Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ବେଗୁନିଆପଡା ନୁଆଁଗଡ଼ ରେ ହାତୀ ଉପଦ୍ରଵ, ବ୍ୟାପକ ଫସଲ ନଷ୍ଟ |

05-Jan-2026

ନୂଆଁଗଡରେ ହାତୀ ଉପଦ୍ରବ , ବ୍ୟାପକ ଫସଲ ନଷ୍ଟ ।

 ଓଡିଶା ଜନ ମତ, ବେଗୁନିଆପଡ, ସୂର୍ଯ୍ ନାରାୟ ବଡ, (୫.୦୧.୨୦୨୬)-:

 ଗଞ୍ଜାମ ଜିଲ୍ଲା ସୁମଣ୍ଡଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ ଗ୍ରାମରେ ସୋମବାର ଦିନ ସକାଳୁ ବଣୁଆ ହାତୀ ପଲ୍ଲର ଉପଦ୍ରବ ଫଳରେ ବ୍ୟାପକ ଶୁଖିଲା ଧାନ ବସ୍ତା ଏବଂ କଦଳୀ ବଗିଚା, ନଡ଼ିଆ ଗଛ, ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ଫସଲ ନଷ୍ଟ କରିଛନ୍ତି । ସୂଚନା ଅନୁଯାଇ ସେହି ଗ୍ରାମର ବନିତା ବିଶ୍ଵାଳଙ୍କ ଘର କବାଟ ଭାଙ୍ଗି ବ୍ୟାପକ ପରିମାଣର ଶୁଖିଲା ଧାନ ବସ୍ତା ନଷ୍ଟ କରିଛନ୍ତି । ସେହିପରି କହ୍ନେଇ ପ୍ରଧାନ ,ତ୍ରିନାଥ ପ୍ରଧାନ, କୃଷ୍ଣ ପ୍ରଧାନ, ଶରତ ବେହେରା, ଧୋବା ବେହେରା, ଦାସ ବିଶ୍ଵାଳ ପ୍ରମୁଖଙ୍କ ନଡ଼ିଆ ବଗିଚା ସହ ବିଭିନ୍ନ ପ୍ରକାର ପନିପରିବା ଫସଲ ଆଦି ନଷ୍ଟ କରିଛନ୍ତି  । ଏଥିସହିତ ବଳରାମ ପ୍ରଧାନ ନିଜ ଜମିରେ ଫୁଲ କୋବି, ପତ୍ର କୋବି, ବାଇଗଣ, ଟମାଟୋ, ମୂଳା, ବିନ, ଅମୃତ ଭଣ୍ଡା, କଦଳୀଆଦି ଫସଲ କରିଥିବା ବେଳେ ହାତୀ ପଲ୍ଲ ବ୍ୟାପକ ନଷ୍ଟ କରିଛନ୍ତି । ଏନେଇ ନୂଆଗଡ ଗ୍ରାମ  ଏବଂ ପାଖା ପାଖି ଥିବା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି  । ଆଗରୁ ମଧ୍ୟ ହାତୀ ପଲ୍ଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିଲେ । ହାତୀ ପଲ୍ଲକୁ ଘଉଡେଇବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି  । ସୂଚନା ଅନୁଯାଇ ଏହି ଅଂଚଳରେ ଦୀର୍ଘ ଦିନ ହେଲାଣି ଏହି ହାତୀ ପଲ୍ଲ  ଆତଙ୍କ ସୃଷ୍ଟି କରିଥିବା ନେଇ ଜନସାଧାରଣ ମାନେ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଦାବୀ ହୋଇଛି ।

News Comment

You Might Also Like

BACK TO TOP