Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

କଟକ ବାଲି ଯାତ୍ରା ରେ ଶ୍ରେୟା ଙ୍କ ଗୀତ ଶୁଣିବା ପାଇଁ ଠେଲା, ପେଲା ରେ ଦୁଇ ମହିଳା ଅଚେତ |

14-Nov-2025

କଟକ ବାଲିଯାତ୍ରା ସାଂସ୍କୃତିକ ମଞ୍ଚ ରେ ଶ୍ରେୟାଙ୍କ ଗୀତ ଶୁଣିବା ଓ ଦେଖିବାନିମନ୍ତେ ପ୍ରବଳ ଠେଲାପେଲା,

୨ ମହିଳା ଅଚେତ,

        ଓଡିଶା ଜନ ମତ  ବ୍ୟୁରୋ,

ଶେଷ ହୋଇଛି କିଛିଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା  । ତେବେ ଶେଷ ଦିନରେସାଂସ୍କୃତିକମଞ୍ଚରେ ଲୋକପ୍ରିୟ ଗାୟିକା ଙ୍କୁ ଦେଖିବା ପାଇଁ ଠେଲାପେଲା ସହ ବ୍ୟାରିକେଡ୍‌ ବି ଭାଙ୍ଗିଛି । ଯେଉଁଥୁରେ ୨ ଜଣ ମହିଳା ଅଚେତ ହୋଇପଡ଼ିଥିଲେ। ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ମଞ୍ଚର ମୁଖ୍ୟ ଆକର୍ଷଣ ଥିଲା ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ସ୍ୱରର ଯାଦୁ ।
“ଚିକିନି ଚମେଲି”, “ମନୁଆ ଲାଗେ” ଆଦି
ସୁପରହିଟ ଗୀତ ପରିବେଷଣ କରି ଶ୍ରେୟା ଉପସ୍ଥିତ ବର୍ଷକଙ୍କୁ ବିମୋହିତ କରିଥିଲେ । ଶ୍ରେୟା ଆଜି ସକାଳେ ଭୁବନେଶ୍ଵର ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କ ଫ୍ୟାନଙ୍କ ମହଲରେ ଏକ ସ୍ୱତନ୍ତ୍ର ମାହୋଲ ପରିଲକ୍ଷିତ ହୋଇଥିଲା । ସେ କଟକରେ ପହଞ୍ଚିବା ପରେ  ବାଲିଯାତ୍ରା ପଡ଼ିଆ ଆଡ଼କୁ ମୁହାଁଇବା ଲାଗି ସ୍ଥାନୀୟ ଲୋକ ମନସ୍ଥ କରିସାରିଥିଲେ । ତେବେ ଶେଷ ଦିନରେ ଶ୍ରେୟାକୁ ଦେଖୁବା ଏବଂ ତାଙ୍କ ସ୍ବରରେ ମତୁଆଲା ରେ ଦର୍ଶକମାନେ ଠେଲାପେଲା ହୋଇ ବ୍ୟାରିକେଟ ଭାଙ୍ଗି ଦେଇଥିଲେ। ପ୍ରବଳ ଭିଡ଼ ଜନିତ ଦଳଚକଟା ଯୋଗୁ ଜଣେ ମହିଳାଙ୍କ ସମେତ ୨ ଜଣ ଅଚେତ ହୋଇପଡ଼ିଥିଲେ। ତେବେ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥୁଲା ।

News Comment

You Might Also Like

BACK TO TOP