Breaking News

ଏମ ଏମ ଡି ବିଲ ପ୍ରତ୍ୟାହାର କରିବାକୁ ବିଜେପି ସାଂସଦ ଙ୍କୁ ନବୀନ ପଟନାୟକ ଦାବି |   (30-Aug-2026)       ||      ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||     

ପୁରୁଷୋତ୍ତମପୁର କଂଗ୍ରେସ ତରଫରୁ ମନମୋହନ ସିଂହ ଙ୍କ ଆତ୍ମାର ସଦଗତି ନିମନ୍ତେ ମହମ ବତୀ ଶୋଭାଯାତ୍ରା |

28-Dec-2024

ମନମୋହନ ସିଂଙ୍କ ପାଇଁ ପୁରୁଷୋତ୍ତମପୁର କଂଗ୍ରେସର ମହାବତୀ ଶୋଭାଯାତ୍ରା, 
                  (ଭାବପୂର୍ଣ୍ଣ  ଶ୍ରଦ୍ଧାଞ୍ଜଳି |

               ଓଡିଶା ଜନମତ ବ୍ୟୁରୋ,

ଭାରତର ପୂର୍ବତନ ପ୍ରଧାନମନ୍ତୀ, ବିଶିଷ୍ଟ ଅର୍ଥ ନୀତିଜ୍ଞ  ଡ଼ ମନମୋହନ ସିଂଙ୍କ  ଉଦେଶ୍ୟରେ ପୁରୁ ଷୋତ୍ତମପୁର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି ।  କଂଗ୍ରେସ ତରଫରୁ ଯୁବନେତା କର୍ମୀ ମାନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କାକୀ ମନ୍ଦିର ଛକଠାରୁ ହାତରେ  କେଣ୍ଡେଲ ଧରି ମହାନାୟକ, ଉଦର ବାଦୀ ରାଜନେତା ତଥା ଅର୍ଥ ନୀତିରସଂସ୍କାରକମନମୋହନ ସିଂ ଅମର ରହେ ସ୍ଲୋଗାନ ଦେଇମହମବତୀଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରି କଲେଜ ବସଷ୍ଟାଣ୍ଡ ଛକ ଠାରୁ ପ୍ରତ୍ୟାବର୍ତ୍ତନ  କରି ରଥ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଠାକୁର ଙ୍କ ପାଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଙ୍କ ଆତ୍ମାର ସଦଗତି କାମନା କରି ନିରବ ପାର୍ଥନା କରି ଥିଲେ  | ଏହି କାର୍ଯ୍ୟକ୍ରମ ରେ ସହଯୋଗ କରୁଥିବା ନେତା, କର୍ମୀ ମାନେ ହେଲେ ମନୋରଞ୍ଜନ ଦାଶ, କଂଗ୍ରେସ ବିଧାୟକ ପାର୍ଥୀ ଚିତ୍ରସେନ ବେହେରା, ମାଧବା ନନ୍ଦ ଦାଶ ସୁନୀଲ ମହାରଣା, ସୁଶାନ୍ତ କୁମାର ଗୌଡ଼, ସୁନୀଲ କୁମାର ବେହେରା, ଜିତେନ୍ଦ୍ର ପ୍ରଧାନ, ମାଧବ ମହାରଣା, ସନ୍ତୋଷ କୁମାର ଗୌଡ଼, ମଜଜ କୁମାର ରାଉଳ, ମଲ୍ଲୀ ଦାଶ, ରୋସନ ପ୍ରଧାନ,  ସୁନୀଲ ବେହେରା, ନବରଙ୍ଗୀ ବେହେରା,  ଆମଠୁରୀ ଭାଈ  ତପନ କୁମାର ଦାଶପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP