Breaking News

ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||     

ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||

02-Sep-2026

ଅଚଳାବସ୍ଥାରେ  ପୌରପରିଷଦର କୃଷକ ବଜାର ।
ସୁଧାର ଆସି ବ କେବେ ?

ଓଡିଶା ଜନ ମତ, ହିଞ୍ଜିଳିକାଟୁ ୧/୦୯/୨୬,

କୃଷ୍ଣ ଚନ୍ଦ୍ର ସାମନ୍ତରା :-----

କୃଷକ କଲ୍ୟାଣ ନିମନ୍ତେ ସରକାର ବହୁ ଯୋଜନା ଆରମ୍ଭ କରିଛନ୍ତି ।ଏଥିପାଇଁ ପୂର୍ବତନ ସରକାରଙ୍କ ଅମଳରେ ପୌରପରିଷଦ ପକ୍ଷରୁ ବହୁ ରାଜସ୍ବ ଖର୍ଚ୍ଚକରାଯାଇଛି  ।କିନ୍ତୁ ଏହାର ସୁଫଳ ପ୍ରକୃତ ପକ୍ଷେ ପାଉନଥିବା ଜଳଜଳ ଆଖି ଆଗରେ ଦେଖାଦେଇଛି । ଏହି ଅଚଳାବସ୍ଥାରେ ରହିଥିବା ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରପରିଷଦର ଅତି ନିକଟରେ ଥିବା   କୃଷକ ବଜାର ଦେଖିବା ମିଳିଛି  । ସୁଚନାମୁତାବକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀର  କୃଷକ ମାନଙ୍କ ନିମନ୍ତେ ହିଞ୍ଜିଳିର ପୌରପରିଷଦ ଅଞ୍ଚଳରେ କୃଷକ ବଜାର ନିର୍ମାଣ କରିଥିଲେ । ସେ ସାଧାରଣଜନତାଙ୍କ ସୁବିଧା ଓ ସୁଯୋଗ ନେଇ ବହୁ ଭରସା ପୁର୍ଣ୍ଣ ପ୍ରକଳ୍ପ କରିଛନ୍ତି ।ଯାହା ଫଳରେ ହିଞ୍ଜିଳି ଅଞ୍ଚଳର ସାଧାରଣଜନତା ତାଙ୍କର ଅବଦାନକୁ ଭୁଲି ନାହାନ୍ତି । ସେଥି ମଧ୍ୟରୁ କୃଷକ କଲ୍ୟାଣ ଏବଂ ଛୋଟିଆ ଚାଷୀଙ୍କ ପାଇଁ ଏହି କୃଷକ ବଜାର କରିଛନ୍ତି । କିନ୍ତୁ ତାହାର ଉନ୍ନତି ପାଇଁ ବହୁ ଅଟକଳ ପୌରପରିଷଦ ପକ୍ଷରୁ ଖର୍ଚ୍ଚ କରାଯାଇଛି ।କିନ୍ତୁ ପରିବର୍ତ୍ତନ ସରକାର ଅମଳରେ ପୁନରୁଦ୍ଧାର ନେଇ ଖର୍ଚ୍ଚ କରାଯାଇଛି ବୋଲି ବିଶେଷ ସୁତ୍ରରୁ ଖବରମିଳିଛି । ହେଲେ ଏହି କୃଷକ ବଜାର କୃଷକଙ୍କ ବ୍ୟବହାରରେ ଆସୁନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି କିନ୍ତୁ ସ୍ଥାନୀୟ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ ଛାମୁଆ ନେତାଙ୍କ ସ୍ଥାୟୀ ସମାଧାନ କରିବାକୁ କୌଣସି ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ଇଚ୍ଛା କରୁନାହାନ୍ତି । ଯାହା ଫଳରେ କୃଷକ ମାନେ ରାସ୍ତା କଡରେ ପରିବା ବିକ୍ରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟ ପଟରୁ କୃଷକ ବଜାରର ସ୍ବତନ୍ତ୍ର ଜାଗା ଥାଇ ରାସ୍ତା କଡରେ ପରିବା ବିକ୍ରି କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି । କୃଷକବଜାର ପାଇଁ ଖଣ୍ଡ ଖଣ୍ଡ କରି ଉନ୍ନତିକରଣ ନେଇ ରାଜସ୍ବ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଚାଷୀ ମାନଙ୍କ ପାଇଁ କାର୍ଯ୍ୟକାରୀ କରିବା ବ୍ୟବସ୍ଥା ପୌରପରିଷଦର ଆନ୍ତରିକତା ନାହିଁ ଯାହାକୁ ନେଇ ରାସ୍ତାରେ ଟ୍ରାଫିକ ସମସ୍ୟା ସହିତ ସାଧାରଣଜନତାଙ୍କ ପଦଚଲା ରାସ୍ତା ବିପଦ ସୃଷ୍ଟି କରିଛି  । ତେଣୁ ତୁରନ୍ତ ପୁର୍ବତନ ସରକାର ଅମଳରେ ଚାଷୀଙ୍କ ସୁବିଧା ସୁଯୋଗ ନେଇ ହୋଇଥିବା କୃଷକବଜାର ର ଅବସ୍ଥା ସୁଧାରିବା ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ତୁରନ୍ତ ପଦକ୍ଷେପ ନେବାକୁ ଏବଂ  କୃଷକମାନଙ୍କ ନିମନ୍ତେ କୃଷକବଜାର ଖୋଲିବା ସହ ଅଚଳାବସ୍ଥା ଅବସ୍ଥାରେ ଗତି କରୁଥିବା ହିଞ୍ଜିଳିକାଟୁ ପୌରପରିଷଦର କୃଷକ ବଜାର ସଚଳ ଅବସ୍ଥା ଆସିବା ପାଇଁ ସ୍ଥାନୀୟ  ସାଧାରଣରେ ମତ ପ୍ରକାଶ ପାଇଛି । 

News Comment

You Might Also Like

BACK TO TOP