Breaking News

ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||     

ଭିଜିଲାନ୍ସ ହାତରେ ଧରା ପଡିଲେ କଟକ ଏସିସିବି ହେପାଟଲୋଜି ଡକ୍ଟର ସନାତନ ବେହେରା |

30-Jan-2026

ଭିଜିଲାନ୍ସ ଜାଲରେ ଧରା ପଡିଲେ କଟକ ଏସ୍‌ସିବି ଡାକ୍ତର ସନାତନ ବେହେରା,

    ଓଡିଶା ଜନ ମତ ବ୍ୟୁରୋ, 
ଡକ୍ଟର ଙ୍କୁ ଜନସାଧାରଣ ଭଗବାନ ବୋଲି ମାନନ୍ତି, ତାର କାରଣ ସେମାନଙ୍କ ସେବାଦ୍ବାରା ଜଣେ ବ୍ୟକ୍ତି  ମାରାତ୍ମକ ରୋଗରୁ ଭଲ ହୋଇ ଯାଆନ୍ତି | ହେଲେକିଛି ଡକ୍ଟର ଅର୍ଥ ପାଈଁ ସେମାନଙ୍କ ନିର୍ମଳ ଭାବମୂର୍ତ୍ତି ରେ ଯେ କଳଙ୍କ ଲଗାଇ ଦେଈ ପାରନ୍ତି ତାହା ବିଶ୍ୱାସ କରିହେଉନଥିଲେ ବି କଥାଟି ସତ୍ୟ | କଟକ ଏସ୍‌ସିବି ହେପାଟୋଲୋଜି ବିଭାଗର ଆସୋସି ସାସିଏଟ୍ ପ୍ରଫେସର ସନାତନବେହେରା  ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରି  ଧରିଛି ଓ ତାଙ୍କ ଠାରୁ  2.63 ଲକ୍ଷ ଟଙ୍କା ଜବତ କରିଛି । ହେପାଟୋଲୋଜି ବିଭାଗକୁ ବିଭିନ୍ନ ସମୟରେ ବିଡ଼ରଙ୍କ ଠାରୁ ଲାଞ୍ଚ ନେଇଥିବା ନେଇ ଅଭିଯୋଗକୁ ଭିତ୍ତିକରି ଦୁଇ ଲକ୍ଷ ୬୩ହଜାର ଟଙ୍କା ଗତ କାଲି  ଅପରାହ୍ନରେ ଯୋଗାଡ଼ କରି ବିଡର ଭିଜିଲାନ୍ସ ହାତରେ ଡାକ୍ତରଙ୍କୁ ଧରିବାରେ ସକ୍ଷମ ହୋଇଛି। ଗୁରୁବାର  ଅପରାହ୍ଣରେ ବେହେରା  ହିରୋହୁଣ୍ଡା ଆକ୍ଟିଭା ରେ କ୍ଵାଟରର୍ସକୁ  ଟଙ୍କା ନେଇ ଯାଉଥିବା ବେଳେ ସ୍ଥାନୀୟ କାଠଗୋଲା ସାହି -ମେଡିକାଲ ରୋଡ଼ରେ ଭିଜିଲାନ୍ସ ଟିମ୍  ତାଙ୍କୁ ମାଡ଼ି ବସିଥିଲା । ଟଙ୍କାର ଉତ୍ସ ସମ୍ପର୍କରେ ଡାକ୍ତର ସଠିକ୍ ତଥ୍ୟଦେଇ ପାରିନଥିଲେ। ଏଣୁ ତାଙ୍କ ଠାରୁ ଭିଜିଲାନ୍ସ ଟଙ୍କା ଜବତ କରି  ଡାକ୍ତର ବେହେରାଙ୍କୁ ଅଟକ ରଖି ତାଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।  ହୋପାଟୋଲୋ ଲୋଜି ବିଭାଗକୁ ଚିକିତ୍ସା ଉପକରଣ ଯୋଗାଣ ପାଇଁ ଅଂଶଗ୍ରହଣକାରୀ ବିଡ଼ରଙ୍କ ଠାରୁ ବେଆଇନ୍‌ ଟଙ୍କା ସଂଗ୍ରହ ସଂପର୍କରେ ବିଶ୍ଵସ୍ତ ସୂଚନା ଆଧାରରେ ଏସସିବି ମେଡ଼ିକାଲ୍‌ରହେପାଟୋଲୋଜି ବିଭାଗ ପ୍ରଫେସର ଡା ବେହେରାଙ୍କୁ ଧରିଥିଲା। ଏହି ଘଟଣାରେ କଟକ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇ  ଭିଜିଲାନ୍ସ ଥାନାରେ ତଦନ୍ତ ଜାରି ରହିଛି ।

News Comment

You Might Also Like

BACK TO TOP