Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ମମତାଙ୍କ ଟିଏମସି ଦଳକୁଇଡି ଜବତ କରିଥିବା ବ୍ୟାଙ୍କ ପରିଚାଳନା ପାଇଁମିଳିଲାନି ଅନୁମତି |

21-Jul-2026

ମମତାଙ୍କ ଟିଏମ୍‌ସିକୁ ଅନୁମତି ଦେଲେନି ହାଇକୋର୍ଟ, ଇଡି ଜବତ କରିଥିବା ଆକାଉଣ୍ଟ ପରିଚାଳନା ପାଇଁ  |

ଓଡିଶା ଜନ ମତ ବ୍ୟୁରୋ,

କ୍ଷମତା ଚାଲିଗଲା ପରେ ଶାସନ  ରେ ରହି ଥିବା  ସବୁ ରାଜନେତା ମୁଖ୍ୟଙ୍କୁଏବଂ ସେମାନଙ୍କ ନେତାମାନେ ଶାସକ ସରକାର ରେ ବହୁତ ଅସୁବିଧା ର ସମୁଖୀନ ହେବାର ବହୁତ ନଜିର ରହିଛି | ଏବେ ସେପରି  ଗୋଟିଏ ଘଟଣା ଘଟିଛି ପଶ୍ଚିମ ବଙ୍ଗରେ |କୋଲ କାତା ହାଇକୋର୍ଟରୁ ମମତା ବାନାର୍ଜୀଙ୍କୁ ସୋମବାର ବଡ଼ ଝଟ୍‌କା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଜବତ ହୋଇଥିବା ଟିଏମ୍‌ସିର ତିନିଟି ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବାକୁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କୁ ଅନ୍ତରୀଣ ଅନୁମତି ମିଳିନାହିଁ | ପଶ୍ଚିମ ବଙ୍ଗପୁଲିସଦ୍ୱାରାଅଭିଯୋଗ କରାଯାଇଥିବାଅସତ୍ଆର୍ଥିକ କାରବାର,ବେଆଇନ ଅର୍ଥ ସଂଗ୍ରହ ଓ ଦଳର କିଛି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମ ରେ ସନ୍ଦିଗ୍ଧ ପାଣ୍ଠି ପଠାଇବା ସମ୍ପର୍କରେ ରୁଜୁ ହୋଇଥିବା ଏତଲା ଆଧାରରେ ତଦନ୍ତ ପରିପ୍ରେକ୍ଷୀରେ ଇଡି ତୃଣମୂଳ କଂଗ୍ରେସର ୪୪୦.୪୨ କୋଟି ଟଙ୍କା ସହିତ ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି। 
ଏହି ମାମଲାରେପକ୍ଷମାନଙ୍କ ଯୁକ୍ତି ଶେଷ ହେବା ପରେ ଜଷ୍ଟିସ୍ କୃଷ୍ଣ ରାଓ ଜୁଲାଇ ୧୩ ତାରିଖରେ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ସଂରକ୍ଷିତ ରଖି ଥିଲେ। ଅଧିକାରୀଙ୍କ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଥିଲେ ଯେ, ଟିଏମ୍‌ସି ବ୍ୟାଙ୍କ ଆକାଉଣ୍ଟରୁକେୟାର ୱେଲ୍‌ ଏଭିଏସନ ଇଣ୍ଡିଆ ଲିମିଟେଡ ଓ ଏହାର ସହଯୋଗୀ ସଂସ୍ଥାକୁ ଏପ୍ରିଲ ୨୦୨୩ରୁ ଜୁନ୍‌ ୨୦୨୬ ମଧ୍ୟରେ ୧୬୦ କୋଟି ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି।୨୦୨୩ରୁ ୨୦୨୬ ମଧ୍ୟରେ କମ୍ପାନି ଆହୁରି ୮୨.୯୬ କୋଟି ଟଙ୍କା ଅନ୍ୟ ଏକ ନୂତନ ସଂସ୍ଥାକୁ ପଠାଇଥିବା ଅଭିଯୋଗ ହୋଇଛି। ଏହି ସଂସ୍ଥାକୁ ଏକ ବଡ଼ ପରିମାଣ ର ରାଶି ସ୍ଥାନାନ୍ତରିତ ହୋଇ ଥିଲା। ଏଥିମଧ୍ୟରୁ ୧୧୨ କୋଟି ଟଙ୍କା ଏକ ଏମ୍ବ୍ରାର ଲିଗାସି ୬୦୦ ବ୍ୟବସାୟିକ ଜେଟ୍ ଓ ଏକ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ୧୦୯ଏସପି ହେଲିକପ୍ଟର କ୍ରୟ ପାଇଁ ବ୍ୟବହୃତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଯାହାଦ୍ୱାରା ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ତୃଣମୂଳ କୁ ଏକ ଜୋରଦାର ଝଟକା ଲାଗିଛି |

News Comment

You Might Also Like

BACK TO TOP