Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ର ଚାଷୀ ମାନେ ମିଲର ଙ୍କ ଶୋଷଣ ରେ ଅତିଷ୍ଟ |

27-Feb-2025

ଜଗନ୍ନାଥ ପୁର ପଞ୍ଚାୟତର ବ୍ରାହ୍ମଣ ଶାସନ  ଓ ପୁରୁଷୋତ୍ତମପୁର ଏନଏସି ର ଚାଷୀ ମାନେ ମିଲର ଙ୍କ ମନ ମାନୀ ଯୋଗୁଁ ଅସନ୍ତୋଷ  |

            ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଲକ  ଅନ୍ତର୍ଗତ ଜଗନ୍ନଥ ପୁର  ପଞ୍ଚାୟତ ର ବ୍ରାହ୍ମଣ ଶାସନ  ଗାଁର ଚାଷୀ ମାନେ ଧାନ ନେଇ ସେହିଗାଁ ରେ ଥିବା ମହୁରୀ କାଳୁଆ  ରାଇସ ମିଲକୁ ଧାନ ନେଇ ଯାଇଥିଲେ | ତେବେ ଚାଷୀ ମାନଙ୍କ କହିବା କଥା  ଚାଷୀ ମାନଙ୍କ ଭଲ ଧାନ କୁ ଦେଖି ମଧ୍ୟ ମିଲର  ବସ୍ତା ପିଛା 8ରୁ 10 କେଜି ଧାନ ମାଗୁଛନ୍ତି  |  କିନ୍ତୁ   ଚାଷୀ ମାନେ  ଏହାଉପରେ  ପ୍ରତିବାଦ କରିବାରୁ ମିଲର ସେମାନଙ୍କୁ ତୁମ ଧାନ ଧରି ଘରକୁ ଚାଲିଯାଅ କହି ଥିଲେ | ନାହିଁ ଯଦି ଆଠ କିଲୋ ଯାହା କହୁଥିଲି ତାହା 10 କେଜି ହେଲେ ନେବୁ ବୋଲି କହିଥିଲେ |  ତେବେ ଚାଷୀ ନିରୁପାୟ ହୋଇଯାଇ  ଏହା ଉପରେ  ଯୋଗାଣ ବିଭାଗ ର ଅଧିକାରୀ ଙ୍କୁ  ଜଣାଇ ଥିଲେ |  ଯୋଗାଣ ଅଧିକାରୀ ମିଲର ଙ୍କ ସହ କଥା ବାର୍ତ୍ତା କରି ଏହା ଉପରେ ସମାଧାନ କରିବେ  ବୋଲି ପ୍ରତିଶୃତି ଦେଇଥିଲେ |  ତେବେ ଏହି ଘଟଣା ଗୋଟିଏ ମିଲର ନୁହଁ | ବ୍ଲକର ସବୁ  ମିଳରେ ଚାଷୀମାନଙ୍କ ଏହି ଅଭିଯୋଗ ଓ ଦୁର୍ଦଶା ଦେଖା ଦେଇଛି | ତେବେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ର ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ଅନେକ ଚାଷୀଙ୍କ ଭଲଧାନ କୁ ମଧ୍ୟ  ରାଜପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ମିଲ କୁ ଧାନ ନେଇ ଥିଲେ | ସେଠାରେ ମଧ୍ୟ ମିଲର ବସ୍ତା ପିଛା 7ରୁ 8କେଜି ଲେଖାଏଁ କାଟି  ହିସାବ କରିଥିବାର  ଚାଷୀ ରମେଶଚନ୍ଦ୍ର ଗୌଡ଼ ,ଏ ମକୁନ୍ଦ ରାଓ, ଓ ବିଜୟ ବେହେରା  ଆମକୁ ଅଭିଯୋଗ କରିବା ସହ ଆଜି ଛତ୍ରପୁର  ଯାଇ ଋଷିକୁଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଙ୍କ ସହଯୋଗରେଏହାଉପରେ  ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା  ଓ  ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଲିଖିତ ଭାବେ ଦରଖାସ୍ତ ଦେଇଥିଲେ |  ଏହାକୁ ଚାଷୀଙ୍କ ଠାରୁ ଶୁଣି ଜିଲ୍ଲା ପାଳ ଓ ସିଏସ ଓ  ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିବାରୁ  ସେମାନେ ପୁରୁଷୋତ୍ତମପୁର ଫେରି ଆସିଥିଲେ | ତେବେ ରାଜ୍ୟ ସରକାର ଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କହିବା କଥା ସବୁ ଚାଷୀଙ୍କ ଧାନକୁ ମିଲର ମାନେ ନେବାକୁ କହି  ଥିଲେ ମଧ୍ୟ ମିଲର ଙ୍କ ମନ ମାନୀ ରେ ଚାଷୀ ଅତିଷ୍ଟ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି  |  ଏହାର କେବେ ଅନ୍ତ ହେବ, ଏବଂ କେବେ ଚାଷୀ ମୁହଁରେ ହସ ଫୁଟିବ ତାହାକୁ ଦେଖିବାକୁ ବାକି ରହିଛି  |

News Comment

You Might Also Like

BACK TO TOP