Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ପଥରା ପଞ୍ଚାୟତ ରେ ଭଙ୍ଗା ବିଦ୍ୟୁତ ଖୁଣ୍ଟିରେ ମୁକୁଳା ଟ୍ରାନ୍ସ ଫର୍ମର, ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ||

12-Sep-2026

ପଥରା ପଂଚାୟତ ରେ ବିଦୁୟୁତ  ସରବରହ ବିପର୍ଯ୍ୟସ୍ତ,:  ମୁକୁଳା ଟ୍ରାନ୍ସଫର୍ମେର ଓ ଭଙ୍ଗା ଖୁଣ୍ଟି ଯୋଗୁଁ ଆହତ ହେଉଛନ୍ତି ମଣିଷ  ମରୁଛନ୍ତି ଗୋରୁ  ଗାଇ ମଇଁଷି | 

 ଓଡିଶା  ଜନ ମତ,ମାଧବ ବେହେରା,
ଖଲ୍ଲିକୋଟ,9/8  :------

ଟାଟା କମ୍ପାନୀ କେବଳ ସ୍ମାର୍ଟ ମିଟର ଓ ଓ ମିଟର ରେଂଟ ଅତିରିକ୍ତ,ଶେକୁରିଟି ଡିପୋଜିଟ ଭଳି କର ବିଜୁଳି ଗ୍ରାହକ ଙ୍କୁ ଶୋଷଣ କରିଥିବା ବେଳେ ଲୋକଙ୍କୁ ନିରନ୍ତର ଓ ନିରାପଦ ବିଜୁଳି ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଉଥିବା ବେଳେ  ପତ୍ର ହାଲିଲେ ଘଣ୍ଟା ଘଣ୍ଟା ବିଜୁଳି କାଟ ଲୋକନୁ ଅସହ୍ୟ ଗୁଳି ଗୁଳି ରେ କଲ ବଳ ହେଉଥିବା ଅଭିଯୋଗ ହେଉଛି |ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଅସଜଡ଼ା ବିଜୁଳୁ ତାର ବିଛାଇ ବିଦ୍ୟୁତ ଯୋଗାଉଥିବା ଯୋଗୁଁ ଲୋକ ମାନେ ଅଯଥା ବିଜୁଳି ତାର ସଂସ୍ପର୍ଶ ରେ ଆସି ଆହତ ହେବା ସାଙ୍ଗକୁ ମୃତୁ ବରଣ କରିଛନ୍ତି |ଖଲ୍ଲିକୋଟ ବ୍ଲକ ର ପଥରା ପଂଚାୟତ ରେ ବିପର୍ଯ୍ୟସ୍ତ ବିଜୁଳି ସରବରାହ ଯୋଗୁଁ ଳୋକ ମାନେ ଆତଙ୍କିତ ହୋଇ ଥିବା ବେଳେ  ବହୁ

