Breaking News

ଚାକିରୀ କରେଇ ଦେବା ବାହାନାରେ ଲୋକଙ୍କୁ ଠକୁଥିବା ଯୁବକ ଗିରଫ |   (03-Sep-2026)       ||      ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ରେ ବିରାଟ ପରିବର୍ତ୍ତନ, ଜଣେ ଅବସର ବାୟୁସେନା ମାର୍ଶଲ ହେଲେ ପ୍ରଥମ ସି ଇ ଓ |    (03-Sep-2026)       ||      ପାରଳାଖେମୁଣ୍ଡି ଜିଲ୍ଲା ପ୍ରଶାସନ ସହଯୋଗ ରେ ଚାଲାଣ ହେଉଥିବା ଏକ ଶିଶୁ କୁ ରେଳ ଷ୍ଟେସନ ଠାରୁ ଉଦ୍ଧାର |    (03-Sep-2026)       ||      ଅମାନିଆ ଯୁବ ଗାଡିଚାଳକ ଗାଡ଼ିରେ ଯାଉଥିଲା ବେଳେ ମୋବାଇଲ ରେ କଥା ହେଲେ ଲାଇସେନ୍ସ ରଦ୍ଦ ହେବ ||   (03-Sep-2026)       ||      ଖଲ୍ଲିକୋଟସରକାରୀ ଚାରୁ ଓକାରୁ କଳା ମହାବିଦ୍ୟାଳୟ ରେ "ନବ ପଲ୍ଲବ ` କାର୍ଯ୍ୟକ୍ରମ |   (02-Sep-2026)       ||      ପ୍ରେସ କମ୍ପୁଟର ଏକାଡେମୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଦର୍ଶନ ଶାସ୍ତ୍ର ବିଭାଗର ନବାଗତ ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ |    (02-Sep-2026)       ||      ଛାତ୍ର ମାଡ଼ ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ବବିତା ପାତ୍ର ||   (02-Sep-2026)       ||      କାର ଧକ୍କାରେ ଜଣେ ବୃଦ୍ଧ ବ୍ୟକ୍ତଙ୍କ ମୃତ୍ୟୁ ||   (02-Sep-2026)       ||      ଶେରଗଡ଼ ଥାନା ରାମଗିରି ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା |   (02-Sep-2026)       ||      ନୂଆଦିଲ୍ଲୀ ରେ ମହାମହିମ ରାଷ୍ଟପତି ଙ୍କୁ ଭେଟିଲେ ଗଞ୍ଜାମ ର 5ଟି ପ୍ରମୁଖ ସାଂସ୍କୃତିକ ଦଳର 90 କଳାକାର |   (02-Sep-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର କୃଷକ ବଜାର ବହୁ ଅବ୍ୟବସ୍ଥା ମଧ୍ୟରେ ରହିଛି ||   (02-Sep-2026)       ||      ଏଡ଼ସ ରୋଗର ନିରାକାରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ||   (02-Sep-2026)       ||      ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      ପୋଲସରା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ରେ ସ୍କାଉଟ ଗାଇଡ଼ ର ତାଲିମ ଶିବିର ଅନୁଷ୍ଠିତ ||   (02-Sep-2026)       ||      କଞ୍ଚାଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସ୍ତରୀୟ ସମୂହ କ୍ରୀଡା ପ୍ରତି ଯୋଗିତା |    (02-Sep-2026)       ||      ଜାଗିଲି ପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ୱାଗତ ଉତ୍ସବ |    (02-Sep-2026)       ||      ଗଞ୍ଜାମ ଜିଲ୍ଳାର 12 ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକଉଚ୍ଚ ବିଦ୍ୟାଳୟ ରେ ଉନ୍ନୀତ କରିଥିବାରୁମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ ||   (02-Sep-2026)       ||      ରଣ ବୀର କାପୁରଙ୍କ ଅଭିନୀତ ରାମାୟଣ ଫିଲିମ ରିଲିଜ ପୂର୍ବରୁ 700କୋଟି ଅଫରକୁ ମନା କଲେ ନିର୍ମାତା |    (02-Sep-2026)       ||     

ଚାକିରୀ କରେଇ ଦେବା ବାହାନାରେ ଲୋକଙ୍କୁ ଠକୁଥିବା ଯୁବକ ଗିରଫ |

03-Sep-2026

 କୋରାପୁଟ ନାଲକୋରେ ଚାକିରି କରେଇ ଦେବାକୁ କହି  ଯୁବକ ମାନଙ୍କ ଠାରୁ ଟଙ୍କା ଠକୁଥିବା ଯୁବକ ଗିରଫ |

