Breaking News

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||     

ଗ୍ରାମ୍ୟ ରାସ୍ତାର ଉର୍ନତି କରଣ ପାଇଁ ଶିଳାନ୍ୟାସ |

03-Mar-2026

ଗ୍ରାମ୍ୟ ରାସ୍ତା ର ଉନ୍ନତୀକରଣ ଶିଳାନ୍ୟାସ 
ଓଡିଶା ଜନ ମତ, ବୁଗୁଡ଼ା ୦୩।୩ :  ଡ. କୁମୁଦ ଚନ୍ଦ୍ର ବେହେରା 

ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସ୍ଥାନୀୟ ପୂର୍ତ୍ତ ବିଭାଗ ସଡ଼କ ରୁ ଗୋଳାବନ୍ଧ , ସଙ୍କୁରୁ, ଭାଗଡା ଗ୍ରାମ୍ୟ ରାସ୍ତା ର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ  କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୧୨ କୋଟି ୭ ଲକ୍ଷ  ଟଙ୍କା ରେ ୧୩ କିମି ଗ୍ରାମ୍ୟ ରାସ୍ତା ର  ପ୍ରଶସ୍ତିକରଣ  ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସ୍ଥାନୀୟ ପୂର୍ତ୍ତ ବିଭାଗ ସଡ଼କ ରୁ ଗୋଳାବନ୍ଧ , ସଙ୍କୁରୁ ଓ ଭାଗଡା ଅଭିମୁଖେ ଲମ୍ବିଥିବା ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ବିଶେଷ କରି ବୁଗୁଡ଼ା ରୁ ବେତାରସିଂ ଗାଁ ଅତିକ୍ରମ କରି ସାଢେ଼ ୩ କିମି  ରାସ୍ତା ଭାରୀଯାନ ଚଳାଚଳ ହେତୁ ଖାଲ ଖମା ରେ ଭରି ଯାଆସ ପାଇଁ ବିପଦ ପୂର୍ଣ୍ଣ ହୋଇଛି । ବର୍ଷା ଋତୁ ରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ତେବେ ୩.୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ରାସ୍ତା କୁ ୫.୫ ମିଟର ପ୍ରଶସ୍ତ କରାଯିବାକୁ ମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

News Comment

You Might Also Like

BACK TO TOP