Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ପୋଖରୀ ପାଖରେ ଥିବା ବାଇକ ରେ ଲାଗିଲା ନିଆଁ, ଦମକଳ ବାହିନୀଲିଭାଇଲେ ନିଆଁ |

07-Dec-2025

ପୋଖରୀ ପାଖରେ ରଖା ଯାଇଥିବା ବାଇକଟି ହୁତୁ ହୁତୁ ହୋଇ ଜଳିଗଲା |

     ଓଡିଶା  ଜନ ମତ  ବ୍ୟୁରୋ,

ହୁତୁହୁତୁ ହୋଇ ଜଳିଗଲା ବାଇକ, ଏହା କୁ ଦେଖିଲେ ଲାଗିବ କୌଣସି ଦୁର୍ଘଟଣା, କିମ୍ବା ଭୌତିକ, କିମ୍ବା ଶତ୍ରୁ ଜନିତ, ତେବେକେଉଁ କାରଣରୁ ବାଇକଟି ଜଳିଗଲା ତାରପ୍ରକୃତ କାରଣ ଜାଣିବା  |  ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅକରପଡା ପଞ୍ଚାୟତ  ଅଧୀନସ୍ଥ ଭେଲଙ୍ଗ ଗ୍ରାମରେ | ସେହି ଗାଁର ଜିତେନ୍ଦ୍ର ମଲ୍ଲିକଙ୍କ ବାଇକରେ  ୨ଟା ୨୦ ମିନିଟ ସମୟରେ ଅଗ୍ନିକାଣ୍ଡ ଘଟି ବାଇକ ଟି ସମ୍ପୂର୍ଣ ଜଳି ଯାଇଛି। ସୂଚନାରୁ ପ୍ରକାଶ ଜିତେନ୍ଦ୍ରଙ୍କର ନିଜର ଏକ ପୋଖରୀ ଥିବା ବେଳେ ମଟର ପକାଇ ପୋଖରୀରୁ ପାଣି ଶୁଖାଉ ଥିଲେ। ପୋଖରୀ ଠାରୁ କିଛି ଦୂରରେ ରାସ୍ତା କଡ଼ରେ ଜିତେନ୍ଦ୍ର ବାଇକଟିକୁ ରଖି ପୋଖରୀକୁ ଯାଇଥିଲେ। କିଛି ସମୟ ପରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା। ଜିତେନ୍ଦ୍ର କଣ ହେଲା ବୋଲି ଦେଖିଲା ବେଳକୁ  ବାଇକଟି ଜଳି ଯାଉଥିବାର ସେ ଦେଖୁଥିଲେ। ଏହାପରେ ତୁରନ୍ତ ସେ ଦଶରଥପୁର ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାଇକଟି ଜଳୁଥିବା ଅବସ୍ଥାରେ ଦେଖି ପାଣି ପକାଇ ନିଆଁକୁ ଲିଭାଇ ଥିଲେ। ତେବେ କୌଣସି ଦୁର୍ବୃତ୍ତ ତାଙ୍କର ବାଇକଟିକୁ ନିଆଁ ଲଗାଇ ଜଳାଇ ଦେଇଥିବାର ଜିତେନ୍ଦ୍ର କହିଛନ୍ତି। ତେବେ ହାଠାଥ ବାଇକ ଟି ନିଆଁ ଲାଗିବାକୁ ନେଇ ସମସ୍ତ ଙ୍କ ମନରେ ନିଶ୍ଚିତ ଅଜଣା ପ୍ରଶ୍ନ ଉଠିବ , ତେବେ ଦୁର୍ବୁତ୍ତ ଙ୍କ ଏପରି କାଣ୍ଡ କୁ କିଏ ଅବା ବିଶ୍ୱାସ କରିବ | ତେବେ ପୋଲିସ ପକ୍ଷରୁ ପ୍ରକୃତ ତଦନ୍ତ ହେଲେ ସତ୍ୟ ଘଟଣାର ଫର୍ଦାଫାଶ ହୋଉ ପାରିବ ବୋଲି ସମସ୍ତଙ୍କ ବିଶ୍ୱାସ  |

News Comment

You Might Also Like

BACK TO TOP