Breaking News

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||      ପୁରୀ ଶ୍ରୀମନ୍ଦିର ଏବଂ ଅନ୍ୟାନ୍ୟ ମଠ, ମନ୍ଦିର ରେ ଆରମ୍ଭ ହେଲା ଝୁଲଣ ଯାତ୍ରା |    (23-Aug-2026)       ||      ଲଗାଣ ବର୍ଷାରେ ଭାଙ୍ଗିଗଲା ଘର ଅଳ୍ପ କେ ବର୍ତ୍ତିଲେ ଦୁଇ ପରିବାର ||   (23-Aug-2026)       ||     

ସିଏଚ ନୁଆଁଗାଁ ର କିଛି ଗ୍ରାମ ର 30 ଜଣ ବ୍ୟକ୍ତି ଙ୍କୁ ବଣ୍ଟନ କରାଗଲା ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ରାଶି |

12-Jan-2025

ପୁରୁଷୋତ୍ତମପୁର ବ୍ଲକ ସିଏଚ ନୂଆଙ୍ଗା  ପଞ୍ଚାୟତର କିଛି ଗ୍ରାମର 30 ଜଣଙ୍କୁ ବଣ୍ଟନ ହେଲା  ହରିଶ୍ଚନ୍ଦ୍ର  ଯୋଜନା ଅର୍ଥ ରାଶି  |

                 ଓଡିଶା ଜନମତ ବ୍ୟୁରୋ,

ଚାଁଗୁଡ଼ିଆ ପଦର ନୂଆଙ୍ଗା  ପଞ୍ଚାୟତ ର କିଛିଗାଁ  ସିଏଚ ନୂଆଙ୍ଗା ସହିତ ଅଢ଼େଇ ବର,  ମୋଡାବାଇ, ଗାଗନ ପୁର ଗ୍ରାମର 30 ଜଣ ମୃତ ବ୍ୟକ୍ତିଙ୍କ   ପରିବାର  ସଦସ୍ୟ ଙ୍କୁ ମହିଳା ସରପଞ୍ଚ ସତ୍ୟଭାମା  ସ୍ବାଇଁ ଏବଂ  ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବିଜେଡିର  ଜୀବନବିନ୍ଦୁରଆସ୍କାସଂସ ଦୀୟ କ୍ଷେତ୍ର ର ପୂର୍ବତନ ସଂଯୋଜକ  ତଥା ସମାଜ ସେବୀ  ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତି ରେ  ଦଳୀୟ  ନେତା, କର୍ମୀ ଏବଂ  ଜନ ସାଧାରଣ ଙ୍କ ସହଯୋଗ ରେ  90 ହଜାର ଟଙ୍କା 30ଜଣ ଙ୍କୁ ପ୍ରଦାନ କରାଯାଇ ଥିଲା | ଯାହାଦ୍ୱାରା  ରାଜ୍ୟ ସରକାର ଙ୍କ ଦ୍ୱାରା  ମୃତ ବ୍ୟକ୍ତିଙ୍କ ପାଇଁ ପ୍ରଦତ୍ତ   ହେଉଥିବା ଅର୍ଥ ରାଶିକୁ ପଞ୍ଚାୟତ  ର ସରପଞ୍ଚ ଙ୍କ ଦ୍ୱାରା ସେମାନଙ୍କ ପରିବାର କୁ ଦିଆ ଯାଉଛି  | ଯାହାକି ଆଜି ଚାଁଗୁଡ଼ିଆ ପଦର ନୂଆଗାଁ ପଞ୍ଚାୟତ ର ବିଭିର୍ଣ୍ଣ ଗାଁ ର 30 ଜଣ ବ୍ୟକ୍ତି ମାନଙ୍କୁ   ପ୍ରଦାନ କରାଯାଇ ଥିଲା  |  ଯାହାଦ୍ୱାରା  ମୃତକ ଙ୍କ ପରିବାର ସେମାନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ରେ ଖର୍ଚ୍ଚ ହୋଇଥିବା ଅର୍ଥକୁ  କିଛି ମାତ୍ରା ରେ ଭରଣ କରିପାରିବେ  |

News Comment

You Might Also Like

BACK TO TOP