Breaking News

ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||     

ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |

24-Aug-2026

ତାରିଣୀ ଗଣ ନାଟ୍ୟ ର ସୁପର ହିଟ ନାଟକ ଏହି ବର୍ଷ ର "ନିଶା ନିଶା ରାତି `

ଓଡିଶା ଜନ ମତ ବ୍ୟୁରୋ,

ଏଇ ଗଣେଶ ପୂଜା ପରେ ତାରିଣୀ ଗଣ ନାଟ୍ୟ ର ଆନୁକୂଲ୍ୟରେ ଏହିବର୍ଷ ର ସୁପର ହିଟନାଟକ "ନିଶା ନିଶାରାତି ` |ଚର୍ଚ୍ଚାରେ ନିଶା ମହାରଣାଙ୍କ ନାଟକ ‘ନିଶା ନିଶା ରାତି’, ଜଣେ ବିଧାୟକଙ୍କୁ ନେଇ ଜମିବ କାହାଣୀ |ଅଭିନେତ୍ରୀ ନିଶା ମହାରଣା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ତ କେବେ ତାଙ୍କୁ ହେଉଥିବା ବିରୋଧକୁ ନେଇ। ଏବେ ନିଶା ମହାରଣା ଏକ ଯାତ୍ରାପାର୍ଟି ନିଜେ ଗଢ଼ିଛନ୍ତି ଆଉ ଏଥିରେ ନିଜେ ଅଭିନୟ କରୁଛନ୍ତି। ତେବେ ଏହି ବହିର କାହାଣୀରେ ସେ ଜଣେ ବିଧାୟକଙ୍କ ବାବଦରେ ରହିଛି। ଯାହାକୁ ନେଇ କିଛି କଥା କିଛି କଥାର ନଥା ଚର୍ଚ୍ଚାକୁ ଆସିଛି।
ବହି ର ନାଁ ନିଶା ନିଶା ରାତି। ଚର୍ଚ୍ଚାରେ ନିଶା ମହାରଣାଙ୍କ ନାଟକ । ଆଗାମୀ ଯାତ୍ରା ସିଜିନରେ ଆସୁଛି ଏହି ନାଟକ। ନିଶା ମହାରାଣାଙ୍କ ନୂଆ ଯାତ୍ରା ପାର୍ଟି ତାରିଣୀ ଗଣନାଟ୍ୟର ନୂଆ ଅନୁସନ୍ଧାନ ମୂଳକ ନାଟକ। ଏଥିରେ ସେ ନିଜେ ନିଶା ଭୂମିକାରେ ଆସୁଛନ୍ତି। ମାନେ ତାଙ୍କର ଏକ ପ୍ରକାରର ବାୟୋପିକ୍। କାହାଣୀର ବିଷୟବସ୍ତୁ ଅନୁସାରେ ଜଣେ ଝିଅର ସଂଘର୍ଷର କାହାଣୀ ହେଉଛି ନିଶା ନିଶା ରାତି। ହେଲେ ଏଥିରେ ସେହି ଝିଅର ଜଣେ ବିଧାୟକଙ୍କ ସହିତ ମୁହାଁମୁହିଁ ହୋଇଛି। ବିଧାୟକ ତାଙ୍କୁ ବିରୋଧ କରୁଛନ୍ତି, ଟାର୍ଗେଟ କରୁଛନ୍ତି। ଶେଷରେ ସେ ବିଧାୟକଙ୍କୁ ଜିତିବାରେ ସଫଳ ହେଉଛନ୍ତି। ଆସନ୍ତୁ ଶୁଣିବା ନାଟକ ବାବଦରେ କଣ କହୁଛନ୍ତି ନିଶା ମହାରଣା | କିଛି ଦିନ ପୂର୍ବକୁ ଚାଲିଯିବା। ନିଶା ମହାରଣାଙ୍କ ନୃତ୍ୟକୁ ନେଇ ଉଠୁଥିଲା ପଡୁଥିଲା ଖଣ୍ଡଗିରି। ନିଶା କହୁଥିଲେ ମୁଁ ଯାଇଥିଲି ଖଣ୍ଡଗିରି ଆଉ ପୁଣି ଯିବି ଖଣ୍ଡଗିରି । ସେପଟେ କିନ୍ତୁ ଖଣ୍ଡଗିରି ମଞ୍ଚରେ କୌଣସି ବି ଅଶ୍ଳୀଳ ନୃତ୍ୟ ହେଲେ ଏହାକୁ ବିରୋଧ କରାଯିବ ବୋଲି ଅଣ୍ଟା ଭିଡିଥିଲେ ବିଜେପି ନେତା ତଥା ବିଧାୟକ ବାବୁ ସିଂହ। ଏଥିପାଇଁ ଏକ ଠେଙ୍ଗାବାହିନୀ ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ନିଶା ମହାରଣାଙ୍କର ନୂଆ ନାଟକରେ ଥିବା ବିଧାୟକ କଣ ବାବୁ ସିଂ ? ଏନେଇ ନିଶା ତ ନାଁ ନେଇନାହାନ୍ତି କିନ୍ତୁ ଚର୍ଚ୍ଚା କିଛି ସିଆଡ଼େ ଇଙ୍ଗିତ କରୁଛି ।
ଅବଶ୍ୟ ବାବୁ ସିଂ ଉତ୍ତର ଦେଇଛନ୍ତି। କେହି ଯଦି ଅର୍ଥ ଉପାର୍ଜନ ପାଇଁ ମୋ ନାଁ ବ୍ୟବହାର କରୁଛି ତେବେ ମୋର କିଛି କହିବାର ନାହିଁ । ଏମିତି କହି ସେ ଏଡ଼ାଇ ଦେଇଛନ୍ତି। ଏହି ନାଟକର ରିହର୍ସଲ ଚାଲିଛି। ଆଗାମୀ ସିଜିନରେ ଆସିବ ନିଶା ନିଶା ରାତି। ଲୋକେ ହିଁ କହିବେ କିଏ କାହାକୁ ଜିତୁଛି। ଲୋକଙ୍କ ହୃଦୟକୁ ବହିର ବିଷୟବସ୍ତୁ ଜିତୁଛି ନା ନାହିଁ। ନାଟକ ମଞ୍ଚସ୍ତ ପରେ ଉପସ୍ଥିତ ଦର୍ଶକ କହିବେ  କଣ ଏହି ନିଶା ନିଶା ରାତି!| ତାକୁହିଁ ଅପେକ୍ଷା  |

News Comment

You Might Also Like

BACK TO TOP