Breaking
News
Breaking
News
11-Mar-2026
ସିଦ୍ଧାର୍ଥ ନଗର ଦ୍ୱିତୀୟ ଗଳି ନିବାସୀ ଅଶାନ୍ତି ସେଠୀଙ୍କ ସନ୍ଦେହ ଜନକ ମୃତ୍ୟୁ,
ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁର:--
ଜଣେ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି | ସେ ହେଉଛନ୍ତି ସିଦ୍ଧାର୍ଥ ନଗର ଦୁତୀୟ ଗଳି ନିବାସୀ ଅଶାନ୍ତି ସେଠୀ | ଘରଲୋକେ ଆତ୍ମହତ୍ୟା ଅଭିଯୋଗ ଅଣୁଥିବା ବେଳେ ପୋଲିସ ହତ୍ୟା ହୋଇଥିବା ସନ୍ଦେହ କରୁଛି।ସାଇଣ୍ଟିଫିକ ଟିମ ପହଞ୍ଚି କରୁଛି ତନାଘନା । ଅନ୍ୟ ପକ୍ଷରେ ମୃତ ମହିଳାଙ୍କ ପିତା ଖଦାଳ ସେଠୀ ତାଙ୍କ ଝିଅକୁ ସାବତ ପୁଅ ଓ ବୋହୁ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
BACK TO TOP