Breaking News

ରାୟଗଡା ରେ ପିଏମ କିଷାନ ଉତ୍ସବ ଦିବସ ପାଳିତ ||   (30-Oct-2026)       ||      ବିଶ୍ୱ ମିତ ବ୍ୟୟିତା ଦିବସ ଅବସରରେ ରାୟଗଡା ଠାରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ||   (30-Oct-2026)       ||      ରାୟଗଡା 20 ଟି ବିଦ୍ୟାଳୟ ରେ ସୁରକ୍ଷିତ ଶିଶୁ ଅଭିଯାନ |    (30-Oct-2026)       ||      ଉଚ୍ଚ ସ୍ତରୀୟ ଜାତୀୟ ପ୍ରଶକ୍ଷିଣ ଶିବିରରେ ବିଜ୍ଞାନ ଶିକ୍ଷକ ସାମ୍ନାନୀତ |    (30-Oct-2026)       ||      ଅର୍ଣ୍ଣବ ବାତ୍ୟା ପ୍ରଭାବରେ ଭାଙ୍ଗିଲା ବିଶାଳ ଗଛ, ରାସ୍ତା ଅବରୋଧ ||   (30-Oct-2026)       ||      ବାତ୍ୟା ଅର୍ଣ୍ଣବ ପାଇଁ ପ୍ରସ୍ତୁତି କଲେ ଉପମୁଖ୍ୟ ମନ୍ତ୍ରୀ |   (30-Oct-2026)       ||      ଫୁଲ ନଖରା ଡେପୁଟି ରେଞ୍ଜର ମୌସୁମୀ ବେହରା ଭିଜିଲାନ୍ସ ଜାଲରେ |   (30-Oct-2026)       ||      ସୁମଣ୍ଡଳ ଠାରେ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ||   (30-Oct-2026)       ||      ପୋଲସରା ରେ ପ୍ରସିଦ୍ଧ ଗୌରୀ ଆମ୍ମାଙ୍କ ପଞ୍ଚ ବାର୍ଷିକ ଯାତ୍ରା ଶୁଭାରମ୍ଭ |   (30-Oct-2026)       ||      କୋଦଳା ଥାନା କିରା ଖାଇ ଗ୍ରାମର ଜଣେ ଯୁବତୀ ବିଷ ପାନ କରି ମୃତ |    (30-Oct-2026)       ||      ବରଗଡ଼ 79 ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଜିଲ୍ଲପାଳ ଙ୍କ କକ୍ଷରେ ଅନୁଷ୍ଠିତ |   (30-Oct-2026)       ||      ଅତିରିକ୍ତ ଜିଲ୍ଲପାଳଙ୍କ ମସ୍ଥ୍ୟ ଯିବି ଚିଲିକା ଅଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଦେଖିଲେ |   (28-Oct-2026)       ||      ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||     

ଉଚ୍ଚ ସ୍ତରୀୟ ଜାତୀୟ ପ୍ରଶକ୍ଷିଣ ଶିବିରରେ ବିଜ୍ଞାନ ଶିକ୍ଷକ ସାମ୍ନାନୀତ |

30-Oct-2026

ଉଚ୍ଚସ୍ତରୀୟ ଜାତୀୟ ପ୍ରଶିକ୍ଷଣ ଶିବିରରେ ବିଜ୍ଞାନ ଶିକ୍ଷକ ସଂମ୍ମାନିତ 
ଓଡିଶା ଜନମତ ରାୟଗଡା -୩୦/୧୦

କାମେଶ୍ୱର କରକରିଆ :----

ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି)ର ଚଲ୍ଲାକେରେ କ୍ୟାମ୍ପସରେ ଆୟୋଜିତ ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସେଣ୍ଟର (ଟିଡିସି) ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇର ବିଜ୍ଞାନ ଶିକ୍ଷକ  ଡିଙ୍ଗର ନାଏକ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପୁରସ୍କୃତ ହୋଇ ସମଗ୍ର ଜିଲ୍ଲା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
ସୂଚନା ଅନୁଯାୟୀ, ଶିକ୍ଷାଦାନର ମାନ ବୃଦ୍ଧି ଓ ଅଭିନବ ପ୍ରାୟୋଗିକ କୌଶଳ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ଜାତୀୟ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିଭାବାନ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଏଥିରେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଡିଙ୍ଗର ନାଏକ ନିଜର ଉଲ୍ଲେଖନୀୟ ପାରଦର୍ଶିତା, ଶିକ୍ଷାଦାନ ଦକ୍ଷତା ଓ ନିଷ୍ଠାପର ପ୍ରଦର୍ଶନ ବଳରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ଶ୍ରୀ ନାଏକଙ୍କ ଏହି ସଫଳତା ପାଇଁ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ରଞ୍ଜିତ କୁମାର ଗିରି ଗଭୀର ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମଧ୍ୟ ଶ୍ରୀ ନାଏକଙ୍କ ଏହି ଗୌରବମୟ କୃତିତ୍ୱ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏହି ସଫଳତା ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ଶିକ୍ଷା ବିଭାଗ ତରଫରୁ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP