Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ୟୁକୋ ବେଙ୍କ କୁମାର ବସ୍ତ ଶାଖାରେ 84ତମ ପ୍ରତିଷ୍ଠା ଦିବସ ପାଳିତ |

06-Jan-2026

ୟୁକୋ ବ୍ୟାଙ୍କ କୁମାରବସ୍ତ ଶାଖାରେ 84 ତମ ପ୍ରତିଷ୍ଠା ଦିବସ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ବ୍ଲକ ଅଧୀନ ଟାଙ୍ଗିଆପଡା ପଂଚାୟତ ଅନ୍ତର୍ଗତ ୟୁକୋ ବ୍ୟାଙ୍କ କୁମାରବସ୍ତ ଶାଖା ରେ ଆଜି ବ୍ୟାଙ୍କ ର 84 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବ୍ୟାଙ୍କ ର ଶାଖା ପରିଚାଳିକା କିର୍ତ୍ତୀ ପଟ୍ଟନାୟକ ଙ୍କ ଆୟୋଜନ ରେ ସ୍ଥାନୀୟ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ତଥା ବ୍ୟାଙ୍କ ର ଶୁଭ ଚିନ୍ତକ ବିଶ୍ୱନାଥ ଶ୍ରୀଚନ୍ଦନ, ବୀରବର ବଡ଼ଜେନା, ଦିବ୍ୟସିଂହ ପାତ୍ର, ଅକ୍ଷୟ ବଳିୟାରସିଂ, ସତ୍ୟବ୍ରତ ପ୍ରଧାନ, ନବୀନ ସୁନ୍ଦର ଦାସ, ଲଷ୍ମୀଧର ପୃଷ୍ଟି, ଗୋପାଲକୃଷ୍ଣ ପ୍ରଧାନ, ମହିଳା ମହାସଂଘ ସଭାନେତ୍ରୀ ମମତା ବଡ଼ଜେନା, ବ୍ୟାଙ୍କ ମିତ୍ର ପ୍ରେମଲତା ପ୍ରଧାନ, ବ୍ୟାଙ୍କ ର ସହ ପରିଚାଳିକା ରଶ୍ମିତା ସାହୁ, ପ୍ରମୁଖ ଯୋଗଦେଇ ବ୍ୟାଙ୍କ ପରିସରରେ 84 ତମ ପ୍ରତିଷ୍ଠା ଦିବସ ଅବସରେ କେକ କାଟିବା ସହିତ ବ୍ୟାଙ୍କ ପରିସରରେ ବୃକ୍ଷରୋପଣ କରିଥିଲେ l ପରେ ଏକ ବୈଠକ ରେ ଉପସ୍ଥିତ ଶତାଧିକ ବ୍ୟାଙ୍କ ଗ୍ରାହକ ଙ୍କ ସହିତ ଶାଖା ପରିଚାଳିକା ବ୍ୟାଙ୍କ ର ଉନ୍ନତି ତଥା ବ୍ୟବସାୟିକ ଅଭିବୃଦ୍ଧି ନେଇ ଆଲୋଚନା କରିବା ସହିତ ବ୍ୟାଙ୍କ ସାଧାରଣ ଲୋକଙ୍କୁ ଆଉ କିଭଳି ବ୍ୟାଙ୍କ ସେବା ଯୋଗାଇପାରିବ ତାହା ଉପରେ ପରାମର୍ଶ ନେଇଥିଲେ l ବ୍ୟାଙ୍କ ର ସନାତନ ମଙ୍ଗରାଜ, ଏମ୍ବିକେ ସଚଳା ପ୍ରଧାନ, ମହିଳା ମହାସଂଘ ସଦସ୍ୟ ସହଯୋଗ କରିଥିଲା ବେଳେ ବ୍ୟାଙ୍କ ର କ୍ୟାସିଅର ଅକ୍ଷୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

News Comment

You Might Also Like

BACK TO TOP