Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଆସନ୍ତା 2026 ବର୍ଷ ପୃଥିବୀ ପାଇଁ ଭୟଙ୍କର ହେବ ବୋଲି ଭବିଷ୍ୟ କାର ଙ୍କ ସୂଚନା ||

07-Dec-2025

ଆସନ୍ତା ୨୦୨୬ବର୍ଷ  ସବୁଠାରୁ ଭୟଙ୍କରହେବ ବୋଲି ଭବିଷ୍ୟ ବାଣୀ ସୂଚନା,

        ଓଡିଶା ଜନ ମତ ବ୍ୟୁରୋ,

ଆଉ ଦିନ କେଇଟା ପରେ 2025 ବିଦାୟ ନେଇ ନୂତନ ବର୍ଷ 2026 ଆଗମନକରିବ |   ତେବେ ଏହି ନୂତନ ରାଜ୍ୟ, ଦେଶ ଓ ସମଗ୍ର ମହାଦେଶ ପାଇଁ ବଡ଼ ବିପଦ ଓ ଭୟଙ୍କର ହେବ ବୋଲି ଭବିଷ୍ୟ କାର ମାନେ ସୂଚନା ଦେଈ ସାରିଲେଣି | ବର୍ଷ ଶେଷ ହେବା ପୂର୍ବରୁ ବିଶ୍ୱର ଅନେକ ଦେଶରେ ଝଡ଼, ବର୍ଷା  ଏବଂ ବନ୍ୟା ତାଣ୍ଡବ ରଚିଛି। ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ  ମାଲେସିଆରେ ବନ୍ୟା ତାଣ୍ଡବ ରଚିଛି। ଘୂର୍ଣ୍ଣିଝଡ୍ ଦିଟଓ୍ୱା ଶ୍ରୀଲଙ୍କାରେ ତାଣ୍ଡବ ରଚିଛି, ଯେଉଁଥୁରେ ୧୫୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଝଡ଼ ଭାରତର ଅନେକ ରାଜ୍ୟରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି! ବାବା ଭାଗୀ ୨୦୨୫ ମସିହାରେ ଏକ ଭୟଙ୍କର  ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି  ଭବିଷ୍ୟବାଣୀ କରିଥିଲେ ‌। ବର୍ତ୍ତମାନ ବିଶ୍ଵାସ କରାଯାଉଛି ଯେ ଏହିଭବିଷ୍ୟବାଣୀ ସତ ହୋଇଛି। ଏହା ବ୍ୟତୀତ, ନଭେମ୍ବର ୨୩ ତାରିଖରେ ଇଓପିଆରେ ହାଇଲି ଗୁଡି ଜ୍ଵାଳାମୁଖୀ ବିସ୍ଫୋରଣ  ହୋଇଥିଲା, ଯାହା ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରି ଥୁଲା, ଏହାର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତହୋଇଥିଲା । ୧୨,୦୦୦ ବର୍ଷ - ପରେ ଏହି ଜ୍ଵାଳାମୁଖୀ ବିସ୍ଫୋରଣ ହୋଇଛି। ବୈଜ୍ଞାନିକମାନେ ଏହି ଘଟଣାକୁ ଇତିହାସର ସବୁଠାରୁ ଅସାଧାରଣ ଘଟଣା ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଛନ୍ତି। ବାବା ଭେଙ୍ଗା ବର୍ଷ ବର୍ଷ ପୂର୍ବରୁ ଏହି ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟବାଣୀ କରି ଥିଲେ। ଅନ୍ଧ ବୁଲ ଗେରିଆନବାବା ରେଙ୍ଗାଙ୍କ ଭବିଷ୍ୟବାଣୀ ଅତୀତରେ ସତ୍ୟ ପ୍ରମାଣିତ ହୋଇଛି, ଯାହା ତାଙ୍କୁ ସାରା ବିଶ୍ଵରେ ପ୍ରସିଦ୍ଧ କରିଛି। ବାବା ଭେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମ ଗ୍ରହଣ କରି ଥିଲେ ଏବଂ ୧୯୯୬ ମସିହାରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ୧୨ ବର୍ଷବୟସରେ ଦୃଷ୍ଟିଶକ୍ତି ହରାଇ ଥିଲେ। ସେ ସୋଭିଏତ ୟୁନିଅନ ବିଲୟ, ଚେନୋବିଲ ପରମାଣୁ ବିପର୍ଯ୍ୟୟ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଏବଂ ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଦ୍ଵାରା ୯/୧୧ ଆକ୍ରମଣ ସମେତ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସମ୍ପୂର୍ଣ ସତ୍ୟ ପ୍ରମାଣିତ ହୋଇଛି। ସେ୨୦.୨୫ ବର୍ଷ ପାଇଁ ଅନେକ ଭବିଷ୍ୟବାଣୀ
ମଧ୍ୟ କରିଥିଲେ, ଯାହା ମଧ୍ୟରୁ ଦୁଇଟି ସମ୍ପ୍ରତି ସତ୍ୟ ହୋଇଥିବା ବିଶ୍ଵାସ କରାଯାଏ। | ଉତ୍ତର-ପୂର୍ବ ଇଥୁଓପିଆରେ ହାଇଲି ଗୁର୍ବ ଜ୍ଵାଳାମୁଖୀ ହଠାତ ଫାଟି ପଢ଼ିଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜ୍ଵାଳାମୁଖୀର ଭିଡିଓ ଲୋକଙ୍କୁ ଭୟଭୀତ କରିଥିଲା। ଧୂଆଁ ଏବଂ ପାଉଁଶର ମେଘ ଆକାଶକୁ ଉଠିବା ଦେଖାଯାଇଥିଲା। ବୈଜ୍ଞାନିକଙ୍କ ଅନୁଯାୟୀ, ଏହା ଫାଟି ନିକଟବର୍ତ୍ତୀ ଗ୍ରାମ ଏବଂ ଚାଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥିଲା। ଏହି ଜ୍ଵାଳାମୁଖୀ ଯୋଗୁଁ ବିମାନ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା I ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଜ୍ଵାଳାମୁଖୀ ଶେଷ ଥର ପାଇଁ  ପାଇଁ ଫାଟିଥିଲା । ବିସ୍ଫୋରଣ ପରେ ତୁରନ୍ତ, ଲୋକମାନେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ ଆଲୋଚନା କରିବା ଆରମ୍ଭକରିଥିଲେ। ଅନୁମାନ କରାଯାଉଛି ଯେ ୨୦୨୫ ବର୍ଷ ପାଇଁ ଏକ ଭବିଷ୍ୟବାଣୀ ସତ୍ୟ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ବାବା ଭାଙ୍ଗା ଭବିଷ୍ୟବାଣୀ କରିଥିଲେ ଯେ ୨୦୨୫ ରେ ଅନେକ ଜ୍ଵାଳାମୁଖୀ ଉଦଗିରଣ ହେବ ଏବଂ ବିଶ୍ଵ ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ବାବା ଭାଙ୍ଗାଙ୍କ ଭବିଷ୍ୟବାଣୀ ଅତୀତରେ ସତ୍ୟ ପ୍ରମାଣିତ ହୋଇଛି, ତେଣୁ, ଏହି ଘଟଣାଗୁଡ଼ିକୁ ତାଙ୍କ ଭବିଷ୍ୟବାଣୀ ସହିତ ଯୋଡାଯାଉଛି। ବାବା ରେଙ୍ଗା ମଧ୍ୟ ୨୦୨୬ ପାଇଁ ବହୁତ ଭୟଙ୍କର ଭବିଷ୍ୟବାଣୀ କରିଥିଲେ, ଏକ ଭୟଙ୍କର ଯୁଦ୍ଧ ଠାରୁ ଆରମ୍ଭକରି ମଣିଷ ଏଲିଏନଙ୍କ ସହିତ ସାକ୍ଷାତ ପର୍ଯ୍ୟନ୍ତ । ଏବେ,ଲୋକମାନେ ଭୟ ଏବଂ ପ୍ରଶ୍ନରେ ପୂର୍ବ ୨୦୨୬ ପାଇଁ ତାଙ୍କର ଭବିଷ୍ୟବାଣୀ ମଧ୍ୟ ସତ ହେବ କିବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ଯଦି ଏହା ହୁଏ ତେବେ ସମସ୍ତେ ସତର୍କତା ଅବଲମ୍ବନ କରି ପ୍ରଭୁଙ୍କର ଶରଣ ଗାମୀ ହେବା ଉଚିତ ଅଟେ |

|| ||

News Comment

You Might Also Like

BACK TO TOP