Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଧର୍ମେନ୍ଦ୍ର ପ୍ରଧନ ଙ୍କ ଇସ୍ତଫା ଗଣ ତନ୍ତ୍ର ର ବିଜୟ |

26-Jul-2026

ଅଭିଜିତ ଦୀପ୍‌କେଙ୍କ ମତ ଏହା ଆରମ୍ଭ ମାତ୍ର, କେନ୍ଦ୍ରଶିକ୍ଷା ମନ୍ତ୍ରିଙ୍କ ଇସ୍ତଫା ଗଣ ତନ୍ତ୍ର ର ବିଜୟ |

ଓଡିଶା ଜନ ମତ  ବ୍ୟୁରୋ,

ନିଟ ପେପର ଲିକ ଘଟଣାରେ  ଛାତ୍ର ମାନଙ୍କ  ସହିତ ସିଜେପି ରପ୍ରତିଷ୍ଠାତା ଅଭିଜିତ ଦୀପ୍ତିକେ କେନ୍ଦ୍ର ସରକାର ଙ୍କୁ ଦେଇଥିବା ବିଭିନ୍ନ ଦାବି ମଧ୍ୟରେ ପ୍ରଥମ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଙ୍କ ଇସ୍ତଫା  ସହ ଅନ୍ୟାନ୍ୟ ଦାବି ଥିଲା | ଶେଷରେ ସବୁ କଥାର ଅନ୍ତ ଘଟାଇ ଧର୍ମେନ୍ଦ୍ର ପ୍ରଧନ ଇସ୍ତଫା ଦେଲେ | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (ସିଜେପି) ନେତୃତ୍ବରେ ନୂଆଦିଲ୍ଲୀର ଜନ୍ତରମ ମନ୍ତରଠାରେ ଚାଲି ଥିବା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଖୁସିର  ଲହରି ଖେଳିଯାଇଛି । ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପ୍ତିକେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି । ଛାତ୍ରମାନଙ୍କୁ ଏହାର ଶ୍ରେୟ ଦେଇ ଦୀପ୍‌କେ କହିଛନ୍ତି ଛାତ୍ରମାନଙ୍କର ଦୀର୍ଘ ଦିନର ଶାନ୍ତିପୂର୍ଣ ଆନ୍ଦୋଳନ ସରକାରଙ୍କୁ ଏତେ ବଡ଼ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ଏହା  ଆମ ପାଇଁ ବଡ଼ ବିଜୟ। ଦେଶ ସମ୍ବିଧାନ ଦ୍ଵାରା ପରିଚାଳିତ ହେଉଛି ତା`ର ଜ୍ଵଳନ୍ତ ପ୍ରମାଣ। ଏହା ଆରମ୍ଭ ମାତ୍ର ବୋଲି ଦୀପକେ କହିଛନ୍ତି  ।ଧାରଣାସ୍ଥଳର ସଭାମଞ୍ଚରୁ ଶହ ଶହ ସମର୍ଥକଙ୍କୁ ସମ୍ବୋଧନ କରି ଦୀପକେ କହିଛନ୍ତି, ଇସ୍ତଫା ପ୍ରମାଣ କରିଥିଲାଯେ, ସ୍ଥାୟୀ ଶାନ୍ତିପୂର୍ଣ ପ୍ରତିବାଦ ପରିବର୍ତ୍ତନ ଆଣିପାରେ । ଜନସମାଗମର ପ୍ରବଳ ଜୟଧ୍ୱନି ମଧ୍ୟରେ ସେ ଆନ୍ଦୋଳନକୁ ଗଣତାନ୍ତ୍ରିକ  ମୂଲ୍ୟବୋଧର ବିଜୟ ଓ ଦେଶବ୍ୟାପୀ ଛାତ୍ରମାନଙ୍କ ସାମୂହିକ ସଂକଳ୍ପ ଭାବରେ ସମ୍ବୋଧିତ କରିଥିଲେ। ଦୀପ୍‌କେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଏହି  ଇସ୍ତଫା ପ୍ରମାଣ କରେ ଯେ ଯଦି  ଆପଣମାନେଭୟଭୀତ ନୁହନ୍ତି, ଯଦି ଆପଣମାନେ ଏହିସରକାର ଙ୍କ ଆଗରେ ମୁଣ୍ଡ ନୁଆନ୍ତି ନାହିଁ, ତେବେ ଆମେ ଯେକୌଣସି ବ୍ୟକ୍ତିଙ୍କ ଇସ୍ତଫା ନେଇପାରିବୁ। ଦୀପ୍ରକେ ଏହି ଅବସରରେ ପ୍ରଶ୍ନପତ୍ର  ଲିକ୍‌ ଯୋଗୁ  