Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

ଖଲ୍ଲିକୋଟ ବ୍ଳକର ପଥରା ଲଙ୍ଗଳେଶ୍ୱର ରେ 21 ଦିନିଆ ଦଣ୍ଡ ନୃତ୍ୟ ଆରମ୍ଭ |

24-Mar-2026

ଖଲ୍ଲିକୋଟ :ପଥରା ଓ ଲଙ୍ଗଳେଶ୍ୱର୍ଭରେ 21 ଦିନିଆ ଦଣ୍ଡନାଚ ଆରମ୍ଭ |

 ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା ,

ଖଲ୍ଲିକୋଟ ;  24/3 ସବୁ ବର୍ଷ ଭଳି ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ରେ 21 ଦିନିଆ ପାରମ୍ପରିକ ଦଣ୍ଡନାଚ   ଶୁଭାରମ୍ଭ  ହୋଇଥିବା ଦେଖିବାକୁ ମିଳିଛି |ଦୀର୍ଘ ଏକ ବର୍ଷ ଧରି ଦଣ୍ଡ ପଲାବ କରୁଥିବା ହବିଷ୍ୟାଳି ମାନେ ଚାହିଁ ରହିଥାନ୍ତି |ଏହି ଦଣ୍ଡ ଯାତ୍ରା କୁ ଖୁବ ନିଷ୍ଟା ର ସହ ପାଳନ କରାଯାଏ |ଖଲ୍ଲିକୋଟ ବ୍ଲକ ର ଲଙ୍ଗଳେଶ୍ୱର ଦଣ୍ଡ ଶ୍ରୀ ଶ୍ରୀ ଛାତ୍ରେଶ୍ୱର ବାବା ଓ ଅଜ୍ଞାମାଳ ନେଇ ପର୍ତୁଶ 4 ଘଣ୍ଟ ସମୟ ରେ ଦଣ୍ଡ ବ୍ରତ କୁ ଆଗମ 21 ଦିନ ପାଇଁ କନ୍ୟା ସଂକ୍ରାନ୍ତି ର ଆଠ ଦିନ ପରେ ଗ୍ରାମର ପୋଖରୀ ଠାରେ ନିଶା ଘାଟ ହୋଇ ଥାଏ |ଲଙ୍ଗଳେଶ୍ୱର ଗ୍ରାମର ପ୍ରାୟ 50 ଜଣ ଭକ୍ତ ଗ୍ରାମ ର କୁମ୍ଭୀର ଗାଡ଼ିଆ ପୋଖରୀ କୁ ଯାଇ ସେଠାରେ ପାରମ୍ପରିକ ଵିଧି ଅନୁଯାଇ ପଇତା ଧାରଣ ଓ ସଂକଳ୍ପ ସାଙ୍ଗକୁ ଅନ୍ୟବ୍ୟ ପୂଜା ଵିଧି ମୁତଵାଜ ପୂଜା ଅର୍ଚନା ଅନୁଷ୍ଠିତ ହୋଇଥିଲା |ପୋଖରୀ ତୁଠ ରେ ପାଟ ଦଣ୍ଡୁଆ ଗନ୍ଧଣା କାଠ କୁ ଘଷି ଅଗ୍ନି ସଂଯୋଗ କରି ବର କୁ ଧରି ଠାକୁରଙ୍କୁ ବିଭିନ୍ନ ଆଭୂଷଣ ଓ ଧୂପ ଦୀପ ରେ ଆବାହନୀ କରି ଗ୍ରାମ ପରିକ୍ରମା କରି ଗ୍ରାମ ବାସୀଙ୍କ ଫୁଲ ବସ୍ତ୍ର ଓ ଭୋଗ ଗ୍ରହଣ କରିଥିଲେ |ଲଙ୍ଗଳେଶ୍ୱର ଗ୍ରାମରେ ପରମ୍ପରା କୁ କଡା କଡୀ ଭାବେ ପଲାନ କରିଥାନ୍ତୁ |ଉକ୍ତ ଦଣ୍ଡ ଯାତ୍ରା ରେ କୌଣସି ଅପେରା ନ କରି କେବଳ ଦଣ୍ଡ ଶୁଆଙ୍ଗ ଏକୋଇଁଶୀ ହଳ ପଟେ ନାଟଜ ମାନସିକ ଧାରୀ ଙ୍କ ଦୁଆରେ ମଞ୍ଚସ୍ଥ କରିଥାନ୍ତି |କୌଣସି ମହିଳା ଅଭିନେତ୍ରୀ ବିନା ପୂସୁଷ ମାନେ ମହିଳା ଅଭିନେତ୍ରୀ ର ଭୂମିକା ନିଭାଇ ଥାନ୍ତି |ସେହି ପରି ଖଲ୍ଲିକୋଟ ବ୍ଲକ ର ପଥରା ଗ୍ରାମରେ ଥିବା 20 ଦିନିଆ ଦଣ୍ଡ ନାଚ ବୁଧବାର ଦିନ ବାହାରିବେ | ପଥରା ଗ୍ରାମ ର ଅଧିଷ୍ଠିତ ମହାଦେବ ଶ୍ରୀ ଶ୍ରୀ ଇସନେଶ୍ୱର ବାନା ଓ  ଅଜ୍ଞାମାଳ ନେଇ ବାହାରିବ |ଖଲ୍ଲିକୋଟ ବ୍ଲକ ର ଚଣ୍ଡୀପୀଠ, ଦାନପୁର, ଶୀଧେଶ୍ୱର ଗଣ୍ଡାପଲ୍ଲୀ ଗୋପେଶ୍ୱର ଙ୍କ ବାନା ଓ ଅଜ୍ଞାମାଳ ରେ ପ୍ରତିଷ୍ଠିତ କେଶପୁର ଦଣ୍ଡ ଓ ପଭୃତି 15 ଦିନିଆ ଓ 13 ଦିନିଆ ଦଣ୍ଡ ମଧ୍ୟ ଭ୍ରମଣ ରେ ଆସିବେ |ତେବେ ବିଭିନ୍ନ ଦଣ୍ଡ ନାଚ ମାନଙ୍କରେ ଅପେରା  ପ୍ରଦସର୍ଶନ ପାଇଁ  ମହିଳା ଅଭିନେତ୍ରୀ ମାନଙ୍କୁ ନେଇ ଆଖଡ଼ା ଜୋର ସୋର ରେ ଚାଲିଛି |କିନ୍ତୁ ଦଣ୍ଡ ନାଚ ରେ ଅଶ୍ଳୀଳ ନୃତ୍ୟ କୁ ପ୍ରଶାସନିକ କଟକଣା ଜରି କରିଛି |ଦଣ୍ଡ ଯାତ୍ରା କୁ ମନ ଭରି ଉପଭୋଗ କରିବା ପାଇଁ ସୁରଟ ବମ୍ବେ ପଭୃତି ଅଞ୍ଚଳ ରୁ ନିଜ ଗ୍ରାମରେ ପହଞ୍ଚିଲେଣି |ଉକ୍ତ ଦଣ୍ଡ ଯାତ୍ରା ଆଗାମୀ ମେରୁ ସଂକ୍ରାନ୍ତି ପର୍ଯ୍ୟନ୍ତ ଦଣ୍ଡୁଆ ମାନେ ଧୂଳି ଦଣ୍ଡ ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ମାନସିକ ଧାରୀ ମାନଙ୍କୁ ବାସଭବନ ସମ୍ମୁଖ ରେ ଅନୁଷ୍ଠିତ ହେବ |ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ |ସମସ୍ତ କୃଷି କର୍ମ ଶେଷ ହେବା ପରେ ଦଣ୍ଡ ନାଚ ଆରମ୍ଭ ହୋଇ ଥାଏ |, ତେବେ ଦଣ୍ଡ ନାଚ ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କ ରେ ପାରମ୍ପରିକ ଢୋଲ ମହୁରୀ କାହାଳି ଓ ବାଦ୍ୟ ବଦଳରେ ଆଧୁନିକତା ର ଛାପ ରେ ବିଭିନ୍ନ ବୈଦୁତିକ ବାଦ୍ୟ ଯନ୍ତ୍ର ମାଧ୍ୟମ ରେ ନାଟକ ପରିଵର୍ଷଣ ହେଲାଣି |(ଫୋଟୋ )

News Comment

You Might Also Like

BACK TO TOP