Breaking News

ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||     

ଏ ବରିଡାଦଧି ବାମନ ହାଇସ୍କୁଲ ମାଟ୍ରିକ ବେଚ 1989 ବର୍ଷ ର ବନ୍ଧୁ ମିଳନ ||

08-Feb-2026

ଶ୍ରୀ ଦଧିବାମନ ହାଇସ୍କୁଲ ବରିଡା-ଏ ୧୯୮୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ।

ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା,

 ଆସିକା ବ୍ଲକ ଭେଟନଇ ନିକଟସ୍ଥ ମା` କଙ୍କଣଦେବୀଙ୍କ ପୀଠରେ ଶ୍ରୀ ଦଧିବାମନ ଉଚ୍ଚ ବିଦ୍ୟାଳୟ ବରିଡା ଏ- ୧୯୮୯ ବ୍ୟାଚର୍ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ   ମା`ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପୂଜା ଅର୍ଚ୍ଚନା ଏବଂ ଭୋଗ ଅର୍ପଣ କରାଯାଇଥିଲା। ପରେ ଏକ ସ୍ମୃତିସଭା କରାଯାଇ  ଦିବଙ୍ଗତ ଗୁରୁ ଏବଂ ସାଙ୍ଗମାନଙ୍କ  ଅମର ଆତ୍ମାର ସଦଗତି କାମନା କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ବନ୍ଧୁତ୍ୱଭାବ ନିଦର୍ଶନ ସ୍ୱରୂପ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାସହ ବାଲ୍ୟ ଜୀବନର ସ୍ମୃତି ସାଉଟିଥିଲେ। ଏଥିସହ ଆଗକୁ ପ୍ରତ୍ଯେକବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ  ଜାରି ରଖିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବ୍ୟାଚର୍ ନୀଳକଣ୍ଠ ପ୍ରଧାନ , ମନୋଜ କୁମାର ପଣ୍ଡା , ଗୋକୁଳ ନାହାକ , ଉକ୍ତ କାର୍ଯ୍ୟକ୍ରମକୁ ସଭା ପରିଚାଳନା କରିଥିଲେ କୃଷ୍ଣ ଚନ୍ଦ୍ର ବେହେରା , ସନ୍ତୋଷ କୁମାର ସାହୁ ,ବିଶ୍ଵନାଥ ଗୌଡ , ରାମକୃଷ୍ଣ ସାହୁ , ରାମଚନ୍ଦ୍ର ପ୍ରଧାନ ,ମନୋଜ କୁମାର ମହାରଣା , ସନ୍ତୋଷ କୁମାର ମହାରଣା,ବଙ୍ଗାଳୀ ପ୍ରଧାନ , ପଞ୍ଚାନନ ବେହେରା ,ସଞ୍ଜୟ ପ୍ରଧାନ , ବାବୁଲା ପ୍ରଧାନ , ପୁଷ୍ପାଞ୍ଜଳି ସ୍ଵାଇଁ ,ଶୋଭାମୟୀ ମହାରଣା ,କବିତା ସ୍ଵାଇଁ ,ଗୀତାଞ୍ଜଳି ପାଣି ପ୍ରମୁଖ ଯୋଗଦେଇ  ସହଯୋଗ କରିଥିବାବେଳେ  ବିଚିତ୍ର ନନ୍ଦ ପଟ୍ଟନାୟକ  ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP