Breaking News

ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||     

ଦାନପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025ଅନୁଷ୍ଠିତ |

31-Oct-2025

ଦାନପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଆୟୋଜିତ 

  ଓଡିଶ ଜନ ମତ, ବ୍ୟୁରୋ

 ଖଲ୍ଲିକୋଟବ୍ଲକ ଅନ୍ତର୍ଗତ ଦାନପୁର କ୍ଲଷ୍ଟର  ଶ୍ରୀ ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
 ଦାନପୁର କ୍ଲଷ୍ଟର ସମ୍ବଳ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସେଠୀଙ୍କ ସଂଯୋଜନାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ  ବନମାଳୀ ପାଣିଗ୍ରାହୀ ଏହି ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ଏହି ବିଦ୍ୟାଳୟର ଅନ୍ୟତମ ସ୍ରଷ୍ଟା ,ମୁଖ୍ୟ ଅତିଥି ଭାବେ ଏ.ବି.ଓ ରବି ନାରାୟଣ ସେଠୀ, ସଂମ୍ମାନୀତ ଅତିଥି ଭାବେ  ହୀନ ନାହାକ ପୂର୍ବତନ ପ୍ରଧାନ ଶିକ୍ଷକ, ସଂମ୍ମାନୀତ ଅତିଥି ଭାବେ ଶ୍ରୀ ଝାଡେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ମହାରଣା,ସଂମ୍ମାନୀତ ଅତିଥି ଭାବେ ଶ୍ରୀଧର ପ୍ରଧାନ ବିଦ୍ୟାଳୟ ସଭାପତି, ସମସ୍ତ ମଂଚାସୀନ ଥିଲେ l  ତତ୍ ପରେ ମଞ୍ଚ ପରିଚାଳନା  ବିଜୟ କୁମାର ତ୍ରିପାଠୀ ପ୍ରଧାନ ଶିକ୍ଷକ କରିଥିଲେ l ନାଗେଶ୍ଵର ବାରିକ, ପ୍ରଧାନ ଶିକ୍ଷକ, ସୁରଭି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ l
      ସମ୍ବଳ ସଂଯୋଜକ ନିର୍ଦ୍ଦେଶ ପ୍ରକାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ କ୍ଲଷ୍ଟରର ଶିକ୍ଷକ ଓ ଶିକ୍ଷୟିତ୍ରୀ  ମାନେ ବିଚାରକ ଭାବେ ପ୍ରତିଯୋଗିତା ଗୁଡିକୁ ସୂଚାରୁ ରୂପେ ନିରୀକ୍ଷଣ କରି ଫଳା ଫଳ ଗୁଡିକ ପ୍ରଦାନ କରିଥିଲେ
    ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏ.ବି.ଓ ରବି ନାରାୟଣ ସେଠୀ ଯୋଗ ଦେଇ ସୁରଭୀ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ମନ୍ତବ୍ୟ ଦେଇଥିଲେ । ଅଥିତି ମାନଙ୍କ ଦ୍ୱାରା କୃତି ଛାତ୍ର, ଛତ୍ରୀ ମାନଙ୍କୁ ପୁରସ୍କୃତ, ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୧ ଟି ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ପ୍ରାୟ ୨୨୦ ଜଣ ଛାତ୍ର, ଛାତ୍ରୀ ଭାଗ ନେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଦାନପୁର କ୍ଳଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଶିବ ପ୍ରସାଦ ଶବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆ.ଫାସିପଡା, ଶ୍ରୀକର ବେହେରା-ସରକାରୀ ଉଚ୍ଚ ବିଦ୍ୟାଳୟ, ବେଢ଼, ସନାତନ ମହାଙ୍କୁଡ -ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବି.ନଳିନାକ୍ଷ ପୁର,ବିଦୂର କୁମାର ପ୍ରଧାନ-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚେଲ୍ଲୁ, ରବି ନାରାୟଣ ସେଠୀ-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦାନପୁର,ସାଧୁରାମ ଦାସ-ସରକାରୀ ପ୍ରାଥମିକ ବିଦ୍ୟାଳୟ, ଡେଙ୍ଗାପଦର, ଦୀପ୍ତି ବାଳା ମହାନ୍ତି-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଉଳାପଲ୍ଲୀ, ବିଜୟ କୁମାର ତ୍ରିପାଠୀ - ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌଡନୂଆଗାଁ, ନୀଳକଣ୍ଠ ମହାରଣା-ସରକାରୀ ଉଚ୍ଚ ବିଦ୍ୟାଳୟ, ଝାଡେଶ୍ୱର, ଦାନପୁର,ଉର୍ମିଲା ଦାସ - ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କରଞ୍ଜରା,ସୁରେନ୍ଦ୍ରନାଥ ବେହେରା-ସରକାରୀ ପ୍ରାଥମିକ ବିଦ୍ୟାଳୟ,ପୂର୍ଣ୍ଣଚନ୍ଦ୍ରପୁର,ଗଣେଶ ସେଠୀ - ସରକାରୀ ପ୍ରାଥମିକ ବିଦ୍ୟାଳୟ,ସାନମାଧବପୁର l ବିଚାରପତି ଭାବେ ଅର୍ଜୁନ ନାହାକ, ବିନ୍ଦୁର କୁମାର ପ୍ରଧାନ,ଦୀପକ ଶ, ସଙ୍ଗୀତା ସାହୁ, କଲ୍ୟାଣୀ ବାଳା ମହାରଣା, ମାଧବ ପ୍ରଧାନ, ରୋଜାଲିନ ନାୟକ,ମଣି ନାଗେଶ୍ବରୀ ରାଉତ, ସାଧୁରାମ ଦାସ, କମଳାକାନ୍ତ ବେହେରା, ଯୋଶଧା ମଲ୍ଲିକ ମନୋରଞ୍ଜନ ସାମନ୍ତରାୟ, ଦୀପ୍ତି ବାଳା ମହାନ୍ତି, କୈଳାଶ ଚନ୍ଦ୍ର ଗୌଡ, ବଳରାମ ବେହେରା, ସ୍ଵର୍ଣ୍ଣ ଲତା ପଲାଇ, ସ୍ଵାଗତିକା ନାୟକ, ଶିବ ପ୍ରସାଦ ଘଡେଇ, ଉର୍ମିଲା ଦାସ, ସାଗର ବାଲା, ରାମ ଚନ୍ଦ୍ର ଗୌଡ,ସୁଶାନ୍ତ ସେନାପତି, ରାମ ଚନ୍ଦ୍ର ନାହାକ, ମଞ୍ଜୁଲତା ନାଏକ, ସୁରେନ୍ଦ୍ରନାଥ ବେହେରା, ସନାତନ ମହାଙ୍କୁଡ, ନାରାୟଣ ବେହେରା, ପ୍ରିୟଦର୍ଶିନୀ ଦାସ, ବି. ସୋମନାଥ ପାତ୍ର, ମିଥୁନ କୁମାର ଭୂୟାଁ, ଦିଲ୍ଲୀପ ସାହୁ ନିଜର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ l  ଆଜିର ସୁରଭି କାର୍ଯ୍ୟକ୍ରମର ଭୋଜନର ସୁବନ୍ଦୋବସ୍ତ ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ଶିଶିର କୁମାର ନାୟକ  କରିଥିଲେ lକ୍ଲଷ୍ଟର ଓ ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିବା ସହ ଶେଷରେ ଶ୍ରୀ ଝାଡେଶ୍ୱର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନୀଳକଣ୍ଠ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

News Comment

You Might Also Like

BACK TO TOP