Breaking News

ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||     

ଘାଟି ପାର ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |

01-Nov-2025

ବାଲିପଡ଼ା ଘାଟିପାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି।

ଓଡିଶା ଜନ ମତ,ଗଞ୍ଜାମ,  ୦୧/୧୧(,

କୁକୁଡାଖଣ୍ଡି ବ୍ଲକ ବାଲିପଡ଼ା ଘାଟିପାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି (୨୦୨୫-୨୦୨୬) ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ମାନଙ୍କର ପ୍ରତିଭା ବିକାଶ ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ କୁକୁଡ଼ାଖଣ୍ଡି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ।ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀମାଙ୍କୁ ପରାମର୍ଶ ଦେଇଥିଲେ। ଯେ ନିଜକୁ କେବେ ବି ଛୋଟ ମନେକରିବନି ଭଲ ପାଠ ପଢିବା ,ସହ ବିଭିନ୍ନ କ୍ରୀଡା,ନୃତ୍ୟ, ଅଭିନୟ,ସଙ୍ଗୀତରେ ପାରଦର୍ଶିତା ଅର୍ଜନ କରିବା ଏବଂ ପ୍ଲାଷ୍ଟିକ,ପଲିଥିନ୍ କୁ ବର୍ଜନ କରିବା ବୃକ୍ଷ ରୋପଣ କରି ଅଞ୍ଚଳରେ ସବୁଜ ଭରା ସୁନ୍ଦର ପରିବେଶ ଗଢିବାକୁ ପରାମର୍ଶ ଦେଇଥିଲେ। ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷତ୍ରୀ ମାନେ ସମସ୍ତ ଅଥିତି ମାନଙ୍କୁ ଗୋଟିଏ ଗୋଟିଏ ବୃକ୍ଷ ସହ ଗୋଲାପ ଫୁଲ ଦେଇ ସୁରଭି ଉତ୍ସବକୁ ପରିଚାଳନା କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ପରିଚାଳନା ସଂପାଦିକା ଶ୍ରୀମତି ଜ୍ୟୋତି କୁମାରୀ ପଣ୍ଡାଙ୍କ ଦ୍ୱାରା ସାଧିତ ହୋଇଥିଲା । ସ୍ଥାନୀୟ ମହୁରୀ କାଳୁଆ ଉଚ୍ଚ ମାଧ୍ୟମିକବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଶନ୍ନ କୁମାର ବିଷୋୟୀ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ । ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର ଅଧ୍ୟକ୍ଷା କୁକୁଡାଖଣ୍ଡି ବ୍ଳକ୍ , ଶ୍ରୀମତୀ ଶିବାନୀ ସେଠୀ ଜିଲ୍ଲା ପରିଷଦ ସଭ୍ୟା , ଶ୍ରୀମତୀ ଝିଲ୍ଲୀ ସେଠୀ ସରପଞ୍ଚ ବାଲିପଡ଼ା ଗ୍ରାମପଞ୍ଚାୟତ,ଶ୍ରୀମତୀ ପ୍ରତିମା ମଲ୍ଲିକ ସମିତି ସଭ୍ୟା ବାଲିପଡା ଗ୍ରାମପଞ୍ଚାୟତ ,ଶ୍ରୀ ଅନିଲ୍ କୁମାର ଗୌତ ସରପଞ୍ଚ ଲାଞ୍ଜିଆ , ମାମି ଶାସମଲ ସରପଞ୍ଚ ବାଘଲଟି,ଶ୍ରୀ ଲଳିତ ମୋହନ ବିଷୋୟୀ ସମାଜସେବୀ ଓ ବିଦ୍ୟାଳୟ ଉପଦେଷ୍ଟା , ଶ୍ରୀ ବାବୁଲା ସାହୁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି , ଶ୍ରୀ ନିରଞ୍ଜନ ମହାନ୍ତି ପୁରାତନ ଛାତ୍ର ସଂସଦ ସଭାପତି, ଶ୍ରୀ ଗୋକୁଳ କ୍ରିଷ୍ଣା ପଣ୍ଡା ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାପାଟଣା ,ଶ୍ରୀ ସୁଦର୍ଶନ ସେଠୀ ଅଧ୍ୟକ୍ଷ ଓଏଭ କୁସୁମି,ଶ୍ରୀ ବସନ୍ତ କୁମାର ସେଠୀ ଏବିଓ କୁକୁଡାଖଣ୍ଡି , ଶ୍ରୀ ସିମାଞ୍ଚଳ କାଜି ABEO କୁକୁଡ଼ାଖଣ୍ଡି , ଶ୍ରୀ ଜିତେନ୍ଦ୍ର କୁମାର ମାହାନ୍ତି ସିଆରସିସି ରୋହି ଗାଁ, M.ଡମ୍ବୁରୁଧର ଦୋରା BRT ଆଦି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୩ଟି କ୍ଳଷ୍ଟରରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସୁରଭି ଉତ୍ସବ ରେ ଅଂଶଗ୍ରହଣ କରିଛନ୍ତି।ଆସିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏବଂ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷତ୍ରୀ ଓ ଅତିଥିଭାବେ ଯୋଗଦେଇଥିବା ସମସ୍ତ ଶପଥ ପାଠ କରିଥିଲେ ବିଗତ ସ୍ୱାମୀ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ପାଇଁ।ପ୍ରତିଯୋଗୀତା ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ହେବାକୁଥିବା ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ। ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ସଭାପତି ତଥା ଗୋଷ୍ଠି ଶିକ୍ଷାଧିକାରୀ ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟରେ ବ୍ଳକର ସମସ୍ତ CRCC ,ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ଓ ଅଞ୍ଚଳବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀ ଅରୁଣ କୁମାର ଗୌଡ଼ , ଶ୍ରୀମତି ମଧୁସ୍ମିତା ପାତ୍ର ଓ ହେମନ୍ତ କୁମାର ସେଠୀ ସୁପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ଅରୁଣପ୍ରସାଦ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News Comment

You Might Also Like

BACK TO TOP