ଆତ୍ମହତ୍ୟା କରି ଜୀବନ ହାରିଥିବା ନିଟ୍ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମନେ ପକାଇଥିଲେ ଓ  ସେମାନ ଙ୍କ ସ୍ମରଣରେ ଦୁଇ ମିନିଟର ନିରବ ପ୍ରାର୍ଥନା କରିଥିଲେ। ଶନିବାର ଅପରାହ୍ନରେ କେନ୍ଦ୍ର  ସରକାର ଓ ସିଜେପି ପ୍ରତିନିଧ୍ବଙ୍କ ମଧ୍ଯରେ ତୃତୀୟ ପର୍ଯ୍ୟାୟ ବୈଠକ ପୂର୍ବରୁ ଶ୍ରୀ ପ୍ରଧାନ ଇସ୍ତଫ ଦେଇଥିଲେ। କିନ୍ତୁ ଆନ୍ଦୋଳନକାରୀ ଜିଦ ଧରିଥିଲେ ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ବିନା ସେମାନେ ଆନ୍ଦୋଳନରୁ ହଟିବେ ନାହିଁ । | କକ୍ରୋଚ ଜନତା ପାର୍ଟି (ସିଜେପି) କହିଛି, ସେମା ମାନଙ୍କ ମୁଖ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପୂରଣ ହୋଇଛି। ସେମାନ ମାନଙ୍କ ବାକି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ବିଚାରାଧୀନ ଅଛି । ସିଜେପି ପ୍ରତିଷ୍ଠାତାଅଭିଜିତ ଦୀପକେ କ‌ହିଛନ୍ତି ଯେ, ସେଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତଜନ୍ତର ମନ୍ତର ରେ ପ୍ରତିବାଦ ଜାରି ରହିବ। ସାମାଜିକ ଗଣମାଧ୍ଯମ ‘ଏକ୍ସ’ରେ ପୋଷ୍ଟ କରି ସିଜେପି ଏହାର ଦାବିର ଏକ ଅଦ୍ୟତନ ତାଲିକା ପ୍ରଦାନ କରିଛି । ଏଥିରେ  ସେମାନଙ୍କ ପୂର୍ବ ଦାବି ନିଟ୍ ? ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଏକ କୋଟିଟଙ୍କାକ୍ଷତିପୂରଣ ଦେବା ଓ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠ ନୁଷ୍ଠାନ ଗ୍ରହଣ ନ କରିବା ସହିତ ଆଉ ଏକ ଦାବି ଦିଲ୍ଲୀ ପୁଲିସ ଓ ରାପିଡ ଆକ୍ସନଫୋର୍ସସର୍ବସାଧାରଣ ରେ ସେମାନଙ୍କ ବର୍ବରତା ପାଇଁ କ୍ଷମା ମାଗିବା ଯୋଡ଼ା ଯାଇଛି। ଜନ୍ତରମନ୍ତ ମନ୍ତର ଓ ସମଗ୍ର ଦେଶ ଅନ୍ୟ ଦାବିଗୁଡ଼ିକ ପୂରଣ ହେବାକୁ ଅପେକ୍ଷା କରିଛି ବୋଲି ସିଜେପି କହିଛି । ଅନ୍ୟ ଦାବିଗୁଡ଼ିକ ପୂରଣ ହେବା ପର୍ଯ୍ୟନ୍ତ ଛାତ୍ରମାନଙ୍କ ଧାରଣା ଜାରି ରହିବ ବୋଲି କୁହାଯାଇଛି । ଶନିବାର କକ୍ରୋଚ୍ ପାର୍ଟି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ସ୍ଵାଗତ କରିଛି । ସିଜେପି ନିଜ ପ୍ରତିକ୍ରିୟାରେ କହିଛି, କୁହାଯାଉଥୁଲା ଯେ ଏହି ସରକାରରେ କେହି ଇସ୍ତଫା ଦିଅନ୍ତି ନାହିଁ।  ସମସ୍ତେ ମୁଣ୍ଡ ନୁଆଁଇବେ, ସେଥ‌ିପାଇଁ ନୁଆଁଇବାକୁ  ଜାଣିଥୁବା ଲୋକ ଆବଶ୍ୟକ ବୋଲି ଦୀପ୍‌କେ କହିଛନ୍ତି।

News Comment

You Might Also Like

BACK TO TOP