Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ନୂଆପଡା ଉପନିର୍ବାଚନ ରେ ଦୁର୍ଗମ ଅଞ୍ଚଳରେ ମତଦାନ ଶାନ୍ତିପୂର୍ଣ୍ଣ |

12-Nov-2025

ନୁଆଁ ପଡା ଉପନିର୍ବାଚନ ର ଦୁର୍ଗମ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଛି |

    ଓଡିଶା ଜନ ମତ  ବ୍ୟୁରୋ,

ନୂଆପଡା଼ ଉପନିର୍ବାଚନ  ସରି ଯାଇଛି |  ତେବେ ସେହିଁ ଜିଲ୍ଲା ର ବିଭିନ୍ନ ବ୍ଲକରେ ଥିବା ଦୁର୍ଗମ ଅଞ୍ଚଳ ର ପଞ୍ଚାୟତ ଗୁଡିକ ରେ ଭୋଟ ଦାନ ଠିକ ଠାକ ଏବଂ ଶାନ୍ତି ଶୃଙ୍ଖଳା ରେ  କାର୍ଯ୍ୟ ସରିଛି |  କରଣ ବହୁବର୍ଷ ହେଲା ମାଓ ବାଦୀଙ୍କ ଭୟରେ କୌଣସି ଲୋକ ଭୋଟ କେନ୍ଦ୍ରକୁ ଯାଉନଥିଲେ | କିନ୍ତୁ ଏହି ଥର ମତଦାନଠିକ ଠାକ ହୋଇଥିଲା  | ବିଧାନ ସଭା ନିର୍ବାଚନ  ମଣ୍ଡଳୀ ରେ ବିଗତକାଲି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୫ଟାରେ ଶେଷ ହୋଇଛି । ମତଦାନ ପାଇଁ ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ବୁଥ୍ ପରିସର ଭିତରେ ଥିବା ମତଦାତା  ସନ୍ଧ୍ୟା ୭ଟା ପୂର୍ବରୁ ମତ ଦାନ ଶେଷ ହୋଇଛି | ସବୁଠାରୁ ଗୁରୁତ୍ଵପୂର୍ଣ କଥା ହେଲା ଯେ, ନୂଆପଡା଼ ଉପନିର୍ବାଚନ ମଣ୍ଡଳୀରେ ଥିବା ମାଓ ଅଧୁଷିତ ଅଞ୍ଚଳରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସରିଛି ।  ନୂଆପଡା ବିଧାନସଭା ଉପନିର୍ବାଚନରେ ଗତକାଲି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୫.୩୭%  ମତଦାନ ହୋଇଛି। ନୂଆପଡା଼ ଜିଲ୍ଲାର ଦୁର୍ଗମ ଓ ମାଓ ଅଧୁଷିତ ଅଞ୍ଚଳ ‘ସୁନାବେଡ଼ା’ ଅଭୟାରଣ୍ୟ ୮ଟି ବୁଥ୍ ଭିତରେ କରାଯାଇଥିଲା । ମତଦାନ ପାଇଁଯେଉଁ ୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଥୁଲା, ଏଠାରେ ଶାନ୍ତପୂର୍ଣ ଭାବେ ମତଦାନ ଶେଷ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କାରଣ ଏଠାରେ ଯେକୌଣସି ମୁହୂର୍ତ୍ତ ରେ ମାଓବାଦୀମାନଙ୍କର ଆକ୍ରମଣ ହୋଇପାରେ ବୋଲି ଡର ଥିଲା। ମାଓବାଦୀଙ୍କୁ ମୁକାବିଲା କରିବା ପାଇଁ ପୋଲିଂ କର୍ମଚାରୀଙ୍କୁ ସ୍ଥଳ ପଥ ବଦଳରେ  ଆକାଶପଥରେ ନିଆଯାଇ ଥିଲା । ଭୋଟ ଦିନ ପୋଲିଂକର୍ମ ଚାରୀମାନେ ଅପରାହ୍ନରେ ଦାୟିତ୍ଵରେ ଥ‌ିବା ନିଜନିଜ ବୁଥ ରେ ପହଞ୍ଚି ଥିଲେ । ଆଜି ସକାଳୁ ପୋଲିଂ କାର୍ଯ୍ୟ ଆରମ୍ଭ କରି ଅପରାହ୍‌ଣ ୪ଟା ସୁଦ୍ଧା ଶେଷ କରିଥିଲେ । ଏହା ପରେ ବାୟୁ ସେନା ଦ୍ୱାରା ବ୍ୟବସ୍ଥିତ ସ୍ଵତନ୍ତ୍ର ବିମାନରେ ନୂଆପଡ଼ାକୁ ଫେରି ଆସିଛନ୍ତି । ଇଭିଏମ୍‌ ଗୁଡ଼ିକ ଷ୍ଟ୍ରଙ୍ଗରୁମ୍‌ରେ ଦାଖଲ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳ ବାର ମତଦାନ ସରିଥିବାବେଳେ ଏହି ରଣାଙ୍ଗନରେ ଶାସକବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀ ତା କରିଥିଲେ । କିନ୍ତୁ ସେହିଠାରେ ତ୍ରିମୂଖୀ ଲଢ଼େଇ ଦେଖୁବାକୁ ମିଳିଥିଲା ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ‘ବିଜେପି’ରୁ ସ୍ଵଗତଃ ବିଧାୟକ ରାଜେନ୍ଦ୍ର ଢୋଲକି ଆଙ୍କପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି । ଏହି ୩ଟି
ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ଼ରେ ଜୋର ଦାର ପ୍ରଚାର କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡା଼ ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ  କେନ୍ଦ୍ର ରହିଥିଲା । ସେଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟହୋଇଥିଲା । ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ କାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଥିଲେ । ନୂଆପଡା଼ରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛି ବେ। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨.୯ ହଜାର ୪୯୫, ବରିଷ୍ଠ  ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯.୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି । ତେବେ ନୁଆଁ ପଡା ନିର୍ବାଚନ କୌଣସି ପ୍ରକାର ଅସୁବିଧା  ହିଂସା, ମାରପିଟ, ଗୁଳି ଚାଳନା ନହୋଇ ଶାନ୍ତି ଶୃଙ୍ଖଳା ସହିତ  ମତଦାନ ସରିଥିବାରୁ  ଲୋକେ ଲୋକେ ନିର୍ବାଚନ କମିଶନର ଓ ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି |

News Comment

You Might Also Like

BACK TO TOP