Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ଧବଳେଶ୍ୱର ପୀଠରେ ବଡ଼ ଓଷା ପାଈଁ ଭକ୍ତ ଙ୍କ ଗହଳି |

04-Nov-2025

ଆଜି ପବିତ୍ର ବଡ଼ଓଷା ଧବଳେଶ୍ଵର ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ,

   ଓଡିଶା ଜନ ମତ ବ୍ୟୁରୋ,

ରାତି ପାହିଲେ ପବିତ୍ର ବଡ଼ଓଷା ଖୋଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ଧବ ଧବଳେଶ୍ଵର ପୀଠ ରେ ଲାଗିଛି ଶ୍ରଦ୍ଧାଳୁ ଙ୍କ ସମାଗମ।ପୌରାଣିକ ସମୟ ରୁ ଏଠାରେ ରେ ପ୍ରଭୁ ଧବଳେଶ୍ବରଙ୍କୁ ପୂଜାର୍ଚନା  କରାଯାଉଛି। ପବିତ୍ର କାର୍ତ୍ତିକ ମାସ  ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ବଡ଼ଓଷା ଉପଲକ୍ଷେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଚଳିତ ବର୍ଷ କାର୍ତ୍ତିକ ମାସ  ଶେଷ ସୋମବାର ତିଥ୍‌ ଠାରୁ ପ୍ରଭୁଙ୍କ ପୂଜା କରିବା ଲାଗି ଭକ୍ତଙ୍କ ସମାଗମ ହୋଇଛି । ଲମ୍ବାଧାଡ଼ିରେ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରୁଛନ୍ତି । ବଡ଼ଓଷାପାଈଁ ବୁଧବାରରାତି ପାହାନ୍ତାତିନିଘଣ୍ଟା ସମୟ ରୁ ଧବଳେଶ୍ଵରଙ୍କ ଠାରେ ଘିଅ, ଲହୁଣୀ, ମହୁ, କ୍ଷୀର, ନବାତରେ ମାଜଣା କରାଯିବ। ପରେ ଠାକୁରଙ୍କ ରୀତି ନୀତି ଶଙ୍ଖୁଡ଼ି ଭୋଗ କରାଯାଇ ସର୍ବସାଧାରଣଙ୍କ ଲାଗି ଦର୍ଶନ ଆରମ୍ଭହେବ । ଏହି ଦିନ ଅନେକ ଭକ୍ତ ଦୂର ଦୁରାନ୍ତରୁ ଆସି ପ୍ରଭୁଙ୍କ ନିକଟରେ ପୂଜା କରି ପାଦୁକ ପାଇ ଉପବାସ ରହିଥାନ୍ତି|ମାନସିକ ଧାରୀ ମାନେ ଅଟକାଳି ଭୋଗ, ଗଜ ଭୋଗ କରିଥାନ୍ତି। ବଡ଼ଓଷା ଦିନ ପାହାନ୍ତାସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜା, ଦର୍ଶନ ଚାଲିଥାଏ। ସନ୍ଧ୍ୟା ସମୟରେ ଠାକୁରଙ୍କ ବେଢା଼ ପରିକ୍ରମା ହୋଇଥାଏ। ପବିତ୍ର ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣିମାକୁ ଶାନ୍ତି ଶୃଙ୍ଖଳାରେ ସମାହିତ କରିବାକୁ ଟ୍ରଷ୍ଟି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ । କରାଯାଇଛି । ଧବଳେଶ୍ଵର ଟ୍ରଷ୍ଟି ବୋର୍ଡ ସହ ସେବାୟତ ସଂଘ କମିଟି ସଭ୍ୟ ଏବଂ ପ୍ରଶାସନିକ ସହଯୋଗ ରେ  ବଡ଼ଓଷା ଯାତ୍ରା, ପୂଜାର୍ଚ୍ଚନା, ଦର୍ଶନଓ ଅଟକାଳି ଭୋଗ ପ୍ରସ୍ତୁତି ଏବଂ ସମର୍ପଣ କାର୍ଯ୍ୟ କରାଯାଉଛି। ପୌର ପ୍ରଶାସନ ପକ୍ଷରୁ ପରିମଳ, ଜଳଯୋଗାଣ, ବିଦ୍ୟୁତ୍ ବିଭାଗ ତରଫରୁ ଆଲୋକ ଯୋଗାଣ, ଆଦର୍ଶ ଥାନାପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି  ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୃତୟନ କରାଯାଇଛି । ବଡ଼ଓଷା ଯାତ୍ରା ଚଳିତ ବର୍ଷ ସୋମବାର ଠାରୁ ଛାଡଖାଇ ପର୍ଯ୍ୟନ୍ତ ୪ଦିନ ଧରି ପାଳିତ ହେଉଛି । ଅନେକବ୍ୟବସାୟୀ ମାନେ ତାଙ୍କ ବ୍ୟବସାୟ  ପସରାଧରି ମନ୍ଦିରଚତୁପାର୍ଶ୍ବ ରେ ଦୋକାନ ଖୋଲିଥନ୍ତି। ବିଶେଷ କରି ମାର୍ଗଶିର ମାସରେ ଧାନ ଅମଳ ଏବଂ ଲକ୍ଷ୍ମୀ ପୂଜା ପାଇଁ ଡାଲା, କୁଲା, ବୋଝ, ଦା, କଟୁରୀ ସହ  ଅନ୍ୟାନ୍ୟ ଘରକରଣା ସାମଗ୍ରୀ ର କିଣା ବିକା ହୋଇଥାଏ। ଚଳିତ ବର୍ଷ ପ୍ରଭୁ ଧବଳେଶ୍ଵରଙ୍କ ବଡ଼ଓଷା ଯାତ୍ରାକୁ ଆଡମ୍ବର ସ‌ହକାରେ  ପାଳନ କରି ବାକୁ ମ୍ୟାନେଜିଂ ଟ୍ରଷ୍ଟି ନାରାୟଣ ସାହୁ, ଟ୍ରଷ୍ଟି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ ଅନ୍ୟ ସଭ୍ୟ | ସହଯୋଗ କାମନା କରିଛନ୍ତି ।

News Comment

You Might Also Like

BACK TO TOP