Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ଗଜପତି ରେ ଆତଙ୍କ ଖେଳାଇ ଦେଇଛି ଚାରି ଗୋର୍ଟି ଜଙ୍ଗଲୀ ହାତୀ ||

07-Dec-2025

ଗଜପତିରେ ପୁଣି ଆତଙ୍କ ଖେଳାଇଲେ ଚାରିଟିକିଆ ଜଙ୍ଗଲୀ ହାତୀ,

      ଓଡିଶା ଜନ ମତ ବ୍ୟୁରୋ, 

 ହାତୀମାନେ ଖାଦ୍ୟ ଅନ୍ୱେଷଣ ରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଲେଣି | ସେମାନଙ୍କୁ ଗାଁରେ ପହଂଚିବାର ଦେଖି ଲୋକମାନେ ଭୟରେ ଗାଁ ଛାଡି ପଳେଇ ଯାଉଥିବା ର ଦେଖିବାକୁ ମିଳୁଛି | ତାହା ହେଉଛି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତର ଆଦାନଗୁଡ଼ା ଓ ଯାନିଗୁଡ଼ା ଆଖ ପାଖରେ ଚାରିଗୋଟି ଜଙ୍ଗଲୀ ହାତୀ ନିକଟସ୍ଥ ଜଙ୍ଗଲ ଓ ଆମ୍ବତୋଟା ଆଦିରେ ବୁଲୁଥିବା ଗତକାଲି ସନ୍ଧ୍ୟାରେ ଦେଖୁବାକୁ ମିଳିଛି । ଏହି ଜଙ୍ଗଲୀ ଚାରିଟିକିଆ ହାତୀଗୁଡିକୁ ଦେଖ‌ିବା ପରେ ଗ୍ରାମବାସୀମାନେ ବନଅଧୂକାରୀଙ୍କୁ ସୂଚନା ଦେଇଥିଲେ. ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲର ଏହି ଚାରିଟିକିଆ ହାତୀ ବୁଲୁଥିବା ଘଟଣା ପ୍ରଚାର ହେବା ପରେ ଗାଇବା ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ଏହି ଚାରିଟିକିଆ ହାତୀପଲ ଗତ ୪୦ ଦିନ ଧରି ଏହି ଅଞ୍ଚଳରେ ବିଚରଣ କରୁଛନ୍ତି ।ଗତ ୨ ଦିନ ହେଲା ଗଜପତିର କାଶୀନଗର ଓ ଗୁମ୍ମା ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଚରଣ କରୁଛନ୍ତି. ବନବିଭାଗ ତରଫରୁ ସମ୍ପୃକ୍ତ ଅଞ୍ଚଳରେ ଆମେ ସଜାଗ ରହି ଜଙ୍ଗଲୀ ହାତୀଙ୍କ ଗତିବିଧୂ ଅନୁସରଣ କରିବା ସହ ସାଧାରଣଙ୍କ ଧନଜୀବନ ଯେପରି କ୍ଷତି ନ ହୁଏ ସେଥ୍‌ପ୍ରତି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଫରେଷ୍ଟରଜଣାଇ ଛନ୍ତି ।

News Comment

You Might Also Like

BACK TO TOP