Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଖଲ୍ଲିକୋଟ ମାଗଣା 300 ୟୁନିଟ ବିଜୁଳି ଯୋଗେଇବା ପ୍ରତିଶୃତି କୁଆଡେ ଗଲା ବୋଲି ସିପି ଆଇ ର ବିକ୍ଷୋଭ |

03-Apr-2025

ମାସକୁ 300 ୟୁନିଟ ବିଜୁଳି ମାଗଣା ଯୋଗାଇବା ଦାବି ନେଇ ସି.ପି. ଆଇ ର ବିକ୍ଷୋଭ | ଓଡିଶା ଜନମତ, ମାଧବ ବେହେରା, ଖଲ୍ଲିକୋଟ 
---------------------------------------------------------------
ଖଲ୍ଲିକୋଟ  03 / .04 ନିର୍ବାଚନ ପ୍ରତିଶୃତି ମୁତାବକ ମାସିକ 300 ୟୁନିଟ ମାଗଣା ଯୋଗାଇଦେବା, ହିତାଧିକାରୀଙ୍କୁ ଚଞ୍ଚକତା ପୂର୍ଣ୍ଣ ଶୋଷଣ ପାଇଁ ପ୍ରାୟୋଜିତ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ଓଡ଼ିଆ ଭାଷା ରେ ବିଦ୍ୟୁତ ବିଲ ପ୍ରଦାନ କରିବା, କୃଷି ଏବଂ ଅ|ନୁସଙ୍ଗିକ କ୍ଷେତ୍ରକୁ ମାଗଣା ରେ ବିଦ୍ୟୁତ ଯୋଗାଇଦେବା, OERC ଓ TATA କମ୍ପାନୀ ର ଶୋଷଣ ଏବଂ ଜୁଲୁମ ବନ୍ଦ କରିବା, ବିଦ୍ୟୁତ ଘରୋଇ କରଣ କୁ ବାତିଲ କରି ପୁନଃ ବିଦ୍ୟୁତ ବୋର୍ଡ ଗଠନ କରିବା, ଚଳିତ ପ୍ରଚଣ୍ଡ ରୁଦ୍ର ତାପ ଯୋଗୁଁ  ସମସ୍ୟା ବଶତଃ ବିଲ ପୈଠ ନ କରିଥିଲେ ମଧ୍ୟ ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ ନ କରିବା ଆଦି ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆଞ୍ଚଳିକ ପରିଷଦ ନେତୃତ୍ୱ ରେ ଶତାଧିକ କର୍ମୀ ବାଲୁକେଶ୍ୱର ମନ୍ଦିର ଠାରୁ ପଟୁଆର ବାହାର କରି ଖଲ୍ଲିକୋଟ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ରେ ପହଂଚି ବିଭାଗୀୟ S. D. O. ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇ ଅଛି | ଉକ୍ତ କାର୍ଯ୍ୟକ୍ରମ ରେ ସାଥି ରଘୁନାଥ ଗୌଡ଼, କନ୍ଧ ପ୍ରଧାନ, ସିମାଞ୍ଚଳ ବେହେରା, ଜୟରାମ ଦାଶ, ମନୋଜ ଗୌଡ଼, ଏମ. ତ୍ରିନାଥ ପାତ୍ର, ସୂର୍ଯ୍ୟ ପାତ୍ର, ସୁକୃ ପ୍ରଧାନ, ସନ୍ତୋଷ ଦଳେଇ ପ୍ରମୁଖ ନେତୃତ୍ୱ ନେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP