Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଅଭିଷେକ ବାନାର୍ଜୀ ଙ୍କୁ ସି ଆଇ ଡ଼ି ତଦନ୍ତ |

26-Jul-2026

ତୃଣମୂଳ କଂଗ୍ରେସ ର ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଙ୍କୁ  ସି ଆ ଇଡି  ତଦନ୍ତ |

ଓଡିଶା ଜନ ମତ ବ୍ୟୁରୋ,

ଏକ ସଭାରେ ଗୃହମନ୍ତ୍ରୀ ଅମିତ ସାହା ଙ୍କୁଧମକ ପୁର୍ଣ ମନ୍ତବ୍ୟ ସହ ରାଜୀବ ଙ୍କୁ ଜୀବନ ପ୍ରତି ଭୟ ଦେଇଥିବା ନେଇ ଅଭିଷେକଙ୍କ ବିରୋଧରେ ସିଆଇଡି ତଦନ୍ତ, ସାମାଜିକ କର୍ମୀଙ୍କ ରାଜୀବଙ୍କ ଅଭିଯୋଗ ଅନୁଯାୟୀ, ହେଟ୍ ସ୍ପିଚ୍‌ ମାମଲାରେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସେ ପ୍ରଥମେ ଅଭିଯୋଗ କରିଥିଲେ । ଯାହାପରେ ସେ ଏବେ ଅଭିଷେକଙ୍କ ଟାର୍ଗେଟରେ ଥିବା କହିଛନ୍ତି । ଅଭିଷେକ ବାନାର୍ଜୀଙ୍କ ବିରୋଧରେ ନିର୍ବାଚନୀ ସଭାରେ ଉତ୍ତେଜନାମୂଳକ ଭାଷଣ ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ରାଜୀବ ଥାନାରେ ଅଭିଯୋଗ କରିଥିଲେ ।ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ହତ୍ୟା ଧମକ ଦେବା ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ପଶ୍ଚିମବଙ୍ଗ ପୁଲିସର ସିଆଇଡି ଟିମ୍‌ । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ବିଧାନନଗର ସାଇବର କ୍ରାଇମ୍ ଥାନାରେ ସାମାଜିକ କର୍ମୀ ରାଜୀବ ସରକାର ଅଭିଷେକଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଯାହାପରେ ଏବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ପ୍ରକାଶ କରିଛନ୍ତି ।ରାଜୀବଙ୍କ ଅଭିଯୋଗ ଅନୁଯାୟୀ, ହେଟ୍ ସ୍ପିଚ୍‌ ମାମଲାରେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସେ ପ୍ରଥମେ ଅଭିଯୋଗ କରିଥିଲେ । ଯାହାପରେ ସେ ଏବେ ଅଭିଷେକଙ୍କ ଟାର୍ଗେଟରେ ଥିବା କହିଛନ୍ତି । ଅଭିଷେକ ବାନାର୍ଜୀଙ୍କ ବିରୋଧରେ ନିର୍ବାଚନୀ ସଭାରେ ଉତ୍ତେଜନାମୂଳକ ଭାଷଣ ଦେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ରାଜୀବ ଥାନାରେ ଅଭିଯୋଗ କରିଥିଲେ ।ସୂଚନା ଯୋଗ୍ୟଯେ ଏହି ମାମଲାରେ ସିଆଇଡି ପୂର୍ବରୁ ଦୁଇଥର ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିସାରିଛି । ଏଥିସହ ବିଧାନନଗର ଅଦାଲତରେ ତାଙ୍କୁ ଭଏସ୍ ସାମ୍ପଲ୍ ମଧ୍ୟ ଦେବାକୁ ପଡ଼ିଥିଲା ।

News Comment

You Might Also Like

BACK TO TOP