Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ଗଞ୍ଜାମ ଜିଲ୍ଲା ସୋନପୁର ବାହୁଦା ନଦୀକୂଳରେ ହେବ ଓଡ଼ିଶାର ସବୁଠାରୁ ବଡ଼ ବନ୍ଦର |

03-Mar-2026

ଓଡ଼ିଶାର ସବୁ ବନ୍ଦର ଠାରୁ ସୋନ ପୁର ବାହୁଦା ନଦୀ କୂଳରେ ହେବ ବଡ଼ ବନ୍ଦର |

ଓଡିଶା ଜନ ମତ ବ୍ୟୁରୋ,

 ଖଣି ମନ୍ତ୍ରୀ, ସଚିବ ଓ ଗଞ୍ଜାମ ଜିଲ୍ଲପାଳ ଙ୍କସହିତ ଚିକିଟି ବିଧାୟକ ଙ୍କ ଉପସ୍ଥିତି ରେ ବନ୍ଦର ପାଇଁ ସର୍ଭେ କାମ ସରି କିଛି ଜମି ଚିହ୍ନଟ ହୋଇ ଥିଲା ବେଳେ ବାକି ଜମି ତୁରନ୍ତ ଚିହ୍ନଟ କରାଯିବ ବୋଲି ଖଣି ମନ୍ତ୍ରୀ ଙ୍କ ସୂଚନା | ଗଞ୍ଜାମ ଜିଲ୍ଲା ପାଇଁ ଖୁସୀ ଖବର । ଗୋପାଳପୁର ପରେ ବର୍ତ୍ତମାନ ସୋନପୁରରେ ଥିବା ବାହୁଦା ନଦୀ ମୁହାଣରେ ହେବ ବନ୍ଦର । ଆଉ ଏହି ବନ୍ଦର ରାଜ୍ୟର ସବୁଠାରୁ ବଡ଼ ହେବା ସୋନପୁରର ବାହୁଦା ମୁହାଣ ବନ୍ଦର ହେବା ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲୋ ରାଜ୍ୟରେ ରହିଥିବା ଧାମରା, ପାରାଦୀପ, ଗୋପାଳପୁର ବନ୍ଦର ଠାରୁ ବଡ଼ ବନ୍ଦର ହେବ ସୋନପୁର ବନ୍ଦର। ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ବନ୍ଦର ନିର୍ମାଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବର୍ଷକୁ ୧୫୦ ମିଲିଅନ୍‌ ମେଟ୍ରିକ ଟନ୍ କାର୍ଗୋ ପରିବହନ କରିବାର କ୍ଷମତା ରହିବ | ୨୦୨୫ ମସିହା ସେପ୍ଟମ୍ବର ୧୯ ତାରିଖରେ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଲିମିଟେଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ବନ୍ଦର ପାଇଁ ୫ ହଜାର ଏକର ଲୁଣ ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ବଳକା ୧୭୪୧ ଏକର ଜମି ଆନ୍ଦ୍ର ଅଞ୍ଚଳରେ ବାବେଳେ ତାହାକୁ ଅଣାଯାଇ ବନ୍ଦର ନିର୍ମାଣରେ ଲଗାଯିବ | ବନ୍ଦର ପାଇଁ ଆବଶ୍ୟକ ରହିଥ‌ିବା ଭିଜିବାଲଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ ହୋଇସାରିଛି ମତ୍ସ୍ୟଜୀବୀ ମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖାଯାଇ ବନ୍ଦର ନିର୍ମାଣ ହେବ ଓ ଶହ ଶହ ଲୋକେ ନିଯୁକ୍ତି ପାଇପାରିବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ସେପଟେ ଏହି ବନ୍ଦରକୁ ପିପିପି ମୋଡରେ କରାଯିବ । ସର୍ଭେ ସରିଥିବା ବେଳେ ସହ ଟେକ୍‌ନିକାଲ ରିପୋର୍ଟ ଆସିସାରିଛି। ଖୁବଶୀଘ୍ର ଡ଼ିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ ହେବ ବୋଲି କହଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ।ବନ୍ଦର ହେଲେ ଗଞ୍ଜାମ ଜିଲ୍ଳାର ଅଭିବୃଦ୍ଧି ସହିତ ଓଡ଼ିଶାର ଅଗ୍ରଗତି ହୋଇପାରିବ, କିଛି ବେକାର ଯୁବକଙ୍କ ସହିତ ଚତୁର୍ଥ ଶ୍ରେଣୀ କର୍ମଚାରୀ, ବ୍ୟବସାୟୀ ଉପକୃତ ହୋଇ ପାରିବେ |

News Comment

You Might Also Like

BACK TO TOP