Breaking News

ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||     

ନର୍ସିଂ ହୋମ ରେ ନିଆଁ ଲାଗି 16 ଜଣ ମୃତ |

30-Dec-2025

ନସିଂ ହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜୀବନ୍ତଦଗ୍ଧ ହୋଇ ୧୬ ମୃତ,

       ଓଡିଶା ଜନ ମତ  ବ୍ୟୁରୋ,

ବେଳେ ବେଳେ ନିଆଁ ଲାଗି ମଣିଷ  ବରଣ କରନ୍ତି | ହେଲେ ଏପରି ଗୋଟିଏ ସ୍ଥାନ ରେ ନିଆଁ ଲାଗି 16 ଜଣ ଜୀବନ୍ତ ଜଳି ଯାଇଛି | ସେପରି ଘଟଣା ଘଟିଛି ଇଣ୍ଡୋନେସିଆର ନର୍ଥ ସୁଲାଭେସୀ ପ୍ରଦେଶର ରାଜଧାନୀ ମନାଡେର ଏକ ନସିଂ ହୋମ୍‌ରେ  ଘଟିଛି  ଅଗ୍ନିକାଣ୍ଡ। ନିଆଁ ଲାଗିବା କାରଣରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି। ନିଆଁ  ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନି। ତଦନ୍ତକାରୀ ଟିମ୍ । ଘଟଣାସ୍ଥଳରେ ପହଞ୍ଚି କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ଅଧୂକାରୀ କହିଛନ୍ତି ଯେ, ନିଆଁ ଗତ ରାତି ପ୍ରାୟ ୮ଟା ୩୬  ମିନିଟ୍‌ରେ ପାଲ୍ ଦୁଆ ଜିଲ୍ଲାର ପାଣ୍ଟି ଭରଧା ଦମାଇ ନସିଂ ହୋମ୍‌ରେ ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ପୁଲିସ ଓ ଫାୟର      ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଥିଲେ । ମନାଡେ ସହରର ସରକାରଙ୍କ ଦ୍ବାରା ପଠାଯାଇଥିବା ତିନିଫାୟର ବିଭାଗ ରାତି ପ୍ରାୟ ୯ଟ ୩୦ ମି ନି ଟ୍‌ ରେ ନିଆଁକୁ ଆୟତ କରି ଥିଲେ । ନିଆଁ ଲାଗିବାର ଘଟଣ ପରେ ପୁଲିସ ପୁରା ଅଞ୍ଚଳକୁ ସୁରକ୍ଷିତ କରିଛି, ଏବଂ ଉଦ୍ଧାର କର୍ଯ୍ୟ ଆରମ୍ଭ କରିଛି। ଉଦ୍ଧାର ହୋଇଥିବା ଲୋକଙ୍କ ନିକଟସୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏବଂ ଫରେନସିକ୍ ଟିମ୍ ନିଆଁ ଲଗାଇବାର କାରଣ ଓ ଘଟଣାକ୍ରମକୁ ବୁଝିବା ପାଇଁ ଯାଞ୍ଚ କରୁଛି। ଏହାଛଡା ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି। ପୀଡିତାଙ୍କ ପରିଚୟ ପାଇଁ ହସ୍ପିଟାଲରେ ତାଙ୍କର ଡାଟା ଏକାଠି କରାଯାଉଛି। ଅଧିକାରୀ ଚାହୁଁଛନ୍ତି ଯେ, ତାଙ୍କର ପରିଚୟ ସମ୍ପୂର୍ଣ୍ଣ ଭାବରେ ମିଳିଯାଉ , ଫଳରେ ତାଙ୍କ ପରିବାର କୁ ତାଙ୍କ ମୃତଦେହ ଦେଇହେବ । ଏହାପରେ ଆଗାମୀ ପ୍ରକ୍ରିୟା ଆରମ୍ଭ କର ଯାଉଛି। ତେବେ ଏପରି ଏକ ଭୟଙ୍କର ଘଟଣାରେ ମୃତ୍ୟୁ ହୋଇଥିବା ଏବଂଏହି ଅଗ୍ନି କାଣ୍ଡ  ଜାଣିଥିବା ପରିବାର ଙ୍କ ଅବସ୍ଥା  କଣ ହେଉଥିବ ତାହା କହିହେବ ନାହିଁ |

News Comment

You Might Also Like

BACK TO TOP