Breaking News

ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||     

ପୁରୁଷୋତ୍ତମପୁର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ବ୍ଲକ ଅଧକ୍ଷା ଙ୍କ ସହ ସବୁ ଜନ ପ୍ରତିନିଧି |

20-Feb-2025

ପୁରୁଷୋତ୍ତମପୁର ବ୍ଲକ ର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ  ସ୍ୱାଗତ କଲେ  ପିଆଇ ମେମ୍ବାର, 

               ଓଡିଶା ଜନ ମତ ବ୍ୟୁରୋ,

 କଳାହାଣ୍ଡି  ଜିଲ୍ଲା ଧର୍ମଗଡ଼ ବ୍ଲକ ର ବିଡ଼ିଓ ଥିବା ଶରତ ଚନ୍ଦ୍ର ପାତ୍ରଙ୍କ ପୁରୁଷୋତ୍ତମପୁର ବ୍ଲକ କୁ ବଦଳି ପରେ ସେଠାରୁ  ରିଲିଭ ହୋଇ ପୁରୁଷୋତ୍ତମ ପୁର ବ୍ଲକରେବିଡ଼ିଓ ଭାବେ   ଯୋଗଦେଇ କାର୍ଯ୍ୟ ଭାର ଗ୍ରହଣ କରିଥିଲେ | ତେବେ   ଆଜି ପୂର୍ବାହ୍ନ ରେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କସହିତ ଯୁବନେତା ନିର୍ମଳ ଚନ୍ଦ୍ର ସାହୁ, 36ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରାବ, ଓ 37 ନଂ ଜିଲ୍ଲା ପରିଷଦ ସଦସ୍ୟ  ରଞ୍ଜିତବେହେରା,ସମାଜସେବିଜଗତବନ୍ଧୁପଣ୍ଡା, ତାପସବେହେରା,କୋର ନାଥ ସ୍ବାଇଁ ଓ ଅନ୍ୟ ନେତା  କର୍ମୀ ମାନଙ୍କ  ସହିତ 26ଗୋଟି ପଞ୍ଚାୟତ ର  ସରପଞ୍ଚ, ସମିତି ସଭ୍ୟ, ସଭ୍ୟ  ମାନେ ଏକତ୍ରିତ ହୋଇ  ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ  ଦେଇ ସ୍ୱାଗତ କରିଥିଲେ | ଓ ମିଷ୍ଟାନ ଖୁଆଇଥିଲେ | ବିଡ଼ିଓ ମଧ୍ୟ  ବ୍ଲକ ଅଧକ୍ଷା ଙ୍କ ସହ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟ ମୂଳକ ଭାବେ କଥା ବାର୍ତ୍ତା କରି  ଖୁସି ବ୍ୟକ୍ତ କରିଥିଲେ | ଏବଂ ଆସିଥିବା   ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା, ମାନଙ୍କ ନାମ ଓ ଗ୍ରାମ ପଚାରି ବୁଝି ଥିଲେ | ଏହା ସହ ଉପସ୍ଥିତ ଥିବା ବ୍ଲକ ନିର୍ବାହୀ ଯନ୍ତ୍ରୀ  ସରୋଜ କୁମାର  ସାବତ ଙ୍କୁ ରାଜ୍ୟ ସରକାର ଙ୍କ  ପଞ୍ଚାୟତ ପାଇଁ ଆସିଥିବା ଅନୁଦାନ ଉପରେ ବୁଝାଇ ବାକୁ  କହିଥିଲେ | ବିଭିନ୍ନ  ଯୋଜନା  ଗୁଡ଼ିକ କିପରି କେଉଁ ମାଧ୍ୟମରେ କାର୍ଯ୍ୟକରିହେବ ତାଉପରେ  ମଧ୍ୟ ସମ୍ୟକ ଦିଗଦର୍ଶନ ଦେଇଥିଲେ |  ତେବେ ଆଗାମୀ 25 ତାରିଖ ଦିନବ୍ଲକ ବୈଠକ ହଲରେ   ହେବାକୁ ଥିବା ବିକଶିତ ଗାଁ, ବିକଶିତ ଓଡିଶା  କାର୍ଯ୍ୟକ୍ରମ  ରେସମସ୍ତେ ଉପସ୍ଥିତ ରହି ବିସ୍ତୃତ ଭାବେ ଆଲୋଚନା  କରିବା ପାଇଁ କହିଥିଲେ |

News Comment

You Might Also Like

BACK TO TOP