Breaking News

ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |    (02-Sep-2026)       ||      ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||   (02-Sep-2026)       ||      କାର ଧକ୍କାରେ ଜଣେ ବୃଦ୍ଧ ବ୍ୟକ୍ତଙ୍କ ମୃତ୍ୟୁ ||   (02-Sep-2026)       ||      ଶେରଗଡ଼ ଥାନା ରାମଗିରି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା |   (02-Sep-2026)       ||      ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟପତି ଙ୍କୁ ଭେଟିଲେ ଗଞ୍ଜାମ ର 5ଟି ପ୍ରମୁଖ ସାଂସ୍କୃତିକ ଦଳର 90 କଳାକାର |   (02-Sep-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||   (02-Sep-2026)       ||      ଏଡ଼ସ ରୋଗର ନିରାକାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      କଞ୍ଚାଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ ସମୂହ କ୍ରୀଡା ପ୍ରତି ଯୋଗିତା |    (02-Sep-2026)       ||      ଜାଗିଲି ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ୱାଗତ ଉତ୍ସବ |    (02-Sep-2026)       ||      ଗଞ୍ଜାମ ଜିଲ୍ଳାର 12 ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ||   (02-Sep-2026)       ||      ରଣ ବୀର କାପୁରଙ୍କ ଅଭିନୀତ ରାମାୟଣ ଫିଲିମ ରିଲିଜ ପୂର୍ବରୁ 700କୋଟି ଅଫରକୁ ମନା କଲେ ନିର୍ମାତା |    (02-Sep-2026)       ||      ଏଥର ବ୍ରିଟିଶ ପ୍ରତିରକ୍ଷା ବାହିନୀର ସୈନିକ ମାନେନିଶ ଓ ଦାଢ଼ି ରଖି ପାରିବେ |    (02-Sep-2026)       ||      ବାହାଘର ଦୁଇବର୍ଷ ପରେ 40ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଶ୍ମୀରା ଇରାନୀ |    (02-Sep-2026)       ||      ମହା ଆଡ଼ମ୍ବର ରେ ପୋଲସରା ରେ ସ୍ୱାୟତ ଶାସନ ଦିବସ ପାଳିତ |   (01-Sep-2026)       ||      ପୋଲସରା ତାଲୁକା ଆଇନ ସେବା କମିଟି ପକ୍ଷରୁ ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା!|    (01-Sep-2026)       ||      ସାମ୍ବାଦିକ ମାନଙ୍କ ଦାବିକୁ ମାନିନେଲେ ରାଜ୍ୟ ସରକାର, ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା କାର୍ଡ ଚାଲୁ ରହିବ |    (01-Sep-2026)       ||     

ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||

02-Sep-2026

ପେସ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ବୃକ୍ଷ ରୋପଣ

ହିଞ୍ଜିଳିକାଟୁ ୨/୦୯/୨୬,

କୃଷ୍ ଚନ୍ଦ୍ ସାମନ୍ତରା :----- ମାନବ ସମାଜବଞ୍ଚି ରହିବା ପାଇଁ ବୃକ୍ଷ ରୋପଣ ସହ ବୃକ୍ଷ ପାଳନ ଉଭୟର ଆବଶ୍ୟକତା ରହିଛି। ଗଛ ଲଗାଇବା ଏହା ଏକ ପୁଣ୍ୟ କାମ । ବର୍ତ୍ତମାନ ଏ କଥା ସମସ୍ତେ ବୁଝିବାର ସମୟ ଆସିଛି । ୧୯୯୯ର ବାତ୍ୟା ଓ ଫନୀ ବାତ୍ୟାରେ ଯେତେ ଗଛ ଉପୁଡ଼ିଯାଇଛି ତା’ର ଭରଣା ହୋଇପାରିନାହିଁ। ସେହିଭଳି  ନେପାଳର ଆକସ୍ମିକ ବନ୍ୟା ପରିସ୍ଥିତିର ଭୟାବହ ଘଟଣା ଉପରେ ଆମେ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି । ଆମ ମାଟି, ପାଣି, ପବନ ପରି ବୃକ୍ଷ ଆମର ପରମ ବନ୍ଧୁ। ମଣିଷ ଧୋକାଦିଏ, ମନରେ ଦୁଃଖ ଦିଏ, କିନ୍ତୁ ଗଛ ଆପଣଙ୍କ ଭଲ ପାଇବା, ଯତ୍ନକୁ ବୁଝି ଶ୍ୟାମଳ ରଙ୍ଗରେ ହସିଉଠେ। ଫଳ ଫୁଲ, ଜାଳେଣି, ଗୃହ ସଜ୍ଜୀକରଣ ପାଇଁ କାଠ ଦେଇ, ପ୍ରଦୂଷଣମୁକ୍ତ ପରିବେଶ ଦେଇଥାଏ। ତେଣୁ ଆସନ୍ତୁ ଏଇ ମୌସୁମୀରେ ଧରଣୀକୁ ସବୁଜ ରଙ୍ଗରେ ସଜାଇ ଦେବା ଲକ୍ଷ୍ୟ ରଖି ପେସ କମ୍ପ୍ୟୁଟର ଏକାଡେମିକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବୃକ୍ଷ ରୋପଣ ପାଇଁ ମାନବ ସମାଜକୁ ଆଜିର  ବାର୍ତ୍ତା ରହିଛି ।ସୁଚନାମୁତାବକ ବୁଧବାର ଦିନ ପେସ କମ୍ପ୍ୟୁଟର ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖଣ୍ଡରା ଛକ ନିକଟସ୍ଥ ଜାତୀୟ ରାଜପଥ ୫୯ର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ସାଗରିକା ଷଢ଼ଙ୍ଗି , ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ  ବିରୋଧୀ ଦଳ ନେତାଙ୍କ ଡିଆରଡିଏର ପ୍ରତିନିଧି ଦେବାନନ୍ଦ ମହାପାତ୍ର , ହିଞ୍ଜିଳିକାଟୁ ବ୍ଳକ ପ୍ରତିନିଧି ଏ . ସୁଦର୍ଶନ ,ପୌରପରିଷଦ ପ୍ରତିନିଧି ପ୍ୟାରୀ ପାଢ଼ୀ ଅତିଥି ରୁପେ ଯୋଗ ଦେଇଥିଲେ ।ପେସ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ସମ୍ମାନିତ କରି  ବୃକ୍ଷ ରୋପଣ  କାର୍ଯ୍ୟକ୍ରମକୁ  ଆରମ୍ଭ କରାଯାଇଛି ।  ସେହିଭଳି ଗଣମାଧ୍ୟମ ପ୍ରତିନିଧି ସାରଥୀ ପାଢ଼ୀ ,ଭଏସ ଆଫ ମିଡିଆ ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ ଏବଂ ଗୋପବନ୍ଧୁ ପ୍ରେସକ୍ଳବ ହିଞ୍ଜିଳିକାଟୁର  ସଭାପତି ରଂଜିତ କୁମାର ପୋଲାଇ ,ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାମନ୍ତରାୟ ଉପସ୍ଥିତ ଥିବା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କୁ କମ୍ପ୍ୟୁଟର ଏକାଡେମିକ ପକ୍ଷରୁ ସମ୍ମାନିତ କରାଯାଇଛି । ପେସ କମ୍ପ୍ୟୁଟର ସୁଚନାନୁଯାୟୀ  ମାନବର ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ସ୍ଥଳ ଭାଗ ଜଳଭାଗ ଏବଂ ବାୟୁମଣ୍ଡଳରେ ବଡ଼ ପରିବର୍ତ୍ତନ ଘଟୁଛି। ଏହି କାରଣରୁ, ବିକାଶ ଏବଂ ଇକୋସିଷ୍ଟମ ଉପରେ ଖରାପ ପ୍ରଭାବ ପଡୁଛି। ଯାହା  ଗ୍ରୀନ ହାଉସ ଗ୍ୟାସର ଘନତା, ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ରରେ ଏସିଡ ବୃଦ୍ଧି ଆଦି ୪ଟି ପ୍ରମୁଖ କାରଣକୁ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ରହିଥିବା ଦର୍ଶାଯାଇଛି। ତେଣୁ  ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବାକୁ ଆମ୍ଭମାନଙ୍କ କର୍ତ୍ତବ୍ୟ ରହିଛି ନେଇ ପେସ କମ୍ପ୍ୟୁଟରର ମୁଖ୍ୟ ପରିଚାଳକ ଶିବାନୀ ପାତ୍ର ,ଶିକ୍ଷା ସଂଯୋଜକ ପ୍ରବୀଣ ସେଠୀ ଏବଂ କମ୍ପ୍ୟୁଟର ଶିକ୍ଷକ ମନୋଜ ପଟ୍ଟନାୟକ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । 

News Comment

You Might Also Like

BACK TO TOP