Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଗଞ୍ଜାମ ଜିଲ୍ଲା ପାଳ ପୁରୁଷୋତ୍ତମପୁର ତହସିଲ ଅଫିସ ର ରେକର୍ଡ ଯାଞ୍ଚ କଲେ |

12-Nov-2025

ତାରା ତାରିଣୀଙ୍କୁ ଦର୍ଶନ କରି     ପୁରଷୋତ୍ତମପୁର ତହସିଲ ଅଫିସ ରେକର୍ଡ ଯାଞ୍ଚ କଲେ  ଗଞ୍ଜାମ ଜିଲ୍ଲପାଳ,

      ଓଡିଶା ଜନ  ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଆଜି ସକାଳେ ଜିଲ୍ଲାର ଶ୍ରେଷ୍ଠ ଇଷ୍ଟ ଦେବୀ ରୂପେ ପରିଚିତ ମାଆ ତାରାତାରିଣୀ ପୀଠକୁ କୁ ଆସି ମାଆଙ୍କୁ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିଥଲେ |  ଏହା ସହିତ  ଋଷିକୁଲ୍ୟା ନଈ କୂଳ ପଠାରେ ହେବାକୁ ଥିବା ବିଭିନ୍ନ ସୌନ୍ଦର୍ଯ୍ୟ କରଣ କାମସରିନଥିବାରୁ କେବେ ସରିବ ବୋଲି ବ୍ରହ୍ମପୁର ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ ଚନ୍ଦ୍ର ମିଶ୍ର ଙ୍କୁ ପଚାରିଥିଲେ | ଏହାପରେ ପୁରୁଷୋତ୍ତମପୁର ତହସିଲ ଅଫିସ କୁ ଆସି  11 ଗୋଟି ଆରଇ ସର୍କଲ ର ନଥିପତ୍ର ଯାଞ୍ଚ କରିଥିଲେ | ପୁରୁଷୋତ୍ତମପୁରତହସିଲ ଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କ ସହ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏହି ତହସିଲ ଅଧୂନରେ ରହିଥ‌ିବା ୧୧ଟି ରାଜସ୍ବ ସର୍କଲର ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିଥିଲେ।
ଏବଂ ସମସ୍ତ ରେକର୍ଡପତ୍ର ସଠିକ ଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ  | ଏବଂ ଆରଇ ମାନଙ୍କୁ ନିଜ ସର୍କଲ ର ରେକର୍ଡ କୁ ସବୁବେଳେ ଠିକ ଠାକ ରଖିବାକୁ ପରାମର୍ଶ ଦେଇଥିଲେ | ଏହି ତହସିଲ କୁ ବିଭିନ୍ନ ସମୟ ରେ କିଛି କାମ ପାଇଁ ଆସୁଥିବା ଜନସାଧାରଣ ଙ୍କୁ  ସେମାନଙ୍କ  ମୌଳିକ ସୁବିଧା, ଯୋଗାଇ ଦେବାକୁ କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ନାଜିର ଙ୍କ ସହ ହେଡ଼ କ୍ଲର୍କ ଓ ସମସ୍ତ ପୁରୁଷ ଏବଂ ମହିଳା ଷ୍ଟାଫ,11ଗୋଟି ରାଜସ୍ବ ସର୍କିଲ ର ଆରାଇ, ମୋହରିଆର ଙ୍କ ସହ ତହସିଲ କର୍ମଚାରୀ ମାନେଉପସ୍ଥିତ ରହି ବହୁତ ସହଯୋଗ କରି ଥିଲେ |

News Comment

You Might Also Like

BACK TO TOP