ଗାଇ ଗୋରୁ ଓ ମଇଁଷି ସମେତ ଗତ କିଛି ଦିନ 
ଜଣେ ବାଳିକା ଙ୍କ ମୃତୁ ଘଟିଥିବା  |  ଗତ 
ବୁଧବାର ଦିନ ପ୍ରଶାନ୍ତ ଜାଲ୍ଲୀ ନାମକ ଜଣେ ଯୁବକ ମଇଁଷି ଖଲା ରେ ଥିବା ଏକ ଘର ଉପରେ ପଲିଥିନ ପକାଉଥିବା ବେଳେ ଛିଣ୍ଡା ତାର ସଂସ୍ପର୍ଶ ରେ ଆସି ଆହତ ହୋଇ ଖଲ୍ଲିକୋଟ ମେଡିକାଲ ରେ ଚିକିଛା ପାଇଁ ଭର୍ତ୍ତି ହୋଇ ଥିଲେ |ପଥରା ପଂଚାୟତ ର ଏକ ସ୍କୁଲ ନିକଟ ଓ ଜନ ଗହଳିପୁର୍ଣ ଅଞ୍ଚଳ ରେ ପ୍ରାୟ 4 ଗୋଟି ମୁକୁଳା ଟ୍ରାନ୍ସଫର୍ମେର ରେ ନିରାପଦ ପାଚେରୀ ନିର୍ମାଣ ହୋଇନି |ଅନେକ ବିଜୁଳି ଖୁଣ୍ଟ ର ମୂଳ ସବୁ ଖାଇ ନଷ୍ଟ ହେଲାଣି କେଉଁ ମୁହୂର୍ତ୍ତ ରେ  ଖୁଣ୍ଟ ଟଲି ପଡ଼ିବାର ସମ୍ଭାବନା ରହିଛି କିଛି ଖୁଣ୍ଟ ରେ ସହାୟକ କାଠ ମାଧ୍ୟମ ରେ ରଖା ଯାଇଛି |, ପଥରା ପାଁଭାୟତ ର ବାଲା ସାହି ରେ ପ୍ରାୟ 40 ଗୋଟି ବାସ ଗୃହ   ଛାତ ଉପରେ  ଉଚ୍ଚ କ୍ଷମତା ସମ୍ପନ୍ନ 11 କେ ଭି ତାର ଯାଇଛି |, ଘର ବାସିନ୍ଦା ମାନେ ଭୟ ଆତଙ୍କ ରେ ରହିଛନ୍ତି |ଏହି ତାର ନିକଟରେ ଥିବା ନଡ଼ିଆ ଗଛ ରୁ ଡ଼ାଳ ଭାଙ୍ଗି ତାର ସଂସ୍ପର୍ଶ ରେ ଆସି ନିଆଁ ଖସୁଥିବା ଗ୍ରାମର କାର୍ତିକ ଜାଲ୍ଲୀ ଓ କାଶୀନାଥ ବାଲା, ମେଘା ଜାଲ୍ଲୀ ଓ ପୂର୍ବତନ ସରପଞ୍ଚ ବନମାଳୀ ବାଲା ଗଣ ମାଧ୍ୟମ କୁ ଶୁଭନା ଦେଇ ତୁରନ୍ତ କେବୁଲ ବିପଦ ସଂକୁଳ ବିଦ୍ୟୁତ ତାର ଉପରେ କେବୁଲ ତାର ଦେବା ସହ ସମସ୍ତ ବିଜୁଳି ଖୁଣ୍ଟ ଗୁଡିକ ବଦଳାଇଡ ନୂତନ ଖୁଣ୍ଟ ଓ ଟ୍ରାନ୍ସଫର୍ମେର ଚାରିପଟେ ତୁରନ୍ତ ପାଚେରୀ ନିର୍ମାଣ କରାଯାଉ |ନଚେତ କ୍ଷତି ପୂରଣ ପାଇଁ ଟି ପି ଏସ  ଡ଼ି ଏଲ କମ୍ପାନୀ ଦାୟୀ ରହିବ ବୋଲି ସତର୍କ  କରାଯାଇଛି |ଏ ସମ୍ପର୍ଜ ରେ ସ୍ଥାନୀୟ ବିଜୁଳି ବିଭାଗ ଅଧିକାରୀ  ଚିତ୍ତରଞ୍ଜନ ମଲ୍ଲିକ ଙ୍କ ଯୋଗଅଯୋଗ୍ୟ କରିବା ରେ ଏ ନେଇ ପଦକ୍ଷେ ନିଆଯିବ ବୋଲି ସୂଚନା ଦେଇଥିଲେ | ତେବେ ପଥରା ଏକ ମସ୍ୟଜୀବୀ ଅଧୁସିର ପଂଚାୟତ ଓ ଏହି ପଂଚାୟତ ଟି ଚିଲିକା କୂଳ ରେ ଅବସ୍ତିତ ତେଣୁ ଲୁଣା ପବନ ପ୍ରବାହ ଯୋଗୁଁ ବିଜୁଳି ତାର ଓ ଖୁଣ୍ଟ ସବୁ ନଷ୍ଟ ହେଉଛି |ତେଣୁ  ନିୟମିତ ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି |

News Comment

You Might Also Like

BACK TO TOP