Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ପାହାଡ଼ ଧସି ଟାଟାସୁମ ଗାଡି ଉପରେ ପଡିବାରୁ 13 ମୃତ, 2 ଆହାତ |

26-Jul-2026

ପାଙ୍ଗି -ଉଦୟ ପୁର ରାସ୍ତାରେ ଗାଡ଼ିଉପରେ ପାହାଡ଼  ଭୁଶୁଡି ବଡ଼ ପଥର ଖଣ୍ଡ ପଡ଼ି ୧୩ ଜଣ ମୃତ, 2 ଆହାତ  |

ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ପାହାଡ଼ ଧସି ପଥର, ମାଟି ତଳେ ପଡୁଛି  | ତେବେ ରାସ୍ତରେ ଯାଉଥିବା  ବ୍ୟକ୍ତି ମାନେ ଏହି ଦୁର୍ଘଟଣା ର ଶିକାର ହୋଈ ପ୍ରାଣ ହରାଇ ଥାନ୍ତି  | ତେବେ ଏପରି ଏକ ଛାତିଥରା ଲୋମ ଟାଙ୍କୁରା ଘଟଣା ଘଟିଛି ହିମାଚଳ ପ୍ରଦେଶର ଲାହୌଲ ସ୍ଥିତିର ପାଙ୍ଗୀ-ଉଦୟପୁର ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଲାହୌଲ  ସ୍ଥିତି ପୁଲିସ ଏହି ଦୁର୍ଘଟଣା ନେଇ ସ୍ପଷ୍ଟ କରିଛି। ଏହାପରେ  ଲାହୋଲ ସ୍ଥିତି ପୁଲିସ ଟିମ୍ ଘଟଣା ସ୍ଥଳକୁ ଯାଇଛନ୍ତି । ଭରମୋର-ପାଙ୍ଗୀର ବିଧାୟକ ଜନକ ରାଜଙ୍କ ଅନୁସାରେ ଉଦୟପୁର ରାସ୍ତାରେ ଘଟି ଥୁବା ଦୁର୍ଘଟଣାରେ ଗାଡ଼ିରେ ଯାତ୍ରା କରୁଥିବା ୧୫ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି । ଏଥୁରେ ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ଯ ସାମିଲ ଅଛି।ଅନ୍ୟ ଦୁଇଜଣ ସମ୍ପୂର୍ଣ ସୁସ୍ଥ ଅଛନ୍ତି । ମିଳି ଥିବା ସୂଚନା ଅନୁଯାୟୀ, ଲାହୌଲ ଘାଟିରୁ ପ୍ରାୟ 50 ରୁ 60 କିଲୋମିଟର ଦୂର କୁଡ଼ୁନାଲା ନିକଟରେ ଏହି ଘଟଣା ଘଟିଛି । ଏଠାରେ ଚଳନ୍ତା ଟାଟା ସୁମୋ ଉପରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡ ଖସି ପଡ଼ି ଥିଲା । ଟାଟା ସୁମୋ ଟ୍ୟାକ୍ସିରେ ମୋଟ ୧୫ ଜଣ ଯାତ୍ରୀ ଥିଲେ I ଭଙ୍ଗା ପଥର ଖଣ୍ଡ ମଧ୍ୟରୁ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ଗାଡ଼ିର ପଛ ଭାଗରେ ରେ ନିଆଁ ମଧ୍ଯ ଲାଗି ଯାଇ ଥୁଲା, ଯାହାର ଭିଡିଓ ସାମ୍ନାକୁ ଆସିଛି। ମୃତକଙ୍କ ସରକାରୀ ଭାବେ ପରିଚୟ ସ୍ପଷ୍ଟ ହୋଇ ନାହିଁ। ହେଲେ କୁହାଯାଉଛି, ସମସ୍ତ ମୃତକ ପାଙ୍ଗୀ ଘାଟି ବାସିନ୍ଦା । ଭରମାର ବିଧାୟକ ଜନକ ରାଜ କହିଛନ୍ତି ଯେ, ଆମେ ଚମ୍ବା ଏବଂ ଲାହୌଲ ସ୍ପିତି ଜିଲ୍ଲାପାଳଙ୍କୁ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅନୁରୋଧ କରିଛୁ ଏବଂ ପୁଲିସ ଓ ଉଦ୍ଧାରକ ଦଳ ଘଟଣାସ୍ଥଳକୁ ପ୍ରସ୍ଥାନ କରିଛନ୍ତି । ଏବଂ ମୃତ ଦେହ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଆହାତ ମାନଙ୍କୁ ମେଡିକାଲ ରେଭର୍ତ୍ତୀ କରିଛି ପୋଲିସ |

News Comment

You Might Also Like

BACK TO TOP