Breaking News

ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||      ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ୍ବ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ |   (05-Oct-2026)       ||      ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||     

ଦାଦନ ଖଟିବାକୁ ଯାଇଥିବା ଯୁବକ ଙ୍କ ମୃତ୍ୟୁ ପରେ, ଶବ ମଧ୍ୟ ପହଞ୍ଚି ପାରିଲା ନାହିଁ ଗାଁରେ |

15-Sep-2026

ଦାଦନ ଖଟିବାକୁ ଯାଇ ଆ ଗା କ ଫେରିଲ ନାହି ଯୁବଜ, ମୃତ୍ୟୁ ପରେ ସେଠାରେ ହେଲା ସଂସ୍କାର | 

ଗଣେଶ ପୂଜାରେ ଖଜୁରୀଗୁଡ଼ା ଗାଁରେ ଶୋକର ଛାୟା
ଓଡିଶା ଜନମତ ରାୟଗଡା,୧୪/୯ (କାମେଶ୍ୱର କରକରିଆ): ଦାଦନ ଖଟିବାକୁ ଯାଇ ଆଉ ଗାଁକୁ ଫେରିଲେ ନାହିଁ ଯୁବକ। ତାମିଲନାଡୁରେ ମୃତ୍ୟୁ ପରେ ସେଠାରେ ହିଁ ତାଙ୍କ ଶବ ସତ୍କାର କରାଯାଇଛି। ଏଭଳି ଦୁଃଖଦ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଖଜୁରୀଗୁଡ଼ା ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ହେଲେ ଗ୍ରାମର ରାମାରାଓ କୁଲସିକା (୪୪)। ସୂଚନା ଅନୁଯାୟୀ, ରାମାରାଓ ନିଜ ଗାଁରେ ଚାଷ କାମ ସାରି ପ୍ରାୟ ଏକ ମାସ ତଳେ ରୋଜଗାର ଆଶାରେ ତାମିଲନାଡୁର ଇରୋଡକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ କାମ କରୁଥିବା ସମୟରେ ଗତ ଶନିବାର ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ତେବେ ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ରାମାରାଓଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ପୁଅର ମୃତ୍ୟୁ ଖବର ଶୁଣି ବୃଦ୍ଧା ମାଆ ଭାଙ୍ଗି ପଡ଼ିଛନ୍ତି। ପୁଅକୁ ହରାଇବାର ଦୁଃଖରେ ସେ ଖାଇବା ପିଇବା ଛାଡ଼ି ଦେଇଥିବା ଏବଂ ବାରମ୍ବାର କାନ୍ଦି ପଡ଼ୁଥିବା ପରିବାର ଲୋକେ କହିଛନ୍ତି।
ଏପଟେ ଗଣେଶ ଚତୁର୍ଥୀ ଅବସରରେ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବା ବେଳେ ରାମାରାଓଙ୍କ ମୃତ୍ୟୁ ଯୋଗୁଁ ଖଜୁରୀଗୁଡ଼ା ଗାଁରେ ଉତ୍ସବର ଖୁସି ଫିକା ପଡ଼ିଯାଇଛି। ଗାଁର ଯୁବକମାନେ ଗଣେଶ ପୂଜା ବନ୍ଦ ରଖି ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି। ରାମାରାଓଙ୍କ ମୃତ୍ୟୁ ପରେ ତାମିଲନାଡୁର ଇରୋଡ଼ରେ ପରିବାର ପକ୍ଷରୁ ମଦନ କୁଲସିକା, ତାଉଡୁ କୁଲସିକା, ଅଜୟ କୁଲସିକା, କୈଳାସ ହୁଇକା, ନିଲାମ୍ବର କୁଲସିକା ଓ ନବେରାଓ କୁଲସିକା ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ଇରୋଡ଼ରେ ହିଁ ରାମାରାଓଙ୍କ ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି। ଏନେଇ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ଇରୋଡ଼ରେ ମୃତକଙ୍କ ଶବ ସତ୍କାର ହୋଇସାରିଥିବାରୁ ତାଙ୍କ ଆଧାର କାର୍ଡ ଯାଞ୍ଚ କରାଯାଇ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।

News Comment

You Might Also Like

BACK TO TOP