Breaking News

ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ସହଯୋଗ ରେ ଚାଲାଣ ହେଉଥିବା ଏକ ଶିଶୁ କୁ ରେଳ ଷ୍ଟେସନ ଠାରୁ ଉଦ୍ଧାର |    (03-Sep-2026)       ||      ଅମାନିଆ ଯୁବ ଗାଡିଚାଳକ ଗାଡ଼ିରେ ଯାଉଥିଲା ବେଳେ ମୋବାଇଲ ରେ କଥା ହେଲେ ଲାଇସେନ୍ସ ରଦ୍ଦ ହେବ ||   (03-Sep-2026)       ||      ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |   (02-Sep-2026)       ||      ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |    (02-Sep-2026)       ||      ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||   (02-Sep-2026)       ||      କାର ଧକ୍କାରେ ଜଣେ ବୃଦ୍ଧ ବ୍ୟକ୍ତଙ୍କ ମୃତ୍ୟୁ ||   (02-Sep-2026)       ||      ଶେରଗଡ଼ ଥାନା ରାମଗିରି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା |   (02-Sep-2026)       ||      ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟପତି ଙ୍କୁ ଭେଟିଲେ ଗଞ୍ଜାମ ର 5ଟି ପ୍ରମୁଖ ସାଂସ୍କୃତିକ ଦଳର 90 କଳାକାର |   (02-Sep-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||   (02-Sep-2026)       ||      ଏଡ଼ସ ରୋଗର ନିରାକାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      କଞ୍ଚାଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ ସମୂହ କ୍ରୀଡା ପ୍ରତି ଯୋଗିତା |    (02-Sep-2026)       ||      ଜାଗିଲି ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ୱାଗତ ଉତ୍ସବ |    (02-Sep-2026)       ||      ଗଞ୍ଜାମ ଜିଲ୍ଳାର 12 ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ||   (02-Sep-2026)       ||      ରଣ ବୀର କାପୁରଙ୍କ ଅଭିନୀତ ରାମାୟଣ ଫିଲିମ ରିଲିଜ ପୂର୍ବରୁ 700କୋଟି ଅଫରକୁ ମନା କଲେ ନିର୍ମାତା |    (02-Sep-2026)       ||      ଏଥର ବ୍ରିଟିଶ ପ୍ରତିରକ୍ଷା ବାହିନୀର ସୈନିକ ମାନେନିଶ ଓ ଦାଢ଼ି ରଖି ପାରିବେ |    (02-Sep-2026)       ||      ବାହାଘର ଦୁଇବର୍ଷ ପରେ 40ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ କାଶ୍ମୀରା ଇରାନୀ |    (02-Sep-2026)       ||     

ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ସହଯୋଗ ରେ ଚାଲାଣ ହେଉଥିବା ଏକ ଶିଶୁ କୁ ରେଳ ଷ୍ଟେସନ ଠାରୁ ଉଦ୍ଧାର |

03-Sep-2026

ଚାଲାଣ ହେଉଥିବା ଏକ ଶିଶୁ କୁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରୁ ଉଦ୍ଧାର  କଲା ଜିଲ୍ଲା ପ୍ରଶାସନ।

ଓଡିଶା ଜନ ମତ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ  ;----
ପ୍ରକାଶ ଥାଉକି ନିକଟ ଅତିତରେ ରାଜ୍ୟ ବାହାରୁ (ହାଇଦରାବାଦ) କୁ ଚାଲାଣ ହୋଇଥିବା ୭ ଜଣ ନାବାଳିକାଙ୍କୁ ପୋଲିସ ପ୍ରଶାସନ ଗଜପତି ଦ୍ୱାରା ଉଦ୍ଧାର କରି ଥଇଥାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାକୁ ଶିଶୁ ଚାଲାଣ ମୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ନିମ୍ନଲିଖିତ କାର୍ଯ୍ୟକ୍ରମ ହାତକୁ ନେଇଛି। ଯେପରିକି  ଚିହ୍ନଟ ହୋଇଥିବା ଅସୁରକ୍ଷିତ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ୧୧୨ଟି ଗ୍ରାମରେ ଶିଶୁ ଚାଲାଣ ସମ୍ପର୍କିତ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ସମ୍ପୂର୍ଣ୍ଣ କରାଯାଇଛି। ଅସୁରକ୍ଷିତ ଗ୍ରାମ ପଞ୍ଚାୟତଗୁଡ଼ିକ ଅଧୀନରେ ଥିବା ୧୦୭ଟି ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ବୈଠକ ଆୟୋଜନ କରାଯାଇଛି। 
ଶିଶୁ ଚାଲାଣର ଆଶଙ୍କା ଥିବା ଶିଶୁମାନଙ୍କୁ ଚିହ୍ନଟ ଓ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥ , ବସ୍‌ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ୍‌ ଗୁଡ଼ିକରେ ଅଚାନକ ଯାଞ୍ଚ ଆରମ୍ଭ କରାଯାଇଛି। ଚିହ୍ନଟ ହୋଇଥିବା ୩ଟି ଅସୁରକ୍ଷିତ ଗ୍ରାମ ପଞ୍ଚାୟତର ମୁଖ୍ୟାଳୟରେ ୩ଟି ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଗଜପତି ଜିଲ୍ଲାପାଳ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟିର ସମସ୍ତ ସଭାପତିଙ୍କୁ ନିୟମିତ ଭାବେ ବୈଠକ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।
ଗତ ତା ୩୧.୮.୨୦୨୬ ରିଖ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଶ୍ରମ ବିଭାଗ , ଶିଶୁ ସହାୟତା  କେନ୍ଦ୍ର  ଓ ପୋଲିସ ବିଭାଗର ମିଳିତ ଭାବେ ଯାନବାହାନ ଯାଞ୍ଚ ପ୍ରକିୟା ପାରଳାଖେମୁଣ୍ଡି ର ଫରେଷ୍ଟ ଗେଟ , ପୁରୁଣାପାଟଣା ରାସ୍ତା , ପାରଳାଖେମୁଣ୍ଡି ବସଷ୍ଟାଣ୍ଡ , ରାଣିପେଣ୍ଠ ଛକ ଓ ରେଲୱେ ଷ୍ଟେସନ ଆଦି ପରିଭ୍ରମଣ କରି ଯାଞ୍ଚ  କରିବା ବେଳେ ରେଲୱେ ଷ୍ଟେସନରୁ ବିଶାଖା ପାଟନମ କୁ ଚାଲାଣ ହେଉଥିବା ଏକ ୧୬ ବର୍ଷର ଶିଶୁ (ବାଳକ) କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରାଯାଇଛି। ଶିଶୁ କଲ୍ୟାଣ ସମିତି ଉକ୍ତ ଶିଶୁଙ୍କୁ ଉତ୍କଳ ବାଳଶ୍ରମ ପାରଳାଖେମୁଣ୍ଡି ରେ ଥାଇଥାନ କରିଛନ୍ତି । ଶିଶୁ ଚାଲାଣ କୁ ବନ୍ଦ କରିବା ପାଇଁ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ଗନ୍ତବ୍ୟ ସ୍ଥଳଗୁଡିକରେ ଯାତାୟତ କରୁଥିବା  ଯାନବାହାନକୁ ନିୟମିତ ଯାଞ୍ଚ  କରାଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଛି।

News Comment

You Might Also Like

BACK TO TOP