ଓଡିଶା ଜନ ମତ ବ୍ୟୁରୋ, 

ବୟସ ବଢ଼ି ଯାଉଥିବା,, ଘରେ ବେକାର ଯୋଗୁଁ ଅଶାନ୍ତି ରେ ସମୟ ବିତେଇବା କିଛି  ଅଧିକାଂଶ ଯୁବକ ଚାକିରି ଆଶାରେ ବହୁ ଠକ ଙ୍କ ହାବୁଡ଼ରେ ପଡି ଧାର, ଉଦ୍ଧାର କରି ଆଣି ଦେଇଥିବା ଅର୍ଥ ମଧ୍ୟ ମିଳେନି ଚାକିର ତଦୁରର କଥା | ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦାମନଜୋଡିର ନାଲକୋରେ ଚାକିରି କରାଇଦେବା ପ୍ରଲୋଭନ ଦେଖାଇ  ଅନେକ ଯୁବକଙ୍କୁ ଠକିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତ କୁ  ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା  ଦଶମନ୍ତପୁର ଥାନା ଅନ୍ତର୍ଗତ କୋଟରାମ୍ବୋ ଗ୍ରାମର ସୁବାଷ ମୁଦୁଲି (25) lପୋଲିସ ଅନୁଯାୟୀ,  ମଙ୍ଗଳବାର ଦିନ କୋରାପୁଟ ଟାଉନ୍ ଥାନା ରେ ସୁନ୍ଦୁରୁ ସିରିକା   ଏକ ଅଭିଯୋଗ  କରିଥିଲେ ଯେ ଅଭିଯୁକ୍ତ ସୁବାଷ  ମୁଦୁଲି ଦାମନଜୋଡିର ନାଲକୋର କର୍ମଚାରୀ ଭାବରେ ନିଜକୁ ପରିଚୟ ଦେଇ  ଚାକିରି ପ୍ରଲୋଭନ ଦେଖାଇଥିଲେ। ସେ ସୁନ୍ଦୁରୁ ସିରିକାଙ୍କଠାରୁ ୧୪,୦୦୦ ଟଙ୍କା, ଲାଣ୍ଡୁ ସିରିକାଙ୍କଠାରୁ ୮,୦୦୦ ଟଙ୍କା, ଜଗନ୍ନାଥ ସାନ୍ତାଙ୍କଠାରୁ ୧୦,୦୦୦ ଟଙ୍କା, ଉଦୟ ସାନ୍ତାଙ୍କଠାରୁ ୫,୦୦୦ ଟଙ୍କା, ରାଜେନ୍ଦ୍ର ମହାନନ୍ଦିଆଙ୍କଠାରୁ ୩,୦୦୦ ଟଙ୍କା ଏବଂ ପିତର ସାନ୍ତାଙ୍କଠାରୁ ୬୬,୦୦୦ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।ସେ ଚାକିରି ଦେଇନଥିଲେ କିମ୍ବା ସେମାନଙ୍କ ଫୋନ୍ କଲ୍ ପାଇଁ ଉତ୍ତର ଦେଇ ନଥିଲେ। ତଦନ୍ତ ସମୟରେ, ଏହା ନିଶ୍ଚିତ ହୋଇଥିଲା ଯେ ମୁଦୁଲି ୨୦୨୧ ମସିହାରେ ବିକାଶ ବିଦ୍ୟାଳୟରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରିଥିଲେ। ସେବେଠାରୁ, ସେ ରାୟଗଡ଼ାର ନାଲକୋ, ଦାମନଯୋଡି ଏବଂ ଟିକ୍ରି ପ୍ଲାଣ୍ଟରେ ଚାକିରି ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ପ୍ରଲୋଭିତ କରିଆସୁଛନ୍ତି।ସେ  ୬୦ ରୁ ଅଧିକ ଲୋକଙ୍କୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଠକିଛନ୍ତି ବୋଲି ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । କୋରାପୁଟ ଟାଉନ ପୋଲିସ  ୨୪୭  ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଏକ ଏଟିଏମ୍ କାର୍ଡ ଜବତ କରିଛି। ଅଭିଯୁକ୍ତ ସୁବାଷ ମୁଦୁଲିଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି l

News Comment

You Might Also Like

BACK TO TOP