Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ରାତି ପାହିଲେ ଆରମ୍ଭ ହେବ ଦଣ୍ଡ ଯାତ୍ରା ତିନି ପୁଞ୍ଜା ର ଆଣିଲେ ପ୍ରଭା ଚିତ୍ର |

24-Mar-2026

ରାତି ପାହିଲେ ପୁରୁଷୋତ୍ତମପୁର   ରେଆରମ୍ଭ ହେବ ଚାରି ପୁଞ୍ଜା ଦଣ୍ଡ ଯାତ୍ରା,

  ଓଡିଶା ଜନ ମତ  ବ୍ୟୁରୋ,

ପୁରୁଷୋତ୍ତମପୁର ସହର ରେରାତ୍ର ପାହିଲେ ଆରମ୍ଭ ହେବ ଚାରି ପୁଞ୍ଜା  ଦଣ୍ଡ  ଯାତ୍ରା,  ଆଜି ବାଜା ବାଜଣା  କରି  ପୋଷ୍ଟ ଅଫିସସାହିର ଚିତ୍ରକାର ଗୁଗୁନା ପଣ୍ଡାଙ୍କ ଘରୁପୂଜାର୍ଚନା କରି ଆଣିଲେ  ତିନିଗୋଟି ଦଳର ମାଆଙ୍କ ପ୍ରଭା  ଚିତ୍ର  | ସେହି ଦଳ ଗୁଡିକ ହେଲା ଧୋବା ପୁଞ୍ଜା, ତେଲି ପୁଞ୍ଜା ଓ ଗୌଡ଼ ପୁଞ୍ଜା | ଆଛୁଲୀ ପଞ୍ଚାୟତ ପୋଖରୀ ରେ ମେରୁଯାତ୍ରା କରୁଥିବା 
ମାଆ ବିପତି ହାରିଣୀ ଦଣ୍ଡ ପୁଞ୍ଜା ଏହି ଚିତ୍ର କାର ଙ୍କ ଘରୁ ଚିତ୍ରିତ ପ୍ରଭା ନ ଆଣି ଅନ୍ୟକୌଣସି ସ୍ଥାନରୁ ପ୍ରଭା ନେଉଥିବାର ଜଣା ପଡିଛି  | ଆସନ୍ତା କାଲି ସମସ୍ତ ଏହି ସହର ର ଚାରିଗୋଟି ଦଣ୍ଡ ଦଳ ସେମାନଙ୍କ କାଳୀ ମାତାଙ୍କ ପୀଠରୁ ନୀତିନିୟମ, ପୂଜାର୍ଚନା ପରେ ଢୋଲ ତାଳ ବଜେଇ  ପ୍ରଥମେ ନଗର ପରିଭ୍ରମଣ କରି  ତାପରେ ସାହି ସାହି ବୁଲି କୁମ୍ଭ ଢାଳି  ସମସ୍ତଙ୍କ ଦୁଆରେ ବଢ଼ା ଯାଇଥିବା ଭୋଗ କୁ  ପୂଜା କରି ସେମାନଙ୍କ  ମନ୍ଦିର ଆଗରେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓରାତ୍ରରେ ଅଗ୍ନି ଦଣ୍ଡ କରୁଥାନ୍ତି | ଆସନ୍ତା କାଲି 21 ଦିନିଆ ଦଣ୍ଡ ବାହାରିବେ  | ପୁରୁଷୋତ୍ତମପୁର ବ୍ଲକରେ  ପୁରୁଷୋତ୍ତମପୁର ର 4 ଦଣ୍ଡ ଦଳ ବ୍ୟତୀତ  ଭାଟ କୁମାରଡ଼ା ରେ ଗୋଟିଏ ଦଳ , ଜାମୁନି ରେ ଗୋଟିଏ ଦଳ, ମୋଡ଼ା ବାଇରେ ଏକ ଦଳ, ରାଉଳ ପାଲି ରେ ଗୋଟିଏ ଦଳ, କୋଳିଦାସ ପୁର ରେ ଦୁଇ ଦଳ ,  ଶିକୁଳାରେ ଗୋଟିଏ ଦଳ  ସର୍ବମୋଟ 11ଗୋଟି  ଦଳ ଆସନ୍ତା କାଲିଠାରୁ ଏବଂ ତିନି ଦିନ ପରେ, ଓ ଆଠ ଦିନ ପରେ ବାହାରିବ ଅନ୍ୟାନ୍ୟ ଦଳ | କାଲିର  ଠାରୁ ସହର ଠାରୁ ମଫସଲ ସବୁଠାରେ ଦେଖାଯିବ ଆଧାତ୍ମିକ ପରିବେଶ  "ରୁଦ୍ର ମଣୀ ଙ୍କୁ ଭଜ ହେ, ଦଣ୍ଡ କାଳୀ ଙ୍କୁ ଭଜ ହେ  ଧ୍ଵନି ଏବଂ ଢୋଲ  ଓ ତାଳ ରେ ପ୍ରକମ୍ପିତ ହେବ ଗଗନ ପବନ | ସବୁଠାରେ ଭକ୍ତି ମୟ ଦୃଶ୍ୟ ପରିଲକ୍ଷିତ ହେବାର ଦେଖିବାକୁ ମିଳିବ  | ଏହାପରେ  18 ଦିନିଆ ଦଣ୍ଡ ଦଳ ଓ ତେର ଦିନିଆ ଦଣ୍ଡ ଦଳ ବାହାରି ମେରୁ ସଂକ୍ରାନ୍ତି ମଧ୍ୟ ରାତ୍ର ରେ  ଶେଷ ହେବଭୁକୁତାମାନଙ୍କ ବହୁ କଷ୍ଟ ସହିଥିବା ଏହି ଦଣ୍ଡ ଯାତ୍ରା   |

News Comment

You Might Also Like

BACK TO TOP