Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଋଷିକୁଲ୍ୟା ନଦୀରେ ଗଣେଶ ମୂର୍ତ୍ତୀ ବିସର୍ଜନ ବେଳେ ତିନି ଜଣଙ୍କ ମଧ୍ୟରୁ ଦୁଇ ଉଦ୍ଧାର ଓ ଜଣେ ନିଖୋଜ |

18-Sep-2026

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଦୁଇ ଉଦ୍ଧାର ଜଣେ ଯୁବକ ନିଖୋଜ, ଓଡିଶା ଜନ ମତ, ପୁରୁଷୋତ୍ତମପୁର, 

ଶୁଭଙ୍କର ଦାଶ:----
​  ମୂର୍ତ୍ତୀ ବିସର୍ଜନ ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ ହେଉଥିବାର ଖବର ଆମେ ଶୁଣିଛେ | ତେବେ ଏପରି ଏକ ଦୁଃଖଦ ଘଟଣା ଆମପୁରୁଷ ତମ ପୁର ବ୍ଳକ ପ୍ରତାପୁର ଋଷିକୁଲ୍ୟା ନଦୀରେ ଦେଖି ବାକୁ ମିଳିଛି | ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀ ତଟରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି। ମୂର୍ତ୍ତି ବିସର୍ଜନ ସମୟରେ ପାଣିର ସ୍ରୋତରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ଖବର ମିଳିଛି।
​ନିଖୋଜ ଯୁବକ ଜଣକ  ଖଣ୍ଡ ଦେଉଳି ପଞ୍ଚାୟତ ର ଝରକୁଆଲି ଗ୍ରାମର ସୁମିତ କୁମାର ମିଶ୍ର ବୋଲି ଜଣାପଡ଼ିଛି। ସୁମିତ ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନର ଶେ ବର୍  ଛାତ୍ର।
​ସୂଚନା ଅନୁସାରେ ପ୍ରତାପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଖଣ୍ଡଦେଉଳି ପଞ୍ଚାୟତର ଝରକୁଆଲି ଗ୍ରାମର କିଛି ଯୁବକ ଆସିଥିଲେ। ବିସର୍ଜନ ସମୟରେ ଅସାବଧାନତା ଯୋଗୁଁ ତିନି ଜଣ ନଦୀରେ ବୁଡି ଯାଇଥିଲେ କିନ୍ତୁ ସହଯୋଗୀଙ୍କ ସାହାଯ୍ୟରେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା ହେଲେ ସୁମିତ ଗଭୀର ଜଳରାଶିକୁ ଚାଲିଯାଇ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁଦ୍ଧା ସୁମିତଙ୍କର କୌଣସି ପତ୍ତା ମିଳିପାରି ନାହିଁ।
​ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହ ଘଟଣ  ଗାଁରେ ପ୍ରଚାରିତ ହେବା ପରେ ଝର କୁଆଳି ଗ୍ରାମରେ ଶୋକର ଛାୟା ଖେଳାଇ ଯାଇଛି ||ସବୁ ସମୟରେ ମୂର୍ତ୍ତୀ ବିସର୍ଜନ ବେଳେ ସାବଧାନ ତା ପାଇଁ ପୋଲିସ ଓ ତହସିଲଦାର ସଚେତନତା କରାଉ ଥିଲେ ମଧ୍ୟ  ଆଜି କାଲିର ଯୁବକ ମାନେ ଟିକେ ଅସବଧନତା ଯୋଗୁଁ ବହୁ ଦୁର୍ଲଭ ଜୀବନ ଅକାଳରେ ଚାଲି ଯାଉଛି || ତାରାତାରିଣୀ ମହାବିଦ୍ୟାଳୟ ର କିଛି ଶିକ୍ଷକ, ଛାତ୍ର, ଛାତ୍ରୀ ନଦୀ ସ୍ଥଳକୁ ଯାଇ ଦୁଃଖ ପ୍ରକାଶ କରିଛନ୍ତି | 

News Comment

You Might Also Like

BACK TO TOP