧ୍ୟ ଆଶଙ୍କା ରହିଛି । ଏଣୁ ଭଲ ଧାନ  ଅମଳ କରିବାକୁ ଅପେକ୍ଷା କରିଥିବା ଚାଷୀ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ସ୍ଥିତି ଏମିତି ଯେ, ଚାଷୀ କ`ଣ କରିବ ଜାଣି ପାରୁନି । ଏହି ବର୍ଷାରୁ ଫସଲକୁ  ରକ୍ଷା କରିବାର କୌଣସି ବୁଦ୍ଧିବାଟ  ଦିଶୁନି। ଚାଷୀ କେବଳ ମୁଣ୍ଡରେ ହାତ ଦେଇ ଆକାଶକୁ ଅନେଇ ବସିଛି ।  ଲକ୍ଷା, ଲକ୍ଷ ଟଙ୍କାର ଋଣବୋଝରୁ  ଗରିବ ଚାଷୀ  କେମିତି ମୁକୁଳିବ  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

News Comment

You Might Also Like

BACK TO TOP