Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଦୋଳ ଯାତ୍ରା ପରେ ନିଜ ମନ୍ଦିର କୁ ଫେରିଲେ ଦୁଇ ଠାକୁର ଚନ୍ଦ୍ରଶେଖର, ଓ ମଦନ ମୋହନ |

05-Mar-2026

ଶାନ୍ତି ଶୃଙ୍ଖଳା ର ସହିତ ଉଦଯାପିତ ହେଲା ଦୋଳଯାତ୍ରା.
ନିଜସ୍ୱ ମନ୍ଦିର କୁ ଫେରିଲେ ଚନ୍ଦ୍ରଶେଖର ଓ ମଦନମୋହନ,

ଓଡିଶା ଜନ ମତ ,ବେଗୁନିଆପଡା, ସୂର୍ଯ୍ୟ ନାରାୟଣ ବଡୁ, 

 ଦୀର୍ଘ ସାତଦିନର ଯାତ୍ରା ଶେଷ କରି ଗୁରୁବାର ନିଜସ୍ୱ ମନ୍ଦିର କୁ ଫେରିଲେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କ ବିଜେ ପ୍ରତିମା ଚନ୍ଦ୍ର ଶେଖର ଏବଂ ଜଗନ୍ନାଥ ଙ୍କ ବିଜେ ପ୍ରତିମା ମଦନ ମୋହନ, ଦୀର୍ଘ ଦିନର ଏହି ଯାତ୍ରା ରେ ଅଞ୍ଚଳ ତଥା ଅଞ୍ଚଳ ବାହାର ଯାତ୍ରାପ୍ରେମୀ ତଥା ଭକ୍ତଙ୍କ ସମାଗମ ଲାଗି ରହିଥିବା ବେଳେ କୋଦଳା ପୋଲିସ ର ଦାଇତ୍ୱ ବୋଧ ଉଚ୍ଚକୋଟିର ଥିଲା, ପୋଲିସ ପ୍ରଶାସନ ର ନିଷ୍ପତ୍ତି ପ୍ରକାରେ କୋଦଳା ର ମୁଖ୍ୟଯାତ୍ରା ରେ ଆତସବାଜି ପ୍ରଦର୍ଶନ ବନ୍ଦ ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତ ଲୀଳା ସାଙ୍ଗକୁ ରାମାୟଣ ନାଟକ ଯାତ୍ରାପ୍ରେମୀଙ୍କୁ ଭରପୁର ଉତ୍ସାହ ର ଖୋରାକ ଯୋଗାଇଥିଲା !
ଗଞ୍ଜାମ ଜିଲ୍ଲା କୋଦଳା ରେ ଫେବୃଆରୀ 27 ତାରିଖ ରୁ ଧୁମଧାମ ରେ ଚାଲିଥିବା ଦୋଳଯାତ୍ରା ରେ କୋଦଳା ବିଜେ ଆରାଧ୍ୟ ଦେବତା ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଏବଂ ବିଶ୍ୱ ନିୟନ୍ତା ଜଗତର ନାଥ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟକ ଦିନ ବିଳମ୍ବିତ ରାତ୍ର ରେ ଘଣ୍ଟ ମୃଦଙ୍ଗ, ଢୋଲବାଦ୍ୟ, ଛତି, ତରାସ ଏବଂ ପଶୁମୁଖା ଧାରୀ ଙ୍କ ସହିତ ବିରାଟ ପଟୁଆର ରେ ନିଜ ନିଜର ସୁ ସଜ୍ଜିତ ସ୍ୱତନ୍ତ୍ର ଚୌଦୋଳ ବିମାନ ରେ ନିଜ ନିଜ ମନ୍ଦିର ରୁ ବାହାରି ଗ୍ରାମ ର ପ୍ରତ୍ୟକ ଦୁଆରୁ ଭୋଗ ଖାଇ ଯାତ୍ରାପଦାରେ ହରିହର ଭେଟ ହୋଇ ସମସ୍ତ ଗ୍ରାମ ପରିକ୍ରମା କରି ପନ୍ତିଭୋଗ ଖାଇବା ସହିତ ରାଜାଗ୍ନୀ ରେ ଅଗ୍ନି ସଂଯୋଗ କରି ନିଜ ନିଜ ମନ୍ଦିର କୁ ଫେରୁଥିବା ବେଳେ ମଙ୍ଗଳବାର ଗ୍ରହଣ ରେ ଦିନସାରା ମନ୍ଦିର ରେ ରହି ବୁଧବାର ବିଳମ୍ବିତ ରାତ୍ର ରେ ପୁଣି ବାହାରି ଗ୍ରାମ ପରିକ୍ରମା କରିବା ସହିତ ଯାତ୍ରାମଣ୍ଡପ ରେ ପ୍ରବେଶ କରିଥିଲେ  l ସେହି ସମୟ ରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଉଭୟ ପକ୍ଷ ର ଆଲୋକ ସଜ୍ଜା ଆକର୍ଷଣୀୟ ହୋଇଥିଲା

News Comment

You Might Also Like

BACK TO TOP