Breaking News

ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |   (02-Sep-2026)       ||      ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |    (02-Sep-2026)       ||      ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||   (02-Sep-2026)       ||      କାର ଧକ୍କାରେ ଜଣେ ବୃଦ୍ଧ ବ୍ୟକ୍ତଙ୍କ ମୃତ୍ୟୁ ||   (02-Sep-2026)       ||      ଶେରଗଡ଼ ଥାନା ରାମଗିରି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା |   (02-Sep-2026)       ||      ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟପତି ଙ୍କୁ ଭେଟିଲେ ଗଞ୍ଜାମ ର 5ଟି ପ୍ରମୁଖ ସାଂସ୍କୃତିକ ଦଳର 90 କଳାକାର |   (02-Sep-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||   (02-Sep-2026)       ||      ଏଡ଼ସ ରୋଗର ନିରାକାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      କଞ୍ଚାଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ ସମୂହ କ୍ରୀଡା ପ୍ରତି ଯୋଗିତା |    (02-Sep-2026)       ||      ଜାଗିଲି ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ୱାଗତ ଉତ୍ସବ |    (02-Sep-2026)       ||      ଗଞ୍ଜାମ ଜିଲ୍ଳାର 12 ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ||   (02-Sep-2026)       ||      ରଣ ବୀର କାପୁରଙ୍କ ଅଭିନୀତ ରାମାୟଣ ଫିଲିମ ରିଲିଜ ପୂର୍ବରୁ 700କୋଟି ଅଫରକୁ ମନା କଲେ ନିର୍ମାତା |    (02-Sep-2026)       ||      ଏଥର ବ୍ରିଟିଶ ପ୍ରତିରକ୍ଷା ବାହିନୀର ସୈନିକ ମାନେନିଶ ଓ ଦାଢ଼ି ରଖି ପାରିବେ |    (02-Sep-2026)       ||      ବାହାଘର ଦୁଇବର୍ଷ ପରେ 40ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଶ୍ମୀରା ଇରାନୀ |    (02-Sep-2026)       ||      ମହା ଆଡ଼ମ୍ବର ରେ ପୋଲସରା ରେ ସ୍ୱାୟତ ଶାସନ ଦିବସ ପାଳିତ |   (01-Sep-2026)       ||      ପୋଲସରା ତାଲୁକା ଆଇନ ସେବା କମିଟି ପକ୍ଷରୁ ସାମାଜିକ କଲ୍ୟାଣ ଯୋଜନା ନେଇ ସଚେତନତା!|    (01-Sep-2026)       ||     

ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |

02-Sep-2026

ଖଲ୍ଲିକୋଟ ସରକାରୀ ଚାରୁ ଓ କରୁ କଳା ମହାବିଦ୍ୟାଳୟ, "ନବ ପଲ୍ଲଵ " କାର୍ଯ୍ୟକ୍ରମ | 

ଓଡିଶା ଜନମତ,ଖଲ୍ଲିକୋଟ,

 ମାଧବ ବେହେରା :-----
ଖଲ୍ଲିକୋଟ :  3/8 ବୁଧବାର ଦିନ ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସର ରେ ଥିବା କୁଞ୍ଜବନ ମଣ୍ଡପ ଠାରେ ", ନବପଲ୍ଲବ " କାର୍ଯ୍ୟକ୍ରମ ମାଧ୍ୟମ ରେ ନବ ନିଯୁକ୍ତ ଅତିଥି ଅଧ୍ୟାପକ / ଅଧ୍ୟାପିକା ଓ ପ୍ରଶିକ୍ଷକ / ପ୍ରଶିକ୍ଷିକା ସମେତ ପ୍ରଥମ ବର୍ଷ ର ନବାଗତ  ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇ ଥିଲା |ମହାବିଦ୍ୟାଳୟ ର ଅଧକ୍ଷ ଦେବୀ ପ୍ରସାଦ ଦାସ ଙ୍କ ପୌରାହିତ୍ୟ ରେ ଆୟୋଜିତ ଏକ ଭବ୍ୟ ସମାରୋହ ରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ତାଂକ ବକ୍ତବ୍ୟ ରେ ଶୃଙ୍ଖଳା ତ୍ୟାଗ ଓ କର୍ତ୍ତବ୍ୟ କୁ ପାଥେୟ କରି ଆଗକୁ ବଢିଲେ ଛାତ୍ର ଛାତ୍ରୀ ମାନେ ଯଶସ୍ବୀ ହେବା ସହ ଦେଶ ଓ ସମାଜ ଗଠନ ର ସହାୟକ ହେବ ବୋଲି ପରାମର୍ଶ ଦେଇଥିଲେ |ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଖାଡ଼ଙ୍ଗା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଲିଓନଏଡ଼ ଦାବିନ୍ସ ଠାରୁ ସ୍ବିଡେନ ରେ ଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ମାନଙ୍କ ଭଳି  ଚିତ୍ତର୍କର ଭଳି କୃତି ଓ କୃତିତ୍ୱ ହାସଲ ପାଇଁ ପରାମର୍ଶ ଦେଇଥିଲେ |ଏ ଉପଲକ୍ଷେ ଆଠ ଜଣ ଅଧ୍ୟାପକ / ଅଧ୍ୟାପିକା ଓ ପ୍ରଶିକ୍ଷକ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା |ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ଦ୍ୱାରା ପ୍ରସୂତ ବିଭିନ୍ନ ଚିତ୍ର ଗୁଡିକ ଏକ ମନୋଜ୍ଞ ଚିତ୍ର କଳା ପ୍ରଦର୍ଶନୀ କୁ ଅତିଥି ମାନେ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଥିଲେ |, ପରିଶେଷରେ କଳା ଛାତ୍ର ଓ ଛାତ୍ରୀ ଙ୍କ ଦ୍ୱାରା ଏକ ବର୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଉପଭୋଗ୍ୟ ହୋଇଥିଲା |

News Comment

You Might Also Like

BACK TO TOP